ଆପଣମାନେ ଦେଖିଥିବେ ସବୁ ଷ୍ଟାର ନିଜର ବ୍ୟସ୍ତ ପୂର୍ଣ ଜୀବନ ମଧ୍ୟରେ ଯେତେବେଳେ ବି ଅଳ୍ପ ସମୟ ମିଳେ ତେବେ ସେମାନେ ଦେଶ ବାହାରକୁ କିମ୍ବା ଦେଶ ଭିତରେ ବୁଲିବାକୁ ବାହାରି ଯାଆନ୍ତି । ଯାହାର କି ସୂଚନା ସେମାନେ ନିଜେ ହିଁ ଦେଇଥାନ୍ତି । ସେହି ସ୍ଥାନର କିଛି ଫଟୋ ବି ସୋ-ସି-ଆ-ଲ ମି-ଡି-ଆରେ ଶେୟାର କରନ୍ତି ।
ଯାହାକି ଭା-ଇ-ରା-ଲ ମଧ୍ୟ ହୋଇଥାଏ । ଷ୍ଟାରମାନେ ପ୍ରାୟତଃ ନିଜର ଶୁ-ଟି-ଙ୍ଗ ମଧ୍ୟରେ ବ୍ୟସ୍ତ ଥାନ୍ତି । ନିଜର ଟେନସନକୁ ହଲକା କରିବା ପାଇଁ ଓ ନିଜ ପରିବାର ସହ ସମୟ ବିତାଇବା ପାଇଁ ସେମାନେ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଆନ୍ତି । କିଛି ଏହିଭଳି କରୁଥିବାର ନଜର ଆସିଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଓ ଚର୍ଚିତ ଅଭିନେତ୍ରୀ ଅର୍ଚିତା ସାହୁ ।
ସେ ପୁରୀ ସମୁଦ୍ରରେ ବୁଲୁଥିବାର ଏକ ଭି-ଡି-ଓ କରି ସୋ-ସି-ଆ-ଲ ମି-ଡି-ଆରେ ଶେୟାର କରିଥିଲେ । ଯାହାକି ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି । ଅର୍ଚିତା ସାହୁ କିଛି ଦିନ ତଳେ ହିଁ ସବ୍ୟସାଚୀଙ୍କୁ ବିବାହ କରିଥିଲେ । ଏହା ସହ ଲ-କ-ଡା-ଉ-ନ କାରଣରୁ ସମସ୍ତ ପ୍ରକାରର ଫିଲ୍ମ ଓ ସିରିଏଲର ଶୁ-ଟି-ଙ୍ଗକୁ ବନ୍ଦ କରି ଦିଆ ଯାଇଛି । ଅର୍ଚିତା ସାହୁ ନିଜ ସ୍ଵାମୀ ସବ୍ୟସାଚୀଙ୍କ ସହ ଟାଇମ ସ୍ପେନ୍ଡ କରୁଛନ୍ତି ।
ଯାହାର ବି କିଛି ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହୋଇଥିଲା । ପୁଣି ଥରେ ଅର୍ଚିତା ସାହୁଙ୍କ ଏକ ଭି-ଡି-ଓ ସାମ୍ନାକୁ ଆସିଛି । ଅର୍ଚିତା ସାହୁ ପୁରୀ ବୁଲିବାକୁ ଯାଇଥିଲେ ଓ ପୁରୀର ସମୁଦ୍ର କୁଳରେ ଛିଡା ହୋଇ ସେ ଏହି ବିଡିଓ ତିଆରି କରୁଛନ୍ତି ।
ଆପଣ ବି ଦେଖି ପାରିବେ କି ସେ ଏହି ଭି-ଡି-ଓରେ କେମିତି ମସ୍ତି କରୁଛନ୍ତି । ଏତିକି ନୁହେଁ ସେ ଭି-ଡି-ଓରେ ନିଜର ଫ୍ୟାନମାନଙ୍କୁ ପୁରୀ ବିଷୟରେ ଓ ସେ ଏଠି କେତେ ମସ୍ତି କରୁଛନ୍ତି ସେହି ବିଷୟରେ ବି କହୁଛନ୍ତି ।
ଅର୍ଚିତା ସାହୁ କହିଲେ କି ଓଡିଶାରେ ଯଦି ବୁଲିବା ପାଇଁ ସବୁଠୁ ଭଲ ସ୍ଥାନ ଅଛି ତେବେ ତାହା ହେଉଛି ପୁରୀ ସମୁଦ୍ର । ମୁଁ ଅନ୍ୟ ବହୁତ ବିଚ ବୁଲିଛି କିନ୍ତୁ ପୁରୀ ସମୁଦ୍ର ଭଳି ବିଛ ଆଉ କେଉଁଠି ବି ଦେଖି ନାହିଁ । ଯେମିତି କି ଆପଣ ସମସ୍ତେ ଦେଖି ପାରିବେ କି ଅର୍ଚିତା ସାହୁ ପୁରୀ ସମୁଦ୍ରରେ ମସ୍ତି କରିବା ସହ ବାଲିରେ ଘର ତିଆରି କରିବାକୁ ବି ଚେଷ୍ଟା କରୁଛନ୍ତି ।
କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଏହି ଭି-ଡି-ଓରେ କେବଳ ଅର୍ଚିତା ହିଁ ନଜର ଆସୁଛନ୍ତି । ନା ହିଁ ତାଙ୍କର କୌଣସି ପରିବାରର ସଦସ୍ୟ ଓ ନା ହିଁ ତାଙ୍କ ସ୍ଵାମୀ ସବ୍ୟସାଚୀ ଏହି ଭି-ଡି-ଓରେ ନଜର ଆସୁଛନ୍ତି । ଏହା ସହ ତାଙ୍କ ଆଖପାଖରେ ବି କେହି ନାହାନ୍ତି ।