ଅରଖ ଗଛର ଫାଇଦା ଜାଣି ହୋଇଯିବେ ଆଶ୍ଚର୍ଯ୍ୟ, ଯାହା ଚାହିଁବେ ତାହା ପାଇବେ… ବାସ କରନ୍ତୁ ଏହି ଉପାୟ

ଆମ ଆଖ ପାଖରେ ଅନେକ ଗଛ ମାନ ଅଛି । ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି କିଛି ଗଛ ଆମ ପାଖରେ ରହିବା ଭଲ ହୋଇ ନଥାଏ । ମାତ୍ର ଆମେ ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମ ଜୀବନର ସମସ୍ଯା ଖୁବ ଜଲ୍ଦି ସରିଯିବ । ଆଜି ଆମେ କହିବା କି ଅରକ୍ଷ ଗଛ ଯାହା ମହାଦେବ ଙ୍କ ପାଇଁ ଲାଗି ହୋଇଥାଏ । ମହାଦେବ ଙ୍କ ଅତି ପ୍ରିୟ ଅଟେ ଏହା । ଏହି ଗଛ ଯଦି ଆମ ପାଇଁ ଭଲ ସେହି ସମୟରେ ଯେଉଁ ସମୟରେ ଏହା ଆମ ପାଖରେ ମନକୁ ମନ ଅଛି ।

ତେବେ ଏହା ଆମ ପାଇଁ ଭଲ ଥାଏ । ଆମେ ଯଦି ଦେଖିବା ପାଇଁ ଯିବା ତ ଏହାକୁ ଆମେ ନିଜେ ଲଗାଇବା ଭଲ ହୋଇ ନଥାଏ । କାରଣ ଏହା ଦ୍ଵାରା ତନ୍ତ୍ର ବିଦ୍ୟା ମଧ୍ୟ ହୋଇଥାଏ । ଏହାକୁ ଆମେ ପୂର୍ବ ଦିଗରେ ଲଗାଇବା ଭଲ ହୋଇଥାଏ ।

ଏହା କୁ ବ୍ୟବହାର କରିକି ଆମେ କେବଳ ସେହି ସମୟରେ ତନ୍ତ୍ର ବିଦ୍ୟା କରିଥାଉ ଯେଉଁ ସମୟ ରେ ଆମ ପାଇଁ କେହି ଆମ କଥା ଶୁଣୁ ନଥିବେ ଓ ଆମେ ଏହାକୁ ଆମେ ବ୍ୟବହାର କରିବା ନିହାତି ଭାବେ ଦରକାର ଅଟେ ।

କିନ୍ତୁ କାହାକୁ କଷ୍ଟ ଦେବା ପାଇଁ ଏହାକୁ ବ୍ୟବହାର କରିବା ଠିକ କଥା ନୁହେଁ । ଏହାକୁ ଆମେ ତନ୍ତ୍ର ବିଦ୍ୟାର ତନ୍ତ୍ର ବଶି କାରଣ । ଆପଣ ଏହାକୁ କରିବା ବେଳେ କେହି ଯେମିତି ଆପଣଙ୍କୁ ନ ଦେଖନ୍ତୁ ଏହାର ଧ୍ୟାନ ରଖିବେ ଆପଣ ।

ଆପଣ ଏହାକୁ କରିବା ଦିନ ସୋମବାର ଦିନ ହୋଇଥିବା ଭଲ । ଏହି ଦିନ ଆପଣ ମନ୍ଦିର ଯାଇକି ଭଗବାନ ଙ୍କୁ ପୂଜା କରିବେ କି ଓ କହିବେ କି ହେ ଭଗବାନ ମୁ ଆଜି କିଛି ତନ୍ତ୍ର ବିଦ୍ୟା କରିବା ପାଇଁ ଯାଉଛି ଏହା ପରେ ଆପଣ ଘର ଠାରୁ ଟିକେ ଦୂରେଇକି ଯାଇକି ।

ଏକ ଅରଖ ଗଛ ପାଖେ ଯାଇକି ସେହି ଜାଗାରେ ଏକ ନୋଟା ପାଣି ଆଣିକି ଏହାକୁ ତାର ମୂଳରେ ଛାଡିବେ । ଏହା ପରେ ଆପଣ କଞ୍ଚା ହଳଦୀ କୁ ଘୋରିକି ଡାହାଣ ପଟ ପତ୍ର ରେ ନିଜ ନାମ ଲେଖିବେ ଓ ବାମ ପତ୍ର ରେ ଆପଣ ଯାହା କୁ ବଶୀକରଣ କରିବା ପାଇଁ ଚାହୁଁ ଛନ୍ତି ତାର ନାମ ଲେଖିବେ ।

ଏହାକୁ ଏକ ନାଲି କାନାରେ ବାନ୍ଧି ଦେବେ ଓ ମୁଣ୍ଡିଆ ମାରିକି କହିବେ କି ମୁ ଯାହା କରୁଛି ଏହା ସଫଳ ହେଉ । ଏହା ପରେ ଆପଣ ସେହି ଜାଗାରୁ ଆସିଯିବେ କିନ୍ତୁ ଆପଣ ଆଉ କେବେଭି ଆଉ ପଛକୁ ବୁଲିକି ଅନେଇବେ ନି । କିମ୍ବା ଆପଣ ସେହି ଜାଗାକୁ ଆଉ ଜୀବେନି ତେଣୁ ଏହାକୁ ଆପଣ ଘର ଠାରୁ ଦୂରେଇକି କରିବା ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *