ନିଜ ଘରକୁ ବାସ୍ତୁ ଦୋଷରୁ ଦୂରେଇ ରଖିବା ପାଇଁ କରନ୍ତୁ ଏହି କାମ, ଦୋଷ ଦୂର ହେବା ସହ ଘରକୁ ଆସେ ସୁଖ ସମୃଦ୍ଧି

ଜ୍ୟୋତିଷ ଶାସ୍ତ୍ର ମାନ୍ୟତା ଅନୁସାରେ ସବୁ ବ୍ୟକ୍ତିକୁ ତାର ଘର ବନାଇବ ଆଗରୁ ପ୍ରଥମେ ଏହି କଥାକୁ ଧ୍ୟାନ ରଖିବା ଦରକାର, କି ତାଙ୍କ ଘର ବାସ୍ତୁଦୋଷ ମୁକ୍ତ ଅଛି । ଯେଉଁ ଲୋକ ଜ୍ୟୋତିଷ ଶାସ୍ତ୍ର ରେ ବିଶ୍ବାସ ରଖିଥାନ୍ତି ତାଙ୍କ କହିବା କଥାକି ଘରେ ସବୁବେଳେ ବାସ୍ତୁ ନିୟମର ପାଳନ କରିବା ଦରକାର, ଏହାଦ୍ବାରା ଘରେ ସକରାତ୍ମକ ଶକ୍ତି ଆସିଥାଏ ଆଉ ଘର ବାସ୍ତୁ ଦୋଷ ମୁକ୍ତ ହୋଇଥାଏ । କିନ୍ତୁ ଆଜିକାଲି ବହୁତ ଗୁଡ଼ିଏ ଏମିତି ଲୋକ ଅଛନ୍ତି ଯିଏ ନିଜ ଘର ବାନାଇବା ରେ ଏହି କଥାକୁ ଧ୍ୟାନ ଦିଅନ୍ତି ନାହିଁ । ଆଜି ଆମେ ଆପଣକୁ ଆପଣଙ୍କ ଘରୁ ବାସ୍ତୁ ଦୋଷ ଦୁର କରିବା ପାଇଁ କିଛି ବିଶେଷ ନିୟମ ବିଷୟରେ କହିବାକୁ ଯାଉଅଛୁ ଯାହାର ପାଳନ କଲେ ଆପଣ ନିଜ ଘରୁ ବାସ୍ତୁ ଦୋଷ କୁ ଦୁର କରିପାରିବେ ।

ତେବେ ଆସନ୍ତୁ ଜାଣିବା କି କଣ ସେହି ବିଶେଷ ନିୟମ-

କହି ଦେଉଅଛୁ କି ଘରୁ ବାସ୍ତୁ ଦୋଷ କୁ ଦୁର କରିବା ପାଇଁ କମ୍ ରୁ କମ୍ ଗୋଟେ ଠାକୁରଙ୍କ ଛବି ଆପଣଙ୍କ ଘରେ ବା ଅଫିସ୍ ରେ ନିଶ୍ଚୟ ଲଗା ହବା ଦରକାର । କୁହାଯାଏ କି ଏହା ଦ୍ଵାରା ସକରାତ୍ମକ ଶକ୍ତି ଆସିଥାଏ ଆଉ ଘରୁ ସବୁ ଦୁଃଖ କଷ୍ଟରୁ ମୁକ୍ତି ମିଳିଥାଏ । ଘରୁ ବାସ୍ତୁ ଦୋଷ ଦୁର କରିବା ପାଇଁଁ ସବୁବେଳେ ଏହି କଥାର ଧ୍ୟାନ ରଖିବେ କି ଘରର କୌଣସି ବି ଝରକା ବା କବାଟରୁ ଯେମିତି କୌଣସି ଶବ୍ଦ ନ ଆସେ, ଯଦି ଏମିତି ହୁଏ ତ ଏହି ଜିନିଷକୁ ଶୀଘ୍ର ଶୀଘ୍ର ଠିକ୍ କରି ଦିଅନ୍ତୁ କାହିଁକି ନା ଏହା ବାସ୍ତୁ ଦୋଷ ନିୟନ୍ତ୍ରିତ କରିଥାନ୍ତି ।

ଏହା ସହ ଆପଣଙ୍କ ଘରର ବାରଣ୍ଡା ସବୁବେଳେ ସଫା ରଖନ୍ତୁ ଆଉ ଚେଷ୍ଟା କରନ୍ତୁ କି ଏହା ଯେମିତି ସବୁବେଳେ ସଫାସୁତୁରା ରହିବ । ଏହା ବ୍ୟତୀତ ଆଉ ଗୋଟେ କଥା ଯଦି ଘରେ ଗୋମୁତ୍ର ଛିଞ୍ଚିବେ ତ ବିଶେଷ ଶୁଭ ବୋଲି କୁହା ଯାଇଥାଏ, ଆପଣଙ୍କୁ କହି ଦଉଛୁକି ଗୋମୁତ୍ର ର ଜାଗା ରେ ଆପଣ ପୁରା ଘରେ ଗଙ୍ଗା ଜଳ ବି ଛିଞ୍ଚିବେ ତ ଏଥିରେ ବି ଘରର ପବିତ୍ରତା ବନି ରହିବ ଆଉ ଘରେ ଖୁସିର ଆଗମନ ହୁଏ ବାସ୍ତୁ ଦୋଷ ଦୁର ହୋଇଥାଏ ।

ଆଶା କରୁଛୁ ଆମର ଏହି ଟିପ୍ସକୁ ଅପନନୀ ଆପଣ ଘରର ବାସ୍ତୁ ଦୋଷରୁ ମୁକ୍ତି ପାଇ ପାରିବେ । ଏହହିଭଳି ଅନେକ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *