ବଲିଉଡରେ ଏହି ସାନ୍ଦାର ଫିଲ୍ମରେ ହେବ ସୁନୀଲ ସେଠୀଙ୍କ ପୁଅର ଏଣ୍ଟ୍ରି,

ଆକ୍ସନ ହିରୋର ଭୂମିକାରେ ଫିଲ୍ମରେ ନିଜ ପରିଚୟ ବନାଇଥିବା ସୁନୀଲ ସେଠୀଙ୍କୁ କିଏ ନ ଜାଣିଛନ୍ତି । ସେ କିଛି ବର୍ଷ ହେବ ଫିଲ୍ମରୁ ଗାଏବ ଅଛନ୍ତି ଏବଂ ଏବେ ସମୟ ହେଉଛି ତାଙ୍କ ପୁଅ ଅହାନ ସେଠି ଙ୍କ ଫିଲ୍ମରେ ଏଣ୍ଟ୍ରି କରିବା ପାଇଁ । ଆଜି ଆମେ ଆପଣଙ୍କୁ କହିବୁ କି ସୁନୀଲ ସେଠୀଙ୍କ ପୁଅ ଅହାନ କେଉଁ ଫିଲ୍ମ ଦ୍ଵାରା ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଏହା ସମସ୍ତେ ଜାଣିଥିବେ କି କିଛି ଦିନ ପୂର୍ବରୁ ସୁରଜ ପଞଚୋଲି ଙ୍କ ସହିତ ଫିଲ୍ମ ‘ହୀରୋ’ ଦ୍ଵାରା ସୁନୀଲ ସେଠୀଙ୍କ ଝିଅ ଅତିୟା ସେଠି ବି ଡେବ୍ୟୁ କରିଥିଲେ କିନ୍ତୁ ଏହା ପରେ ଅତିୟା ଙ୍କର ଆଉ କିଛି ଫିଲ୍ମ ଦର୍ଶକଙ୍କୁ ଦେଖାଯାଇ ନାହାଁନ୍ତି ।

ଏବେ ସୁନୀଲଙ୍କ ପୁଅ ଅହାନ ଙ୍କ ଠାରୁ ସମସ୍ତଙ୍କର ଉମିଦ ଅଛି କି ସେ ଯେମିତି ତାଙ୍କ ଭଉଣୀ ଭଳି ଫ୍ଲପ ଅଭିନେତା ନହେଇ ଯାଆନ୍ତୁ ।

ସୁନୀଲଙ୍କ ପୁଅ ଅହାନ ଙ୍କୁ ଫିଲ୍ମରେ ଏକ ବଡ ସୁଯୋଗ ଦେବାକୁ ଯାଉଛନ୍ତି ବଲିଉଡର ମଶହୂର ନିର୍ମାତା ସାଜିଦ ନାଡିୟାଡବାଲ । ଖୁସିର କଥା ଏହା କି ଏହି ଫିଲ୍ମର ନିର୍ଦେଶକ ଆଶିକ 2 ର ଡାଇରେକ୍ଟର ମୋହିତ ସୂରୀଙ୍କ ହାତରେ ସମର୍ପଣ କରାଯାଇଛି । ଏହି ଫିଲ୍ମ ପରେ ଦେଖାଯିବ କି ଅହାନ ଙ୍କୁ ଦର୍ଶକ ଙ୍କ କେତେ ଭଲ ପାଇବା ମିଳୁଛି ଏବଂ କେତେ ନୁହେଁ ।

ଅଭିନେତା ସୁନୀଲ ସେଠୀଙ୍କ ପୁଅ ଅହାନ ସେଠୀ ଏକ ଆକଟିଙ୍ଗ କ୍ଳାସ ବି କରୁଛନ୍ତି ଏବଂ ଏହା ସହିତ ଥିଏଟର ରେ ବି ଯୋଡି ହୋଇଛନ୍ତି । କୁହାଯାଇଛି କି ସାଉଥ ର ସବୁଠାରୁ ହିଟ ଫିଲ୍ମ ମଧ୍ୟରୁ ଏକ ‘ଆରେକ୍ସ ୧୦୦’ କୁ ଯଦି ହିନ୍ଦୀରେ ବି ସେହିପରି କରାଯାଏ ତାହେଲେ ଏଥିରୁ ଫିଲ୍ମକୁ ବହୁତ ଫାଇଦା ମିଳିବ ଏବଂ ଉମିଦ କରାଯାଉଛୁଛି କି ଅହାନ ଙ୍କ ଏହି ପ୍ରଥମ ଫିଲ୍ମ ହିଟ ବି ସାବ୍ୟସ୍ତ ହୋଇପାରିବ ।

ଏବେ ଏହାତ ଫିଲ୍ମ ରିଲିଜ ହେବା ପରେ ଜଣା ପଡିବକି ସୁନୀଲ ସେଠୀଙ୍କ ପୁଅ ଅହାନ ବାସ୍ତବରେ ନିଜ ପିତାଙ୍କ ଭଳି ବଲିଉଡରେ ଏକ ପରିଚୟ ବନାଉଛନ୍ତି ନା ନିଜ ଭଉଣୀ ଙ୍କ ଭଳି ଫ୍ଲପ ହେଇଯାଉଛନ୍ତି । ଏହା ତ ଫିଲ୍ମ ରିଲିଜ ହେବା ପରେ ଜଣାପଡିବ । ତେବେ ତାଙ୍କର ଏହି ନୂଆ ଫିଲ୍ମର ନାଁ ‘ତଡପ’ ଅଟେ ଯାହା ୯ ଏପ୍ରିଲ ୨୦୨୦ ରେ ରିଲିଜ ହେବାର ଥିଲା କିନ୍ତୁ ବର୍ତ୍ତମାନ ଏହା କେବେ ରିଲିଜ ହେବ ତାହା ଜଣା ନହିଁ ।

Leave a Reply

Your email address will not be published. Required fields are marked *