କାଉ ଘରକୁ ଆସିଲେ ମିଳିଥାଏ ଏହି ଶୁଭ ଓ ଅଶୁଭ ସଂକେତ ? Sri Krishna

ବନ୍ଧୁଗଣ ଭଗବାନ କୃଷ୍ଣ ବାଲ୍ୟ ବେଳେ କାକସୁର ର ବଦ୍ଧ କରିଥିଲେ । କାକାସୁର କାଉ ରୂପକ ଦାନବ ଥିଲା ଯିଏ ଭଗବାନ କୃଷ୍ଣଙ୍କୁ ମାରିବା ପାଇଁ ଆସିଥିଲା । ହିନ୍ଦୁ ଧର୍ମରେ କାଉ ସହ ଜଡିତ ଅନେକ ପ୍ରଥା ପ୍ରଚିତ ରହିଛି । କାଉ ଶନିଦେବଙ୍କ ବାହନ ମାନା ଯାଇଛି । କାଉ ଏମିତି ଏକ ପକ୍ଷୀ ଯାହା ପୁରା ଦୁନିଆରେ ସବୁଆଡେ ଦେଖା ଯାଇଥାଏ । କାଉ ସବୁ ପକ୍ଷୀଙ୍କ ମଧ୍ୟରେ ବୁଦ୍ଧିମାନ ଅଟେ । ତ୍ରେତୟା ଯୁଗରେ କାଉ ରାମାୟଣ ଲେଖିଥିଲା ତାଙ୍କୁ କାଭୂଷଣୀ ନାମରେ ଜଣାଯାଏ । ଆଜି ଆମେ ଆପଣଙ୍କୁ କାଉ ଦ୍ଵାରା କେଉଁ ସଂକେତ ମିଳିବା ଦ୍ଵାରା ଧନ ଲାଭର ସଂକେତ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ପ୍ରାଚୀନ କାଳରେ କାଉ ଧଳା ରଙ୍ଗର ଦେଖିବାକୁ ମିଳୁଥିଲା କିନ୍ତୁ ଜଣେ ରୁଷିଙ୍କ ଅଭିଶାପ କାଉ କଳା ରଙ୍ଗର ହୋଇଗଲା । ମାନାଯାଏ କି କାଉ ମୃତ ବ୍ୟକ୍ତିଙ୍କ ସମ୍ପର୍କର ମାଧ୍ୟମର କାମ କରିଥାଏ । ମୃତ ବ୍ୟକ୍ତି କାଉ ମାଧ୍ୟମରେ ନିଜର ପ୍ରିୟଜନଙ୍କୁ ଦେଖିବା ପାଇଁ ଆସିଥାନ୍ତି । ଏହା ସହ ଶକୁନ ଶାସ୍ତ୍ର ଅନୁଯାୟୀ ଆଉ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ବିଷୟରେ ପୂର୍ବନୁମାନ କରିଥାଏ । କାଉ ଭଲ ଓ ଖାରାଓ ଲୋକଙ୍କୁ ଜାଣିପାରେ । ଭଗବାନ କୃଷ୍ଣଙ୍କ ମତରେ ସେହି ସଂକେତ ଗୁଡିକ ହେଉଛି-

୧- ଯଦି କାଉ କାହା ଘରକୁ ଆସି ରାତିରେ ଜାଗୃତ ରହିଥାଏ ତେବେ ମାନାଯାଏ ସେହି ଘରେ ସଙ୍କଟ ଆସିବାକୁ ଯାଉଛି । ଯଦି କାଉ ରକ୍ତାକ୍ତ ହୋଇ ଘରର କବାଟ ପାଖକୁ ଆସି କାନ୍ଦିଥାଏ ତେବେ ସେହି ଘରେ ବାଳକଙ୍କର ଅନିଷ୍ଟ ହୋଇଥାଏ ।

୨- ଯଦି କାଉ ପାଣିରେ ବୁଡି ସ୍ନାନ କରିବା ସହ କର୍କଶ ସ୍ଵର କରିଥାଏ ତେବେ ବାଦାହ ସୃଷ୍ଟି ହେବାର ସୂଚନା ମିଳିଥାଏ । କାଉ ମାନଙ୍କୁ ସଂଭୋଗ କରିବାର ଦେଖିଲେ କଠିନ ହୋଇଥାଏ । ଏମିତି ହେଲେ ଭୟଙ୍କର ଧନ ହାନି ହେବା ସହ ବ୍ୟକ୍ତି ସମାଜରେ ମାନ ସମାନ ହାନି ହୋଇଥାଏ ।

୩- କାଉ ଶରୀର ଉପରେ ଆସି ବସିବା ମଧ୍ୟ ଅଶୁଭ ହୋଇଥାଏ । କାଉ କୌଣସି ବ୍ଯକ୍ତିର ମୁଣ୍ଡ ରେ ବସିଲେ ଧନ ନାସ ହୋଇଥାଏ । ଯଦି କାଉ କୌଣସି ବ୍ଯକ୍ତିର ଡାହାଣ କାନ୍ଧ ରେ ବସିଥାଏ ରୋଗରେ ମୃତ୍ୟୁ ହୋଇଥାଏ ।

୪- କାଉ ଘରର ବାରଣ୍ଡାରେ ବସି କହୁଥିବାର ଦେଖିଲେ ସୁନ୍ଦର ସ୍ତ୍ରୀ ମିଳିଥାଏ । କାଉ ଘୋଡା ବା ଗଧ ପିଠିରେ ବସିବାର ଦେଖିଲେ ଧନ ଲାଭ ହୋଇଥାଏ ।

୫- ସୂର୍ଯ୍ୟ ଉଦୟ ସମୟରେ କାଉ ଘର ବସି କହୁଥିବାର ଦେଖାଜରେ ବ୍ୟକ୍ତିକୁ ଧନ, ମାନ ସମାନ ପ୍ରାପ୍ତି ହୋଇଥାଏ । କାଉ ଘରକୁ ଆସି ଜଳପାନ କରିଲେ ଶୁଭ ଖବର ମିଳିବାର ସୂଚନା ମିଳିଥାଏ ।

୬- ଯଦି କାଉ ଘରର ଆଙ୍ଗନରେ ହଳଦିଆ ରଙ୍ଗର ବସ୍ତୁ ପକାଇ ଚାଲିଯାଏ ଧନ ଲାଭ ହୋଇଥାଏ । ଗର୍ଭବତୀ ସ୍ତ୍ରୀ କାଉକୁ ପାଣି ମାଠିଆ ଉପରେ ବସି କାନ୍ଦୁ ଥିବାର ଦେଖିଲେ ସୁନ୍ଦର ପୁତ୍ର ପ୍ରାପ୍ତି ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *