“ପୁରୀରେ ତ ଅଠର ନଳା, କିନ୍ତୁ ଏଠି କେତେ ନଳା..କେତେ ନେତା ମନ୍ତ୍ରୀଙ୍କୁ ସେ…” ଦେଖନ୍ତୁ କେଏନ କହିଲେ Sura ଭାଇ

ଦର୍ଶକ ବନ୍ଧୁ ଏବେ ଅର୍ଚ୍ଚନା ନାଗଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ଏମିତି ଜେଣ ମହିଳା ଯିଏ କି ପ୍ରଥମେ ବଡ ବଡ ନେତାଙ୍କୁ ନିଜ ପ୍ରେମ ଜାଲ ରେ ଫସାଉଥିଲେ ଆଉ ତା ପରେ ଶାରୀରିକ ସମ୍ପର୍କ ରଖୁଥିଲେ । ଆଉ ପରେ ନିଜର ଅସଲ ରୂପ ଦେଖାଇ ବ୍ଲାକ ମେଲିଙ୍ଗ କରି ଟଙ୍କା ଲୁଟ କରୁଥିଲେ । ଏବେ ଅର୍ଚ୍ଚନାଙ୍କୁ ଗିରଫ କରିଛି ପୋଲିସ ଆଉ ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏହାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ।

ତେବେ ସୁର ଭାଇ କହିଛନ୍ତି କେତେ ଲିକ୍ ତାର ଅଛି କି ସେଣ୍ଟର ତାର ମୁଁ ଜାଣି ପାରୁନି । ମୁଁ ଭାବି ଥିଲି ପୁରା ଗଲା ବେଳୁ ଅଠର ନଳା ହେଲେ ମୁଁ ଦେଖିଲିଣି ତାର କେତେ ନଳା କିସି ସୀମା ନାହିଁ । କେତେ ନେତା ପସିଛନ୍ତି କେତେ ଆଇଏଏସ ଆଇପିଏସ ପସିଛନ୍ତି ସୀମା ନାହିଁ । ତାହା ନ ହେଲେ ୪ ବର୍ଷରେ ସେ ଯାହା ସମ୍ପତ୍ତି କରିଛି ଟାଟା ବିର୍ଲା କରି ପାରିବେନି । ଆଦାନୀ ଅମ୍ବାନୀ ବି କରି ପାରିବେ ନାହି ।

ସେ ଯାହା ହେଉ ମାନିବାକୁ ପଡିବ ତାକୁ ତାର ନେତୃତ୍ଵ ଏତେ ଲୋକ ଗ୍ରହଣ କରିଛନ୍ତି ତାକୁ ଆରେ ବାପ ରେ ମୁଁ ତାକୁ ଧନ୍ୟବାଦ ଦେଉଛି । ଏହା ସହିତ କଡାକଡି ସରକାର କେସ କରିଛନ୍ତି ଧନ୍ୟବାଦ । କଡାକଡି ଏହାର ଯାଞ୍ଚ କରାଯାଉ କେଉଁ ଦଳର ନେତା କେତେ ଅଛନ୍ତି କିଏ କେତେ ବାଟ ଯାଇଛନ୍ତି ଏବଂ କେଉଁ ଆଇଏଏସ, ଆଇପିଏସ, ଡାକ୍ତର, ଇଞ୍ଜିନିୟର, ଶିଳ୍ପପତି ଅଛନ୍ତି କିମ୍ବା ବିଜେଡି ବା ବିଜେପି ନେତା ଯିଏ ବି ଅଛି ତାଙ୍କୁ ବାହାର କରାଯାଉ ।

ଆଉ ମାନେ କର ମୁଁ ଗୋଟେ ନେତା ପ୍ରତିଦିନ ମୋର ଦେଢ ହଜାର ଦୁଇ ହଜାର ଯିଏ ପାରୁଛି ମୋର ଫୋଟୋ ଚିପି ନେଉଛି ନେଇଯିବ ମୁଁ କଣ ଯିବୀ ? କିଏ ଯଦି ଫଟୋ ନେଇ ବାହାର କରିଦେବ ତା ହେଲେ କଣ ମୁଁ ଯିବି ମୁଁ ପରିସ୍ରା କରିବାକୁ ବି ଯାଏନି ସେଠି । କିଏ କେଉଁଠି କଣ କରିଥିବ କିଏ କହିବ । ମୁଁ କହିଲି ଅଠର ନଳା ପୁରୀରେ ସେଠି ଏତେ ନଳା କିଏ କେଉଁଠି କେତେବେଳେ ବୁଡିକି ବାହାରିଛି ମୁଁ କେମିତି କହିବି ।

ସିଏ କେତେବେଳେ ପ୍ରାଇ ମିନିଷ୍ଟର ହୋଇଯିବ ଲୋ ଆରେ ବାପା ରେ ଓଡିଶା ମୁଖ୍ୟମନ୍ତ୍ରୀ ହୋଇଯିବ ସେ ତାର କି ଶକ୍ତି ? କିନ୍ତୁ ଆମର ଯେଉଁ ଫୋଟୋ ବାହାରୁଛି ହାଟ ରେ ଘାଟ ରେ ଚୋର ଉଠାଇ ଦେଉଛି, ଭଦ୍ର ଉଠାଉ ଦେଉଛି, ବିଦ୍ୟାର୍ଥୀ କିମ୍ବା ଗଣ ମାଧ୍ୟମ ଉଠାଉ ଦେଉଛି । କି ସବଳ ଶକ୍ତି ତାର ଆରେ ବାପରେ ୪ ବର୍ଷ ଭିତରେ ଏତେ ଧନ ତାର ମହୁ ଠାରୁ ଆହୁରି ମଧୁର । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତାମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *