‘ଅର୍ଚ୍ଚନାଠୁ ତ ଭଲ ମାଳି ସାହି ଝିଅ, ସେମାନେ ଯାହା କରୁଛନ୍ତି ନିଜ ପେଟ ପାଇଁ ବାଧ୍ୟ ହୋଇ କିନ୍ତୁ ଅର୍ଚ୍ଚନା…’ Archana ମାମଲାରେ କିଛି ଏମିତି କହିଲେ Diptirekha

ଦର୍ଶକ ବନ୍ଧୁ ଏବେ ସାରା ଓଡିଶାରେ ଅର୍ଚ୍ଚନା ନାଗଙ୍କ ଚର୍ଚ୍ଚା ଜୋର ଧରିଛି । କାରଣ ଗୋଟେ ଝିଅ ବଡ ବଡିଆ ଲୋକଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ମାତ୍ର ୪ ବର୍ଷରେ କୋଟି କୋଟି ଟଙ୍କାର ମାଲିକିଆଣୀ କେମିତି ହେଲା ତାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି । ତେବେ ଅର୍ଚ୍ଚନା ଙ୍କ କାଳ କାରନାମା ଏବେ ସାରା ରାଜ୍ୟରେ ପ୍ରଘଟ ହୋଇ ସାରିଛି । ତେବେ ଅର୍ଚ୍ଚନାଙ୍କୁ ପୋଲିସ ଗିରଫ କରିଛି ଆଉ ଏହି ମାମଲାର ତଦନ୍ତ ଚାଲିଛି । ଆଉ ଏହାରି ମଧ୍ୟରେ ଦିପ୍ତିରେଖା ଏହି ମାମଲାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ଦୀପ୍ତି କହିଛନ୍ତି ଯେଉଁ ମାନେ ମାଳିସାହିରେ ଏ ବ୍ୟବସାୟ କରିଛନ୍ତି ସେମାନଙ୍କର ଗୋଟେ ନିୟମ ଅଛି ଯେଉଁ ସବୁ ଗ୍ରାହକ ସେମାନଙ୍କ ପାଖକୁ ଯାଇଥାନ୍ତି ସେମାନେ ତାଙ୍କ ପ୍ରାଇଭେଟ ପାର୍ଟ ସେୟାର କରନ୍ତି ନାହିଁ । ମା ଦୂର୍ଗା ପୂଜାରେ ଦୂର୍ଗାଙ୍କ ପାଇଁ ମାଟି ସେହି ଜାଗାରୁ ପ୍ରଥମେ ଆସେ । ସେଇଟା ହେଉଛି ତାଙ୍କର ଜୀବିକା ମୋ ମତରେ ସେମାନେ ତ ଆମ ଠାରୁ ବହୁତ ଗୁଣରେ ଭଲ । ବହୁତ ଜାଗାରେ ଆମର ମ୍ୟାନେଜ ହେଇଯାଉଛି ବହୁତ ଜାଗାରେ ରେପ କେସ କମି ଯାଉଛି କେବଳ ମାଳିସାହି ବା ସେହି ଲୋକ ମାନଙ୍କ ପାଇଁ ।

କିନ୍ତୁ ବର୍ତ୍ତମାନ ଆମ ସମାଜରେ ଯେଉଁ ସବୁ ମହିଳା ମାନେ ଅଛନ୍ତି ନିଜ ସ୍ଵାମୀ ମାନଙ୍କ ସହ ଏସବୁ କରୁଛନ୍ତି ଯେଉଁ ଭଳି ଅର୍ଚ୍ଚନା ନାଗ ଆଉ ତାଙ୍କ ସ୍ଵାମୀ ମିଶିକି କରୁଥିଲେ । ସେମାନେ ବାହାର ଝିଅ ମାନଙ୍କୁ ଆଣି ପୁଅ ମାନଙ୍କୁ ଫସାଉ ଥିଲେ ବ୍ଳାକମେଲ କରି ପ୍ରାଇଭେଟ ଜିନିଷକୁ ଲୋକଲୋଚକୁ ଆଣି ଧକାଉଥିଲେ ଆଉ ଏଇଟା ହେଉଛି ତାଙ୍କର ସବୁଠାରୁ ବଡ କ୍ରାଇମ । ଯାହା ବି ହେଇଯାଉ ତାଙ୍କୁ ବଡ ଦଣ୍ଡ ମିଳିବା ଦରକାର । ଏମିତି କେସ ପୂର୍ବରୁ ଚାଲୁଅଛି କିନ୍ତୁ ୮-୧୦ ଦିନ ପରେ ବନ୍ଦ ହୋଇଯାଉଛି ।

ଆଜି ଏଟା ସାମନାକୁ ଆସିଲା କାରଣ କୋଟି କୋଟି ଟଙ୍କା ଲୁଟ କରିବା ପରେ ବି ଅର୍ଚ୍ଚନା ଆହୁରି ଡିମାଣ୍ଡ କରୁଥିଲା । ଏମାନେ ମେନ୍ତାଲୀ ଟର୍ଚର କରୁଛନ୍ତି ଯାହା ଆଜିକାଲିର ଝିଅମାନେ କରୁଛନ୍ତି । ଏଥିରେ ପୁଅଙ୍କର ଦୋଷ ଅଛି କିନ୍ତୁ ଜରିଆ କରିଥିଲା ଲୋକଙ୍କୁ ପଇସା ଲୁଟ କରିବାକୁ । ଏଟା କ୍ୟାମେରାରେ ରେକର୍ଡ କରିବା ହେଉଛି ସବୁଠାରୁ ବଡ କ୍ରାଇମ । ଏଥିରେ ବଡ ବଡ ଲୋକଙ୍କର ହାତ ଅଛି ତେଣୁ ସେମାନେ ଚାହିବେ ନାହି କେବେ ବଦନାମ ହେବେ ସେଥିପାଇଁ ସେମାନେ ଜାଲରେ ଫସିଗଲେ ।

ଆଉ ଲୋକ ମାନଙ୍କୁ ଶିକ୍ଷା ମିଳିବା ଦରକାର ଯେ ଏ ସବୁ କାମ କରି ଯେଉଁ ମାନେ ଟଙ୍କା ରୋଜଗାର କରୁଛନ୍ତି ସେମାନେ ଯେମିତି ଆଉ କେବେ କରି ପାରିବେ ନାହିଁ । ଏହି ମାମଲାରେ ସିବିଆଇ ଓ ED ସାମିଲ ହେଲେ ତାଙ୍କ ଉପରେ ପ୍ରେସର ଆସିବ ନାହି । ତା ହେଲେ ଦର୍ଶକ ବନ୍ଧୁ ଦୀପ୍ତିରେଖାଙ୍କ ବୟାନକୁ ନେଇ ମତାମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *