ଅର୍ଜୁନ ଛାଲ ଏବଂ ଡାଲଚିନିର କାଢା କେବଳ 30 ଦିନ ପିଅନ୍ତୁ, ତା ପରେ ଯାହା ହେବ ଦେଖି ରହିଯିବେ ଆଶ୍ଚର୍ଯ୍ୟ- Healthy Tips

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଅର୍ଜୁନ ଛାଲ ଓ ଡାଲଚିନି ର ଗୁଣ୍ଡ ମିଶାଇ ସେବନ କରିଲେ କେଉଁ କେଉଁ ଲାଭ ମିଳିଥାଏ ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ । ତେବେ ଏହି କାଢା କୁ କେମିତି ତିଆରି କରିବା ଓ ଏହାର ସେବନ କେଉଁ ସମୟରେ କରିବା ତାହା ମଧ୍ୟ କହିବୁ । ତେବେ ଆପଣ ମାନେ ଜାଣିଥିବେ ଡାଲଚିନି ହେଉଛି ସାଧାରଣ ମସଲା ଯାହା ଆମେ ରୋଷେଇ ଘରେ ବ୍ୟବହାର କରିଥାଉ । ଏହା ଖାଦ୍ୟକୁ ମହକ ଓ ଟେଷ୍ଟ କରିବା ସହ ସ୍ୱାସ୍ଥ୍ୟ ଭଲ ରହିଥାଏ ।

ଅର୍ଜୁନ ଛାଲ ବିଷୟରେ କହିବାକୁ ଗଲେ ଏହା ବହୁତ ଲୋକପ୍ରିୟ ଔଷଧ ଅଟେ । ଏହି ୨ଟି ଜିନିଷକୁ ଏକ ସହ ମିଶାଇ ପ୍ରୟୋଗ କରିଲେ ଦୁଇ ଗୁଣା ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ୧- ଯଦି ଆପଣଙ୍କର ହାର୍ଟ ସମସ୍ଯା ରହିଛି ତେବେ ସେହି କ୍ଷେତ୍ରରେ ଏହି ୨ଟି ଜିନିଷର କାଢା ରସ୍ତୁତ କରି ସେବନ କରନ୍ତୁ । ଏହା ସହ ବ୍ଲଡ଼ରେ କୋଲେଷ୍ଟ୍ରୋଲ କମ ହେବ ସହ ବ୍ଲଡ଼ ପ୍ରେସର ନରମାଲ ରହିଥାଏ , ଅର୍ଜୁନ ଛାଲ ରକ୍ତ ପତଳା କରିବାରେ ସହାୟକ ହୋଇଥାଏ ।

୨- ଅର୍ଜୁନ ଛାଲ ହୃଦୟକୁ ଷ୍ଟ୍ରଙ୍ଗ କରିବା ସହ ଶିର କୁ ସଫା କରି ସେଥିରେ ପ୍ଲାଟିନ ହେବାରେ ଯେଉଁ ପ୍ରୋସେସ ରହିଥାଏ ତାହା କମ କରିଥାଏ ।

୩- ମଧୁମେହ ରୋଗୀଙ୍କ ପାଇଁ ଅର୍ଜୁନ ଛାଲ ଓ ଡାଲଚିନି ପାଉଡର ଖୁବ ଜବରଦସ୍ତ ଜିନିଷ ଅଟେ । ଏହାର ସେବନ ଦ୍ଵାରା ସୁଗାର ଲେବଲ ନରମାଲ ହେବ ସହ ଇନସୁଲିନ ରେଜିଷ୍ଟାନ୍ସ ଶରୀରରେ କମ ହୋଇଥାଏ ।

୪- ଏହି କାଢା ର ସେବନ କରିବା ଦ୍ଵାରା ଶରୀରର ଇମ୍ୟୁନିଟି ପାୱାର ବଢିଥାଏ । ଯେତେ ବି ସେଲ୍ସ ଅଛି ସବୁକୁ ଷ୍ଟ୍ରଙ୍ଗ କରିବାରେ ଏହି କାଢା ଜବରଦସ୍ତ ହୋଇଥାଏ ।

୫- ଏହି କାଢା ର ସେବନ କରିବା ଦ୍ଵାରା ଶରୀରର ମେଟାବୋଲିଜୋମ ବୃଦ୍ଧି ହୋଇଥାଏ । ଯାହା ଦ୍ଵାରା ଓଜନ କମ ହେବାରେ ଲାଗିଥାଏ । ଏବେ ଆସନ୍ତୁ ଜାଣିବା ଏହି କାଢା କେମିତି ତିଆରି କରିବା ।

ଯଦି ଆପଣ ଏହାର କାଢା ତିଆରି କରିବାକୁ ଚାହୁଁଛନ୍ତି ଏକ ଗ୍ଳାସ ପାଣିରେ ଏକ ଚାମଚ ଅର୍ଜୁନ ଛାଲ ଓ ଅଧ ଚାମଚ ଡାଲଚିନି ପାଉଡର ପକାଇ ଅଧା ଫୁଟିବା ଯାଏଁ ଫୁଟାନ୍ତୁ । ଏହା ପରେ ଏକ ପତ୍ରକୁ ଛାଣି ଦିଅନ୍ତୁ । ଦିନରେ ଥରେ ସକାଳୁ ଖାଲି ପେଟରେ ସେବନ କରିଲେ ବେଷ୍ଟ ହୋଇଥାଏ । ଏହାର ଆପଣ ଚାହା ତିଆରି କରିବାକୁ ଚାହୁଁଥିଲେ ଏକ ପାତ୍ରରେ ଏକ ଗ୍ଳାସ ପାଣି ନେଇ ସେଥିରେ ଅଧ ଚାମଚ ଅର୍ଜୁନ ଛାଲ ଓ ଏକ ଚତୁର୍ଥାଂଶ ଡାଲଚିନି ପାଉଡର ପକାନ୍ତୁ ।

ଏହାକୁ ଅଳ୍ପ ସମୟ ଯାଏଁ ଫୁଟାଇବା ପରେ କ୍ଷୀର ପକାନ୍ତୁ । ଏଥିରେ ଗୁଡର ପ୍ରୟୋଗ କରିପାରିବେ ନିଜର ସ୍ଵାଦ ଅନୁଯାୟୀ । ଏହି ଚାହା କୁ ଆପଣ ଦିନକୁ ୨ ଥର ସେବନ କରିପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ହେଲଥ ଟିପ୍ସ ଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *