ଆଶ୍ଚର୍ଯ୍ୟ ଜନକ କଥା, ମିଳିଲା 2034ରେ ହେବାକୁ ଥିବା ନବକଳେବର ର ଦାରୁ

ମଣିଷ ନିଜ ଜୀବନରେ ବହୁତ ଏମିତି ଆଶ୍ଚର୍ଯ୍ୟ ଜନକ କଥା ଦେଖିଥାଏ ଯାହା ସେ ମଧ୍ୟ ଭରସା କରିବା ବହୁତ କଷ୍ଟକର ହୋଇଥାଏ । କିନ୍ତୁ ଭଗବାନ ନିଜ ଚମତ୍କାର ମାଝି ମଝିରେ ମଣିଷକୁ ଦେଖାଇ ଥାନ୍ତି ଯାହା ଦ୍ଵାରା ମନୀଷର ବିଶ୍ଵାସ ଭଗବାନଙ୍କ ଉପରେ ଆଉ ବଢି ବଢି ଯାଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା କଟକ ଜିଲା ଅନ୍ତର୍ଗତ ସୋମପୁର ଜାଗାରେ ଏମିତି କିଛି ଘଟଣା ଘଟିଥିଲା ଯାହା ନିଜେ ଗାଁ ଲୋକ ଦେଖିବାକୁ ପାଇଥିଲେ । ତେବେ ସୋମପୁର ଜାଗା ଲୋକଙ୍କ କହିବା ଅନୁଯାଇ ୧୯୯୯ ମସିହାରେ ଆସିଥିବା ବାତିଆରେ ତାଙ୍କ ଜାଗାରେ ପାଣି ଆସି ସବୁ ନଷ୍ଟ ହୋଇଥିଲା ଯାହା ପରେ ସେ ବର୍ତମାନ ଜାଗାକୁ ପଳେଈ ଆସିଥିଲେ ।

Image Courtesy: Google

ଏହି ଜାଗାରେ ଆଗରୁ କେବଳ ଜଙ୍ଗଲ ଥିଲା ଯେଉଁଠି ଜଙ୍ଗଲି ଜୀବ ଜନ୍ତୁ ବାସ କରୁଥିଲେ ଯେତେବେଳେ ପୁରା ଗାଁ ଏଠି ରହିବାକୁ ଆସିଲେ ସେତେବେଳେ ଏହି ଜାଗାରେ ଗୋଟେ ବଡ ବିଶାଳ ନିମ୍ବ ଗଛ ଅଛି ଯାହା ସେହି ସମୟରେ ମଧ୍ୟ ବିଶାଳ ଥିଲା ଏହା ପାଖରେ ବଡ ହୁଙ୍କା ଟେ ମଧ୍ୟ ଥିଲା ଲୋକଙ୍କ ମନରେ ଆସିଲା ଏଠାରେ ଘର କରିବା ଉଚିତ ରହିବ ନାହିଁ ସେହି ସମୟରେ ଆକୁଳି ନନ୍ଦ ପୀଠ ଜଣେ ବାବା ସେହି ଜାଗାରେ ଆସି ପହଞ୍ଚିଲେ ।

Image Courtesy: Google

ସେ ଲୋକଙ୍କୁ ଦେଖି କହିଲେ ଏହି ସମୟ ତମକୁ ଏଠି ଘର କରିବାର ଅଛି କି ତେବେ ଆଜ୍ଞା ମାଗ ଗଛକୁ ସେ କହିଲେ ରାତିରେ ଦୀପ ପ୍ରଜ୍ଵଳିତ କର ଓ ଯଦି ଗଛ ଘୁଞ୍ଚିଲା ତେବେ ଆପଣ ଘର କରି ପାରିବେ ଯଦି ଗଛ ଘୁଞ୍ଚିବ ନାହିଁ ତେବେ ଘର କରିବା ଉଚିତ ନାହିଁ । ତେବେ ଆକୁଳି ପୀଠରୁ ଆସିଥିବା ବାବା ଏହା ମଧ୍ୟ କହିଥିଲେ ଯେ ଏହି ଜାଗା ଦଇବିକ ଜାଗା ଅଟେ କାହିଁକିନା କେତେକ ରୁଷୀୟ ମୁନି ଏହି ଜାଗାରେ ଧ୍ୟାନ କରି ଯାଇଛନ୍ତି ଓ ଏହା ବହୁତ ପବିତ୍ର ଜାଗା ଅଟେ ଏଠାରେ ବିନା ଅଷ୍ଟ ପହରୀ ଘର କେବେ କରିବ ନାହିଁ ।

Image Courtesy: Google

ସେହି ଦିନ ବାବା ଚାଲି ଗଲେ ଓ ଲୋକେ ଦୀପ ଜାଲି ଅପପେକ୍ଷା କଲେ କେହି ବିଶ୍ଵାସ କରିବେ ନାହିଁ କିନ୍ତୁ ସେଠିକା ଲୋକ ନିଜ ଆଖିରେ ଦେଖିବାକୁ ପାଇଲେ ଯେ ଗଛ ୪ ଫୁଟରୁ ୫ ଫୁଟ ନିଜ ଜାଗାରୁ ଘୁନ୍ଚି ଗଲା ଓ ସେଠିକା ଲୋକ ଏହି ଚମତ୍କାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଏହା ପରେ ୨୦୦୦ରେ ସେଠି ଘର କରି ଲୋକେ ରହିଲେ ଓ ଆଜିବି ସେହି ନିମ୍ବ ଗଛ ପୂଜା କରା ଯାଉଛି ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *