କେଉଁ ବୟସରେ ପୁରୁଷ ଓ ମହିଳାଙ୍କ ଶୁକ୍ରାଣୁ ଓ ଅଣ୍ଡା ସଂଖ୍ୟା କମିବା ଆରମ୍ଭ କରେ ? ଦେଖନ୍ତୁ କଣ କହୁଛନ୍ତି Doctor

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କେଉଁ ବୟସରେ ପୁରୁଷ ଓ ମହିଳାଙ୍କ ଶୂକ୍ରାଣୁ ଓ ଅଣ୍ଡା ସଂଖ୍ୟା କମିବା ଆରମ୍ଭ କରିଥାଏ ସେହି ବିଷୟରେ ଚର୍ଚ୍ଚା କରିବାକୁ ଯାଉଛି । ସାଧାରଣତ ପୁରୁଷ ମାନଙ୍କର ଶୂକ୍ରାଣୁ ସଂଖ୍ୟା ବହୁତ ଜଲ୍ଦି କମ ହୁଏ ନାହି । ପୁରୁଷ ମାନଙ୍କର ୫୦ ବର୍ଷ ବା ୬୦ ବର୍ଷ ପରେ ଶୂକ୍ରାଣୁ ସଂଖ୍ୟା କମିଥାଏ । କିନ୍ତୁ ଲାଇଫରେ ଏହା ମେଣ୍ଟେନ ହୋଇଥାଏ । ଏମିତି କିଛି ପୁରୁଷ ଅଛନ୍ତି ଯେଉଁ ମାନଙ୍କର ଜନ୍ମରୁ କୌଣସି ଜେନେଟିକ ସମସ୍ଯା ବା ରୋଗ ପାଇଁ ଶୂକ୍ରାଣୁ ପ୍ରଡକସନରେ ସମସ୍ଯା ହୁଏ ।

ଅନ୍ୟ କିଛି ପୁରୁଷଙ୍କର ଯଦି ଦୁର୍ଘଟଣା ହୋଇ ସେହି ଜାଗାରେ ମାଡ ହୋଇଥାଏ ତେବେ ଶୂକ୍ରାଣୁ ସଂଖ୍ୟା କମ ହୋଇଥାଏ । ଏଥିପାଇଁ ଅନେକ କାରଣ ଅଛି କିନ୍ତୁ ବୟସରେ ସେମିତି କିଛି ନାହି । ଯଦି ମହିଳା ମାନଙ୍କ କଥା ଦେଖିବା ତେବେ ବୟସରେ ବହୁତ ପ୍ରଭାବ ରହିଛି । ଯେମିତିକି ୩୦ ବର୍ଷ ପରେ ଫୋର୍ଟିଲିଟିର କ୍ଷମତା ରହିଛି ତାହା କମିଯାଏ । ୩୫ ବର୍ଷରେ ଶିଗ୍ନିଫିକାଲି କମିଯାଏ ଆଉ ୪୦ ବର୍ଷରେ ବହୁତ କମିଯାଏ ଶୂକ୍ରାଣୁ ସଂଖ୍ୟା । ତେଣୁ ମହିଳାଙ୍କର ବୟସ ସେମାନଙ୍କର ଫୋର୍ଟିଲିଟିକୁ ପ୍ରଭାବିତ କରେ ।

ସାଧାରଣତ ମହିଳା ମାନେ ମା ନ ହୋଇ ପାରିଲେ ସେମାନଙ୍କୁ ବନ୍ଧ୍ୟା ବୋଲି କୁହାଯାଏ ଯାହା ସଂପୂର୍ଣ୍ଣ ଭୁଲ ଅଟେ । ଡାକ୍ତରୀ ବହସାରେ ତାଙ୍କୁ ସନ୍ତାନହୀନ ବୋଲି କହି ହେବ । ତେବେ ମହିଳାଙ୍କ କ୍ଷେତରେ ପିରିଏଡ ସମସ୍ଯା କାରଣରୁ ଏମିତି ହୋଇଥାଏ । ଆଉ ଆଜିର ସମୟରେ ପିସିଓଏସ ସମସ୍ଯା କାରଣରୁ ମଧ୍ୟ ମହିଳାଙ୍କର ଶୂକ୍ରାଣୁ ସଂଖ୍ୟା କମିଥାଏ । ଯାହା କାରଣରୁ ଓଜନ ବଢିବା, ଖାଇବା ପିଇବାର ଷ୍ଟାଇଲ ଚେଞ୍ଜ ହେଉଛି ଯେମିତିକି ଜଙ୍କ ଫୁଡ ଖାଇବା ବା ଫାଷ୍ଟ ଫୁଡ ଖାଇବା ଯାହା ଶରୀରର ହରମୋନ କୁ ଇନବାଲାନ୍ସ କରୁଛି ।

ଏହା ସହ ଷ୍ଟ୍ରେସ ମଧ୍ୟ ଅଧିକ ରହୁଛି ମହିଳାଙ୍କ ଠାରେ । ତା ସହ ଏନି ଏକ ଡିଜିଜ ଏଣ୍ଡ୍ରୋମେଟ୍ରସ ଯାହା କି ଅଲଗା ପ୍ରକାରର ରୋଗ ଯାହା କାରଣରୁ ଏହି ସମସ୍ଯା ବଢିବାରେ ଲାଗିଛି । ଆଜିର ସମୟରେ ନିଜର ବୟସ ଦେଖି ନାରୀ ବ ପୁରୁଷ ବେବି ପାଇ ପ୍ଳାନ କରୁଛନ୍ତି ଯାହା ଫଳରେ ନ୍ଯାଚୁରାଲ ଗର୍ଭଧାରଣର କ୍ଷମତା କମି ଯାଉଛି ଯାହା ସବୁଠାରୁ ମୁଖ୍ୟ ସମସ୍ଯା ଅଟେ । ଏହି କ୍ଷେତ୍ରରେ ମେଡ଼ିସିନ ଦିଆଯାଇ ଚିକିତ୍ସା କରାଯାଏ । ଏହା ସହ ସ୍ଟେପ ୱାଇଜ ଏକଶିକୋ ଚିକିତ୍ସା ସାଧାରଣ ଭାବେ କରାଯାଇ ପାରିବ ।

ଯେଉଁ ପୁରୁଷଙ୍କର ନାଲି ରେ ବ୍ଲକ ରହୁଛି ସେମାନଙ୍କର ପ୍ରଡକସନ ହେଉଛି କିନ୍ତୁ ବାହାରକୁ ଆସିପାରୁ ନାହି ସେମାନଙ୍କ କ୍ଷେତ୍ରରେ ଟେସା ଆଣ୍ଡ ଟେସା ଟେକନିକ ର ବ୍ୟବହାର କରିପାରିବେ । ଯାହା ଦ୍ଵାରା ସେମାନଙ୍କର ଶୂକ୍ରାଣୁ ବାହାର କାର ଯାଉଛି ଆଉ ଆଗାମୀ ସମୟରେ ଏହାର ଟେଷ୍ଟ କରାଯାଇ ପାରିବ । ଗର୍ଭଧାରଣ ପୂର୍ବରୁ କା ସତର୍କ ରହିବା ଓ ପୁରୁଷ ଜନିତ ସମସ୍ଯା ଯେମିତି ଧାତୁ ସମସ୍ୟାର ଚିକିତ୍ସା କରାଯାଉଛି । ବନ୍ଧୁଗଣ ଆପଣଙ୍କର ହେଲଥ ଟିପ୍ସଟି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ଯବାଦ ।

Leave a Reply

Your email address will not be published. Required fields are marked *