ଆରମ୍ଭ ହେଲା 2023, ଆସୁଛି ଅଚିହ୍ନା ଜ୍ୱର ! ମାଳିକା ଦେଲା ସଂକେତ… Malika Bhabisyabani

ବନ୍ଧୁଗଣ ମାଳିକା ରେ ଦୀର୍ଘ ୬୦୦ ବର୍ଷ ତଳେ ମହାପୁରୁଷ ଅଚ୍ୟୁତାନନ୍ଦ ଯାହା ସବୁ ଲେଖି ଯାଇଛନ୍ତି ତାହା ଏବେ ଗୋଟି ଗୋଟି କରି ସତ୍ୟ ପ୍ରମାଣିତ ହେବାରେ ଲାଗିଛି । ଦୀର୍ଘ ଦିନ ଧରି ୨୦୨୨ ରେ ଯୁଦ୍ଧ ଲାଗି ରହିବ ଏ କଥା ମାଳିକା ରେ ଲେଖା ଥିଲା ଯାହା ସତ୍ୟ ପ୍ରମାଣିତ ହୋଇଛି । ଆହୁରି ଅନେକ ଘଟନା ଦୁର୍ଘଟଣା ମଧ୍ୟ ଘଟି ସାରିଛି ୨୦୨୨ ବର୍ଷ ରେ ଯାହା ମାଳିକା ରେ ଲେଖା ଯାଇଛି । ଯେମିତି କି କୋରୋନା ମହାମାରୀ ଆସିବ ଆଉ ଲକ୍ଷ ଲକ୍ଷ ଲୋକଙ୍କର ପ୍ରାଣ ହାନି ହେବ ଯାହା ସତ୍ୟ ପ୍ରମାଣିତ ହୋଇଛି ।

ଏବେ ଆସୁଛି ୨୦୨୩ ନୂଆ ବର୍ଷ । ଆଉ ମାତ୍ର କିଛି ଦିନ ପରେ ୨୦୨୨ ବର୍ଷ ଶେଷ ହୋଇ ଆରମ୍ଭ ହେବ ୨୦୨୩ ନବ ବର୍ଷ । ସମସ୍ତଙ୍କର ଇଚ୍ଛା ରହିଛି ୨୦୨୩ ବର୍ଷ କିପରି ରହିବ । ଏ ନେଇ ଦୀର୍ଘ ୬୦୦ ବର୍ଷ ତଳେ ମହାପୁରୁଷ ଅଚ୍ୟୁତାନନ୍ଦ କଣ ଲେଖି ଯାଇଛନ୍ତି ତାହା ଆମେ ଆଲୋଚନା କରିବାକୁ ଯାଉଛୁ । ମଣିଷ ୨୦୨୩ ବର୍ଷରେ କଣ ଭୋଗିବ କଣ ସହ ଘଟଣା ଘଟିବ ତାହା ମାଳିକା ରେ ଲେଖ ଯାଇଛି । ଆଗକୁ ଆସୁଛି ଏପରି ଏକ ଜ୍ଵର ଯାହାର ନିବାରଣ ଡାକ୍ତର ଙ୍କ ପାଖରେ ନ ଥିବ ୨୦୨୩ ବର୍ଷ ରେ ।

ମହାପୁରୁଷ କହିଛନ୍ତି ଏହି ଅଜଣା ଜ୍ଵର ରେ ଅନେକ ଲୋକ ମୃତ୍ୟୁବରଣ କରିବେ ୨୦୨୩ ରେ ଯାହାକୁ ଡାକ୍ତର ବି ଚିହ୍ନଟ କରି ପାରିବେ ନାହି । ଆଉ ପୁନଶ୍ଚ ମହାପୁରୁଷ କହୁଛନ୍ତି ଏହି ଜ୍ଵର ର ନିବାରଣ କାହା ପାଖରେ ନ ଥିବ ଆଉ ମାସ ମାସ ଧରି ଜ୍ଵର ଲାଗି ରହିବ । ଆଉ ଜ୍ଵର ରେ ଅନେକ ଲୋକଙ୍କର ଜୀବନ ହାନି ହେବ । କୂଢ କୂଢ ଶବ ଦେଖାଯିବା ଘରେ ଘରେ । ମହାପୁରୁଷ କହୁଛନ୍ତି ଅଚିହ୍ନା ଜ୍ଵର ହେବା ସହ ବଇଦ ମାନଙ୍କର ବୁଦ୍ଧି ବଣା ହେବ । ଆକାଳେ ଲୋକ ମାନଙ୍କର ଜୀବନ ଚାଲିଯିବ ୨୦୨୩ ବର୍ଷ ରେ ।

ତେଣୁ କରି ବେଳ ଥାଉ ଥାଉ ସାବଧାନ ରହିବା ଉଚିତ । କାରଣ ପୂର୍ବ ରୁ ଅନେକ କିଛି ଘଟନା ଘଟି ସାରିଛି ଯାହାର ପ୍ରମାଣ ମାଳିକା ରେ ଦୀର୍ଘ ୬୦୦ ବେଶ ପୂର୍ବର ରୁ ଲେଖା ଯାଇଛି । କଳିଯୁଗରେ ଭଲ ଲୋକ ମିଳିବା କଷ୍ଟକର ହୋଇ ଗଲାଣି । କାରଣ କଳିଯୁଗର ଶେଷ ସମୟ ଆସି ଗଲାଣି । କଳିଯୁଗର ଶେଷରେ ଏହି ସବୁ ଘଟଣା ମାନ ଦୃଶ୍ୟ ହେବ ଯାହା ମାଳିକା ରେ ମହାପୁରୁଷ ଲେଖି ଯାଇଛନ୍ତି ।

ଏଭଳି ଅଜଣା ଜ୍ଵର ହେବ ଯାହା ସାଧାରଣ ଜ୍ଵର ଠାରୁ ବହୁତ ଭୟଙ୍କର ରହିବ ଯାହାର କୌଣସି ନିବାରଣ କାହା ପାଖରେ ନ ଥିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *