ପ୍ରଥମ ଥର ପାଇଁ ଦେଖନ୍ତୁ Ollywood ଅଭିନେତା Arindamଙ୍କ Family Album

ବନ୍ଧୁଗଣ, ଆପଣ ମାନେ ସମସ୍ତେ ଓଡିଆ ଚଳଚିତ୍ର ନିଶ୍ଚିତ ରୂପେ ଦେଖିଥିବେ । ସାଧାରଣତ ଆପଣ ମାନଙ୍କୁ ଓଡିଆ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କୁ ଟିଭି ପରଦାରେ ଦେଖିବାକୁ ଭଲ ଲାଗିଥାଏ ।

ବନ୍ଧୁଗଣ ନିଜ ନିଜ ପସନ୍ଦ ଅନୁଯାୟୀ ଆମ୍ଭେମାନେ ଅଭିନେତା ତଥା ଅଭିନେତ୍ରୀ ଙ୍କୁ ଟିଭି ପରଦାରେ ଦେଖିବାକୁ ପସନ୍ଦ କରିଥାଉ । ଆଜି ଆମ୍ଭେ ଓଲିଉଡ ଅଭିନେତା ଅରିନ୍ଦମ ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା କହିବାକୁ ଯାଉଅଛୁ । ଆପଣ ଅରିନ୍ଦମ ଙ୍କ ସମ୍ବନ୍ଧରେ ପ୍ରାଏ ଏହି ସବୁ କଥା ମାନ ଜାଣି ନଥିବେ । ଆସନ୍ତୁ ତେବେ ଜାଣିବା ଅଭିନେତା ଅରିନ୍ଦମ ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା । ବନ୍ଧୁଗଣ, ଆପଣ ମାନେ ସମସ୍ତେ ଅଭିନେତା “ଅରିନ୍ଦମ ରାୟ” ଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ବନ୍ଧୁଗଣ ଆଜି ଆମ୍ଭେ ତାଙ୍କ ସମ୍ବନ୍ଧରେ ସମସ୍ତ ବିବରଣୀ ଦେବାକୁ ଯାଉଅଛୁ । ବନ୍ଧୁଗଣ ତାଙ୍କ ପରିବାର, ତାଙ୍କ କ୍ଵାଲିଫିକେସନ, ତାଙ୍କ ପ୍ରଥମ ଫିଲ୍ମ, ଏବଂ ବର୍ତ୍ତମାନ ସେ କଣ କରୁଛନ୍ତି ? ଏହି ସମସ୍ତ ସୂଚନା ଆମ୍ଭେ ଆପଣଙ୍କୁ ପ୍ରଦାନ କରିବାକୁ ଯାଉଅଛୁ । ବନ୍ଧୁଗଣ ଅରିନ୍ଦମ ଙ୍କର ବହୁତ ସାରା ଚଳଚିତ୍ର ଆପଣ ମାନେ ବେସ ଭଲ ଭାବରେ ଦେଖିଥିବେ । ବନ୍ଧୁଗଣ ଅରିନ୍ଦମ ପ୍ରାଏ ୩୦ ରୁ ଅଧିକ ଚଳଚ୍ଚିତ୍ର ରେ ଅଭିନୟ କରି ସାରିଛନ୍ତି ।

ବନ୍ଧୁଗଣ ଅରିନ୍ଦମ ଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା, “ପ୍ରେମ ଋତୁ ଆସିଲାରେ” । ବନ୍ଧୁଗଣ ଅରିନ୍ଦମ ୨୦୦୬ ମସିହାରେ ଏହି ଚଳଚ୍ଚିତ୍ର ଜରିଆରେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି କରିଥିଲେ । ବନ୍ଧୁଗଣ ଅରିନ୍ଦମ ୧୯୮୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।

ବନ୍ଧୁଗଣ ବର୍ତ୍ତମାନ ସମୟରେ ଅରିନ୍ଦମ କୁ ପ୍ରାଏ ୩୮ ବର୍ଷ ବୟସ ହୋଇଗଲାଣି । ୨୦୧୬ ମସିହାରେ ଅରିନ୍ଦମ ଅନୁପା ଦାସ ଙ୍କୁ ବିବାହ କରିଛନ୍ତି । ଅନୁପା ନିଜ ଶାଶୁଘରେ ଅର୍ଥାତ କଟକରେ ରହୁଛନ୍ତି । ଅରିନ୍ଦମ ଙ୍କର କିଛି ଦିନ ପୂର୍ବେ ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା ।

ବନ୍ଧୁଗଣ କଟକ ର ଖ୍ରୀଷ୍ଟ କଲେଜ ରୁ ଅରିନ୍ଦମ ଗ୍ରାଜୁଏସନ ସମାପ୍ତ କରିଛନ୍ତି । ବନ୍ଧୁଗଣ ଅରିନ୍ଦମ ଙ୍କର ସମୁଦାୟ ୨୦ କୋଟି ଟଙ୍କା ରୁ ଅଧିକ ସମ୍ପତି ରହିଅଛି । ଅଭିନେତା ଅରିନ୍ଦମ ୧ ଟି ଚଳଚ୍ଚିତ୍ର କରିବା ନିମନ୍ତେ ପ୍ରାଏ ୫ ରୁ ୧୫ ଲକ୍ଷ ଟଙ୍କା ନେଇଥାନ୍ତି । ଏହା ସହିତ ଅରିନ୍ଦମ ଙ୍କର କିଛି ସାଇଡ ବିଜନେସ ମଧ୍ୟ ରହିଅଛି । ବନ୍ଧୁଗଣ ପ୍ରଦକ୍ଷଣ ହାଉସ ରୁ ସେ ନିଜର ଫିଲ୍ମ ପ୍ରଡ଼କସନ ମଧ୍ୟ ବନାଇଛନ୍ତି ।

ବନ୍ଧୁଗଣ ତାଙ୍କର କିଛି ହିଟ ଚଳଚିତ୍ର ମାନଙ୍କର ନାମ ହେଉଛି, କାଳୀ ଶଙ୍କର, ଇସ୍କ ତୁ ହି ତୁ, ଗୁଡ ବୟ, ପର୍ଶୁରମ, କଳକୀ । ଏହିସବୁ ଚଳଚିତ୍ର ରେ ଅଭିନୟ କରି ଅରିନ୍ଦମ ଙ୍କୁ ବେଷ୍ଟ ଆୱାର୍ଡ ମଧ୍ୟ ମିଳିଅଛି । ବନ୍ଧୁଗଣ ଅରିନ୍ଦମ ନିଜ ବାପା ମା, ତାଙ୍କ ସ୍ତ୍ରୀ ଏବଂ ତାଙ୍କ କୁନି ପୁଅ ଙ୍କ ସହିତ ରୁହନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *