ଖଗା ସହ ମିଶି କରୁଥିଲା ଖେଳ, ଦେଖନ୍ତୁ Arcchanaର କଳା କାମରେ ସାଥ ଦେଉଥିବା ଏହି ଖଗା କିଏ ?

ଦର୍ଶକ ବନ୍ଧୁ ସେ ଖଗା କିଏ ? ଖଗା ନା ଖଗେଶ୍ଵର କଣ ରହିଛି ଅର୍ଚ୍ଚନା ଓ ଜଗବନ୍ଧୁ ଙ୍କ ସହ ସମ୍ପର୍କ ? କାହିଁକି ଫେରାର ହେବେ ଖଗେଶ୍ଵର ? ତେବେ କଥା ଉଠୁଥିବା ଖଗା ଏବେ କେଉଁଠି ସେ କେଉଁଠି ଲୁଚି ? ତାକୁ ଖୋଜିବାରେ ଲାଗିଛି ପୋଲିସ । ତେବେ ବର୍ତ୍ତମାନ କିଛି ସମୟ ହେବ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥି ରେ ଏକ ଚିତ୍ର ସାମନା କୁ ଆସିଛି କି ନେ ଯୁବତୀଙ୍କ ଅଭିଯୋଗ ଆଧାର ରେ ପୋଲିସ ଅର୍ଚ୍ଚନା ନାଗ ଙ୍କୁ ଆରେଷ୍ଟ କରିଛି ।

କିନ୍ତୁ ଅର୍ଚ୍ଚନା ଙ୍କ ସହ ଯେଉଁ ଦୁଇ ଟି ନାଁ ଯୋଡି ହୋଇଛି ସେ ହେଉଛି ଜଗବନ୍ଧୁ ଓ ଖଗା । ଅର୍ଚ୍ଚନା ଙ୍କୁ ଗିରଫ କରାଯାଇ ଥିବା ବେଳେ ସ୍ଵାମୀ ଜଗବନ୍ଧୁ ଚାନ୍ଦ ନୋଟିସ ଜାରି କରିଛି ପୋଲିସ । ହେଲେ କୁଆଡେ ଗଲା ଏଫାୟାର ରେ ନା ଥିବା ଖଗା । କେଉଁଠି ଲୁଚି ଖଗା ? ସୂଚନା ଅନୁଯାୟୀ ଗତ ୫ ଦିନ ତଳେ ପୋଲିସ ଖଗା କୁ ପଚରା ଉଚରା କରୁଥିଲା । ଆଉ ଆଜି ହଠାତ ସେ କୁଆଡେ ଖସି ଯାଇଛି । ଦର୍ଶକ ବନ୍ଧୁ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା ରେ ଦିନକୁ ଦିନ ଗୋଟିଏ ପରେ ଗୁମର ଖୋଲିବାରେ ଲାଗିଛି ।

ଆଉ ଆପଣ ଦେଖୁଥିବା ଅଭିଯୋଗ ପତ୍ର ଟି ୨୦୦୮ ମସିହାରେ । ୨୦୦୮ରେ ଯୁବତୀ ଜଣକ ମାମଲା ରୁଜୁ କରିଥିଲେ । ଆଉ ଏଥିରେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ, ଖଗେଶ୍ଵର ଙ୍କ ନାଁ ଉଲେଖ ରହିଛି । ତେବେ ଏହି ଯୁବତୀ ଙ୍କ ଅଭିଯୋଗ ଆଧାରେ ଅର୍ଚ୍ଚ ଆରେଷ୍ଟ ହୋଇଛନ୍ତି କିନ୍ତୁ ଜଗବନ୍ଧୁ ଚାନ୍ଦ ଙ୍କୁ ନୋଟିସ ଜାରି କରା ଯାଇଛି । କିନ୍ତୁ ଏବେ ଖଗା କେଉଁଠି ଲୁଚିଛି ? ଏଠାରେ କହି ରଖୁଛୁ ଏ ହେଉଛି ସେହି ଖଗେଶ୍ଵର ଯାହା ଘର ହେଉଛି କଟକ ସଦର ନିଆଳି ଅଞ୍ଚଳ ରେ ।

ସେ ରସୁଲଗଡ ରେ ପ୍ରଥମେ ଏକ ଛୋଟିଆ ଦୋକାନ କରିଥିଲା । ଆଉ ତା ପରେ ଯେବେ ଜଗବନ୍ଧୁ ଓ ଅର୍ଚ୍ଚ ସହ ମିଳାମିଶା କରିଲା ସେତେବେଳେ ପଳାଶୁଣି ରେ ପୁରୁଣା ଗାଡି ସୋ ରୁମ କରିଲା ଖଗା । ଆଉ ଏହା ସହ ଅର୍ଚ୍ଚନା ନେଟ ୱାର୍କ ବି ସମ୍ଭାଳିଥିଲା । କିଏ ଆସିବ କିଏ କେଉଁଠି କି ଆସିବ କାକୁ କିଏ ଭେଟିବ ଏ ସବୁର ନେଟୱାର୍କ ସମ୍ଭାଳୁଥିଲା ଖଗା । ଆଉ ତା ପରେ ଛୋଟିଆ ଦୋକାନ କରିଥିବା ଖଗା ବଡ ଲୋକ ହୋଇଥିଲା ।

କୁହାଯାଉଛି ସେ କେବଳ ଗାଡି ସୋ ରୁମ କରି ନ ଥିଲା ବରଂ ଏହା ମଧ୍ୟରେ ସେ ବିଲଡର ବି ହୋଇ ଯାଇଥିଲା । ଜମି କିଣା ବିକା ରେ ଅନେକ ଟଙ୍କା ରୋଜଗାର କରୁଥିଲା । ଆଉ ସବୁଠାରୁ ବଡ କଥା ହେଉଛି ଖଗାଙ୍କର ବି ଆଲିଶାନ ଘର ଅହିଛି ତାଙ୍କ ଗାଁ ରେ ଠିକ ଯେମିତି ଅର୍ଚ୍ଚ ଙ୍କର ଏଠାରେ କୋଠା ରହିଛି । ତେବେ ଦେଖିବାକୁ ବାକି ରହିଲା ଖଗା କେବେ ପୋଲିସ କବଜା କୁ ଆସୁଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *