ପିଲା ଶୋଇଲା ପରେ ଭାଇ ମୋ ରୁମ୍ କୁ ନେଇ ମୋ ସହ… ମହିଳା ଜଣକ କହିଲେ ନିଜ ସହ ଘଟିଥିବା ଅମାନବୀୟ ଘଟଣା…ଦେଖନ୍ତୁ Video

ଦର୍ଶକ ବନ୍ଧୁ ଭାଇ ଭଉଣୀଙ୍କ ସହ ସମ୍ପର୍କ ହେଉଛି ସମସ୍ତଙ୍କ ଠାରୁ ଭିନ୍ନ ଯାହାର ତୁଳନା କାହା ସହ କରାଯାଇପାରିବ ନାହି । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଭଉଣୀ ନିଜ ଭାଇ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତେବେ ଚାକିରି ଦେବା କଥା କହି ମହିଳାଙ୍କୁ କରା ଯାଇଛି ଦୁଷ୍କର୍ମ । ଭୁବନେଶ୍ବରରୁ ନେଇ ବ୍ରହ୍ମପୁରରେ ଦୀର୍ଘ ଦୁଇ ଦିନ ଧରି ଦୁଷ୍କର୍ମ କଲା ପରେ ଦୁଷ୍କର୍ମକାରୀଙ୍କ କବଳରୁ ବାହାରି ଆସିଛନ୍ତି ମହିଳା ଆଉ ସହିଦ ନଗର ଥାନାର ଦ୍ଵାରସ୍ଥ ହୋଇଛନ୍ତି ।

ତେବେ ଏ ନେଇ ମହିଳା ଜଣକ କହିଛନ୍ତି ମୋ ନାଁ ବିନି ବେହେରା ମୁଁ ସେଇଠି କାମ କରୁଥିଲି । ପ୍ରଧାନ ଇଣ୍ଡଷ୍ଟ୍ରିରେ ରୋଷେଇ କରେ ପିଲାମାନେ ଖାଇଥାନ୍ତି ୧୫ ଜଣ । କେଉଁ ଦିନ ମୋ ସହ ଅପବ୍ୟବହାର କରି ନ ଥିଲେ । ସେ ମୋତେ ସବୁବେଳେ ଭାଉଜ ଭଳିଆ ଦେଖନ୍ତି ମୁଁ ଜାଣି ନଥିଲି ତା ମନ ଭୀତରେ ଏମିତି ଥିଲା । ସେ ମୋତେ ଭଉଣୀ ଭଳିଆ ଦେଖେ ଆମ ଘରକୁ ଆସେ ମୋ ସ୍ଵାମୀ ସହ ଖାଇଛି । ଦଶହରା ଛୁଟିରେ ୪ ତାରିଖରେ ସେ ମୋତେ କହିଲା ଚାଲ ମୋ ଗାଁକୁ ଯିବା ମୁଁ ତମକୁ ଗୋଟେ ବଡ ଚାକିରି ଦେବି ।

ସେଠାରେ ୧୦-୧୨ ହଜାର ଟଙ୍କା ଦେବି । ମୁଁ କହିଲି ମୋ ଛୁଆ ମାନଙ୍କୁ ନେଇ ଯିବା ପାଇଁ ମୋ ସ୍ଵାମୀଙ୍କୁ ବି ସବୁ କହି ଯାଇଥିଲି । ସେ ନିଜ ସ୍ଵାମୀଙ୍କୁ ଫୋନ କରି କହିଲେ ଯାଉଛି ଭାଇଙ୍କ ସହ କାମ ଦେଖିବା ପାଇଁ । ଆମେ ବ୍ରହ୍ମପୁର ରୁ ଓଲହାଇ ତାଙ୍କର ଏକ ସାଙ୍ଗ ଘରେ ମୋତେ ରଖିଲେ । ତାଙ୍କ ସାଙ୍ଗ ଘରେ ଖାଇବା ପରେ ପିଲାମାନେ ଶୋଇବା ପରେ ରାତି ୧୨ଟାରେ ସେ ମୋତେ କହିଲେ ଆସ ଏଠି ଆମେ ଏକ ଅଲଗା ରୁମ୍ କୁ ଯିବା । ମୁଁ ମନା କଲି ହେଲେ ବି ସେ ଜବରଦସ୍ତ ମତେ ନେଇଗଲେ ଆଉ ମୋ ସହ ଦୁଷ୍କର୍ମ କଲେ ।

ମୁଁ କାନ୍ଦି ବୋବେଇକି ରହିଲି ଆଉ ପିଲାଙ୍କୁ ଖୋଜିଳି । ସେ ମୋ ଛୁଆଙ୍କୁ ଆଣି ଦେଲେ ମୁଁ କହିଲି ମୋ ପାଇଁ କାମ ଦେଖା । ସେ କହିଲେ ମୁଁ କାମ ଦେବା ପାଇଁ ନୁହେଁ ତତେ ବାହା ହେବା ପାଇଁ ଆଣିଥିଲି । ଦିନେ ଦୁଇ ଦିନ ପରେ ମୋତେ ରଖିଲେ ଥରେ ମଦ ପିଇ ତାଙ୍କ ସାଙ୍ଗକୁ କହିଲେ ମୋ ଛୁଆକୁ ସେ ମାରିଦେବେ ଆଉ ମୋତେ ବାହା ହେବେ । ଏ କଥା ଶୁଣିବା ପରେ ସେ ମୋତେ ଚାବି ଦେଇଥିଲେ ଆଉ ପଡୋଶୀଙ୍କୁ କହିବା ପରେ ସେ କବାଟ ଖୋଲିଲେ ଆଉ ଛୁଆଙ୍କୁ ଧରି ମୁଁ ଆସିଲି ।

ବର୍ତ୍ତମାନ ଯୁବତୀ ଜଣକ ଶାଶୁଘରେ କି ବାପଘରେ ରହିପାରୁ ନାହାନ୍ତି ଆଉ ମୋତେ ନ୍ୟାୟ ଦରକାର ବୋଲି କହିଛନ୍ତି । ସେ ଯୁବକଙ୍କ ନା ହେଉଛି ଦିପୁ ଦଳେଇ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *