Dhanteras: ଏହି ଦିନ ଘରକୁ ନେଇ ଆସନ୍ତୁ ଏହି ଜିନିଷ, 10 ଗୁଣା ବଢିବ ଧନ

ବନ୍ଧୁଗଣ ଆଗକୁ ଆସୁଅଛି ଧନତେରସ ଓ ଦୀପାବଳି ର ମାହୋଲ । ଏହି ଦୁଇ ପର୍ବ ଧନକୁ ଜଡିତ ଅଟେ । ସେଥିପାଇଁ ଏହି ୨ ଦିନ ଯାହା ବି କାମ କରାଯାଏ ଧନ ବୃଦ୍ଧି କରିବା ପାଇଁ । ଏହି ଦୁଇ ଦିନ ରେ ଲୋକ ମାନେ କେତେ କଣ ଉପାୟ କରିଥାନ୍ତି ଯାହା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଜ୍ଯୋତିଷ ଅନୁଯାୟୀ କିଛି ଏମିତି ବସ୍ତୁ ବିଷୟରେ କୁହାଯାଇଛି ଯାହାକୁ ଘରେ ରଖିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଆଉ ଘରକୁ ଧନର ଆଗମନ ହୋଇଥାଏ । ଚଳିତ ବର୍ଷ ଅକ୍ଟୋବର ୨୩ରେ ପଡିବାକୁ ଧନତେରସ ପର୍ବ । ତେବେ ଆସନ୍ତୁ ଯାଇବା ଶେଣି ଜିନିଷ ଗୁଡିକ ବିଷୟରେ ବିସ୍ତାର ଭାବେ ।

୧- ଲୁଣ : ଧନତେରସ ଦିନ ଘରକୁ ଲୁଣ ପ୍ଯାକେଟ ଆଣିଲେ ଧନର ବୃଦ୍ଧି ହୋଇଥାଏ । ଏହା ସାମାନ୍ଯ ହେଲେ ବି ମା ଲକ୍ଷ୍ମୀଙ୍କ ସହ ଏହାର ସମ୍ବଧ ରହିଥାଏ ।

୨- ହଳଦୀ : ଧନତେରସ ଦିନ ଘରକୁ ଖଣ୍ଡ ହଳଦୀ ଆଣିଲେ ଶୁଭ ହୋଇଥାଏ । ଏହା ଦ୍ଵାରା ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ ।

୩- ଗୋମତୀଚକ୍ର : ଧନତେରସ ଦିନ ଗୋମତୀଚକ୍ର ଘରକୁ ଆଣିଲେ ଶୁଭ ହେବ ସହ ଧାନଧାନ୍ୟରେ ବୃଦ୍ଧି ହୋଇଥାଏ ।

୪- ଶ୍ରୀଜନ୍ତ୍ର ଓ କୁବେର ଜନ୍ତ୍ର : ଧନତେରସ ଦିନ ଏହି ୨ଟି ଯାତ୍ରା ଘରକୁ ଆଣି ଧନ ରଖିବା ଜାଗାରେ ରଖିଲେ ଧନରେ ବୃଦ୍ଧି ହୋଇଥାଏ ।

୫- ରୁପାରେ ତିଆରି ମା ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ମୂର୍ତ୍ତି : ଧନତେରସ ଦିନ ରୂପାରେ ତିଆରି ମା ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଘରକୁ ଆଣି ସ୍ଥାପନ କରିଲେ ଧନର ଅଭାବ ରୁହେ ନାହି ।

୬- ଲଘୁ ନଡିଆ : ଏହି ନଡିଆ ସବୁ ନଡିଆ ଠାରୁ ସାମାନ୍ଯ ହୋଇଥାଏ । ଏହାକୁ ଶ୍ରୀଫଳ ବି କୁହାଯାଏ । ଧନତେରସ ଦିନ ଏହି ନଡିଆ ଆଣି ନାଲି କପଡାରେ ରଖିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

୭- ମା ଲକ୍ଷ୍ମୀଙ୍କର ଚରଣ ପାଦୁକା : ଧନତେରସ ଦିନ ମା ଲକ୍ଷ୍ମୀଙ୍କର ଚରଣ ପାଦୁକାକୁ ଘରେ ସ୍ଥାପନ କରିଲେ ଶୁଭ ହୋଇଥାଏ ।

୮- କଉଡି : କଉଡି ଦେଖିବାକୁ ସାମାନ୍ଯ ହେଲେ ବି ବହୁତ ପ୍ରଭାବଶାଳି ଅଟେ । ଧନତେରସ ଦିନ ଏହାକୁ ଘରକୁ ଆଣିଲେ ଧନରେ ବୃଦ୍ଧି ହୋଇଥାଏ ।

୯- ମୋତି ଶଙ୍ଖ : ମୋତି ଶଙ୍ଖ ଗୋଟେ ଦୁର୍ଲଭ ପ୍ରକାରର ଶଙ୍ଖ ଅଟେ । ଏହାକୁ ଧନତେରସ ଦିନ ଘରକୁ ଆଣିଲେ ଧନର ବୃଦ୍ଧି ହୋଇଥାଏ ।

୧୦- କଇଁଛର ମୁଦି : ଧନତେରସ ଦିନ କଇଁଛର ମୁଦି ତିଆରି କରି ଅନାମିକା ଆଙ୍ଗୁଳିରେ ପିନ୍ଧିଲେ ମା ଲକ୍ଷ୍ମୀଙ୍କ କୃପା ବର୍ଷା ହେବ ।

୧୧- ମୟୁର ପର : ଧନତେରସ ଦିନ ମୟୁର ଆଣି ଘରର ମୁଖ୍ୟଦ୍ଵାରରେ ଲାଗିଲେ ଶୁଭ ହେବା ସହ ଧନର ବର୍ଷା ହୋଇଥାଏ ।

୧୨- ଶଙ୍ଖ : ଧନତେରସ ଦିନ ଘରକୁ ଶଙ୍ଖ ଆଣିଲେ ଅତ୍ୟନ୍ତ ଶୁଭ ହେବା ସହ ଦୀପାବଳି ଦିନ ଏହାର ପୂଜା କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *