ମାଳିକାରୁ ମିଳିଲା ପ୍ରମାଣ, 2023 ରେ ଯିବ ଆଉ ଦୁଇଟି ମୁଣ୍ଡ ! ସବୁ ଖୋଲି କହିଦେଲେ ବାବା… ଦେଖନ୍ତୁ Video

ବନ୍ଧୁଗଣ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ କୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ନବ ଦାସ ଙ୍କୁ ହ-ତ୍ୟା କୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଛନ୍ତିଛି । ନବ ଦାସ ଜଣେ ବରିଷ୍ଠ ମନ୍ତ୍ରୀ ଏବଂ ପ୍ରଭାବଶାଳୀ ବ୍ୟକ୍ତି ଥିଲେ । ତାଙ୍କ ପାଖରେ ଟଙ୍କାର କୌଣସି ଅଭାବ ନ ଥିଲା ଆଉ ସମସ୍ତ ଜନସାଧାରଣ ତାଙ୍କୁ ସମର୍ଥନ କରୁଥିଲେ ।

ତେବେ ଏହି ଘଟଣା ଘଟିବା ପରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ କ୍ରା-ଇ-ମ ବ୍ରାଞ୍ଚ 7 ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା କରୁଛି । ଆଉ ଏହାରି ମଧ୍ୟରେ ଜଣେ ବାବାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ  ବାବା ଜଣକ ଯାହା ସବୁ କହିଛନ୍ତି ତାହା ଯିଏ କେହି ବି ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ଏହି ବାବା ଜଣକ କହିଛନ୍ତି “ମୋ ନାମ ହେଉଛି ବାବା ଅଧୁତ ଦାସ ମହାରାଜା ନାମରେ ମୁଁ ପରିଚିତ । ବିଶେଷ କରି ନାଗା ସଂପ୍ରଦାୟରୁ ମୁଁ ଆସିଛି । ଗିରି ପରିବାର ଭିତରେ ମୁଁ ବଳରାମ ଗିରି ନାମରେ ପରିଚିତ । ସାରା ଓଡିଶାରେ ଓ ଭାରତରେ ଏ ଅଧମ ବାବାଙ୍କୁ ସମସ୍ତେ ଛୁଆ ବାବା ଙ୍କ ନାମରେ ଜାଣନ୍ତି । ମୁଁ ଓଡିଶାର ଅନେକ ଆଶ୍ରମ ଯାଇଛି । ମୁଁ କେଉଁ ମସିହାରେ କଣ ଘଟିବ ତାହା କହିପାରେ ।

ମୁଁ ଆଗରୁ ମଧ୍ୟ 2023 ମସିହା କଥା କହିଥିଲି । ମୁଁ କହିଥିଲି ତିନୋଟି ମୁଣ୍ଡ ଯିବ ତେବେ ବର୍ଷ ଆରମ୍ଭରୁ ଗୋଟେ ମୁଣ୍ଡ ଗଲାଣି ଏହା ପ୍ରମାଣ ଦେଇ ସାରିଲାଣି । ଆଉ ଦୁଇଟି ମୁଣ୍ଡ ଯିବ ଅପେକ୍ଷା କରନ୍ତୁ କେଉଁ କେଉଁ ମୁଣ୍ଡ ଯାଉଛି । ଏଇଟା ହେଉଛି ମୁଖ୍ୟ ବିଷୟ । ଦ୍ଵିତୀୟଟି ହେଉଛି ଧନ, ଜନ ଆଉ ଜୀବନ ଉପରେ ହାନି । ରାଜନୀତି ଉପରେ କଳହ ବି-ଦ୍ରୋ-ହ ଏବଂ ଆସ୍ଥାନ ଥରହର । ଏସବୁ ଜିନିଷ 2023 ମସିହା ପାଇଁ ଅଛି ।

ଯୁଦ୍ଧର ଆଶଙ୍କା ଏବଂ ଏଭଳି ଅନେକ କିଛି ଦୁର୍ବିପାକରୁ ରକ୍ଷା ପାଇବା ପାଇଁ ସନ୍ଥ ସମାଜ ମାନଙ୍କର ଆଶ୍ରୟ ନେବା ହେଉଛି ନିତ୍ୟାନ୍ତ ଜରୁରୀ । ଓଡିଶା ଏବେ ଖଣ୍ଡ ପ୍ରଳୟର ଅଧିନସ୍ଥ, ଖଣ୍ଡ ପ୍ରଳୟ ହେବାରୁ ବର୍ତ୍ତୀ ଯାଇଛି । ଆମର ଧାନ ଫସଲର ଅନ୍ତିମ ସମୟରେ ହେବା ପାଇଁ ଲେଖା ଥିଲା ମାଳିକାରେ ଆଶଙ୍କା ମଧ୍ୟ ଥିଲା ଯାହା ଟିଭି ପ୍ରମାଣ ମଧ୍ୟ ଦେଇଥିଲା । କିନ୍ତୁ ମହାପ୍ରଭୁ ଘଣ୍ଟ ଘଉଡାଇବାରୁ ତାହା ବଞ୍ଚି ଯାଇଛି ।

ଏ ବର୍ଷ ହୁଏତ ଭଗବାନଙ୍କ ଦୟାରୁ ଶେଷ ଧାନ ହେଉ ନାହି” । ତା ହେଲେ ଏଭଳି କିଛି କହି ବାବା ନିଜର ବୟାନ ଦେଇଛନ୍ତି ଯାହାକୁ ନେଇଏ ଏବେ ଚର୍ଚ୍ଚା ଜୋର ଧରିଛି ।  ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *