ବାରବାଟୀରେ ଚାଲିଥିଲା ଖେଳ, VIP ବକ୍ସରେ Arcchana ସହ କୋଉ ନେତା ? 

ବନ୍ଧୁଗଣ ମାୟାବିନି ସୁନ୍ଦରୀ ଅର୍ଚ୍ଚନା ନାଗ ତାର ଜାଲ ଖୁବ ଲମ୍ବା । ଆଉ ଜାଲ ଭିତରେ ଯେବେ ମାଛ ପଡି ଛଟପଟ ହୁଏ ଠିକ ସେମିତି ତାର ଜାଲରେ ପଡିଥିବା ରାଜନୈତିକ ଦଳର ନେତା, ପ୍ରଯୋଜକ, ବଡ ବଡ ନେତା, ବିଲଡର, ଶିଲ୍ପପତି ଆଉ କଳାକାର ମଧ୍ୟ ଏବେ ଛଟପଟ ହେଉଛନ୍ତି । ଆଉ ଏହାରି ଭିତରେ ଲୁଚି ନା ଗୋଡ ଦିଟା ଦିଶୁଚି ନାଁ ରେ ଗୋଟିଏ ପରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି । ଦିନ ଯେତେ ବଡୁଛି ଫୋଟୋ ର ସଂଖ୍ୟା ବଢିବାରେ ଲାଗିଛି ।

ଆଉ ଏବେ ଏମିତି ଏକ ଫୋଟୋ ସାମନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରି ଦେଇଛି । ଦର୍ଶକ ବନ୍ଧୁ ଅନେକ ନେତାଙ୍କ ସହ ଅର୍ଚ୍ଚନା ଙ୍କ ଫୋଟୋ ବର୍ତ୍ତମାନ ସାମାଜିକ ଗଣ ମାଧ୍ୟମରେ ଘୁରି ବୁଲୁଛି । ଏବେ ଯେଉଁ ଫୋଟୋ ସାମନାକୁ ଆସିଛି ସେଥିରେ କୁଆଡେ ଅର୍ଚ୍ଚନା ଙ୍କ ସହ ନେତା ବାରବାଟୀ ଷ୍ଟାଡିୟମ ଯାଇଥିଲେ । ଆଉ ଦୁହେଁ ଆଗ ପଛ ହୋଇ ବସି ଭିଆଇପି କ୍ରୀକଟେ ଖେଳ ଦେଇଥିଲେ ଆଉ ମଜା ନେଇଥିଲା ।

ଗତ ଦୁଇ ମାସ ତଳେ କଟକ ବାରବାଟୀ ଷ୍ଟାଡିୟମ ରେ ଯେବେ ଭାରତର ଓ ଦକ୍ଷିଣ ଆଫ୍ରିକା ର ଟି-20 ମ୍ଯାଚ ହୋଇଥିଲା କ୍ରିକେଟ ପାଇଁ କଟକରେ ପୋଲିସ ଠାରୁ ମାଡ ଖାଇ ରକ୍ତାତ ହୋଇଥିବା କ୍ରିକେଟ ପ୍ରେମୀ ଙ୍କ ବିଷୟରେ ଆପଣ ମାନେ ଜାଣିଥିବେ । ଆଉ ଠିକ ସେହି ସମୟରେ ଅର୍ଚ୍ଚନା ଙ୍କ ଘରକୁ ଆସିଥିଲା ମାଳ ମାଳ ଟିକେଟ । ସେ ପୁଣି ଭିଆଇପି ବକ୍ସ ର ଟିକେଟ ପ୍ରାୟ ୫୦ ରୁ ଅଧିକ ଟିକେଟ । ଆଉ ଏହି ଟିକେଟ କୁ ଅର୍ଚ୍ଚନା ଅନେକ ମହିଳା କଳାକାର ଙ୍କୁ ବାଣ୍ଟିଛନ୍ତି । ଆଉ ଯେଉଁ ମାନେ ଟିକେଟ ସହ ଫୋଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ଆଉ ଅର୍ଚ୍ଚନା ଙ୍କୁ ଧନ୍ୟବାଦ ଦେଇଥିଲେ । ଆଉ ଯେବେ ଘଟନା ସାମନାକୁ ଆସିଛି ଜଣଙ୍କ ପରେ ଜଣେ ଅଭିନେତ୍ରୀ ସେହି ଫୋଟୋ ଗୁଡିକୁ ଡ଼ିଲିଟ କରିବାରେ ଲାଗିଛନ୍ତି । ଏଠାରେ କହି ରଖୁଛୁ କି ଅର୍ଚ୍ଚନା କେବଳ ଟିକେଟ ବାଣ୍ଟିଥିଲେ ତାହା ନୁହେଁ ବରଂ ନିଜେ ମଧ୍ୟ କ୍ରିକେଟ ଖେଳ ଦେଖିବାକୁ ଯାଇଥିଲେ । ତାଙ୍କ ପାଖରେ ୫୦ରୁ ଅଧିକ ଟିକେଟ ଥିଲେ ବି ନିଜ ସ୍ଵାମୀ ଆଉ ପୁଅକୁ ନେଇ କ୍ରୀକଟେ ଖେଳ ଦେଖିବାକୁ ଯାଇ ନ ଥିଲେ । ଅର୍ଚ୍ଚନା ଏକୁଟିଆ ଯାଇଥିଲେ ।

ଆଉ ସେଠାରେ ଅପେକ୍ଷା କରିଥିଲେ ଜଣେ ବଡ ନେତା । ଆଉ ଅର୍ଚ୍ଚନା ପହଞ୍ଚିବା କ୍ଷଣି ଜଣେ ମହିଳା ସୁରକ୍ଷା କର୍ମୀ ତାଙ୍କୁ ନେଇ ଭିଆଇପି ବକ୍ସ ରେ ସେ ଛାଡିଥିଲେ । ଆଉ ନେତା ନେତ୍ରୀ ମିଶି କରି ଖେଳୁ ଉପୋଭୋଗ ମଧ୍ୟ କରିଥିଲେ । ଚଉକା ରେ ତାଳି ଆଉ ଛକାରେ ବି ତାଳି ମାରିଥିଲେ । ଯାହାର ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଦେଖିବାକୁ ବାକି ରହିଲା ରାଣୀ ମହୁମାଛି ଅର୍ଚ୍ଚନାଙ୍କ ବିରୁଦ୍ଧରେ ଆଗକୁ କଣ କାର୍ଜ୍ଯନୁଷ୍ଠାନ ନିଆଯାଉଛି । ତା ହେଲେ ବନ୍ଧୁଗଣ ଆପଣଙ୍କ ର ଏହି ଖବରକୁ ନେଇ ମତାମତ ଅମାକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *