ଦୁର୍ଗା ପୂଜାରେ ହେଉଛି ମହାସଂଯୋଗ, ଏହି 5ଟି ରାଶିରେ ହେବ ଧନର ବର୍ଷା… ଶୀଘ୍ର ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ !

ବନ୍ଧୁଗଣ ପବିତ୍ର ଦଶହରା ପର୍ବ ଉପଲକ୍ଷେ ଆପଣ ମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଓ ଶୁଭକାମନା । ତେବେ ଦୀର୍ଘ ୫୦୦ ବର୍ଷ ପରେ ଗ୍ରହ ମାନଙ୍କରେ ବନୁଅଛି ମହା ସଂଯୋଗ । ଗ୍ରହ ଓ ନକ୍ଷତ୍ର ଗୁଡିକର ପରିବ୍ରତ୍ତାନ ରାଶିଚକ୍ର ଉପରେ ପ୍ରଭାବ ପକାଇଥାଏ । ଏହି ମହା ସଂଯୋଗ ପବିତ୍ର ଦୁର୍ଗାପୂଜା ଅବସର ରେ ଘଟୁ ଥିବାରୁ ଜଗତ ଜନନୀ ମା ଦୂର୍ଗା ଏହି ୮ଟି ରାଶିର ଉପରେ ଟଙ୍କା ବର୍ଷା କରିବାକୁ ଯାଉଛନ୍ତି । ଏହା ଫଳରେ ଏହି ରାଶି ମାନଙ୍କର ଭାଗ୍ୟ ଦୁର୍ଗାପୂଜା ପର ଠାରୁ ଚମକିବାରେ ଲାଗିବ । ଚଳିତ ବର୍ଷ ଦୂର୍ଗାପୂଜା ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇ ଅକ୍ଟୋବର ୫ରେ ସରିବାକୁ ଯାଉଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ଏହି ରାଶିର ଲୋକ ମାନଙ୍କର ସୋଇଥିବା ଭାଗ୍ୟ ଉଦୟ ହେବାକୁ ଯାଉଛି । ଆପଣ କାହା କଥାରେ ମୁଣ୍ଡ ପୁରାନ୍ତୁ ନାହି । ବ୍ୟାପାର ବାଣିଜ୍ୟରେ ଭଲ ହେବାକ ଯାଉଛି । କାରୋବର ଦିନକୁ ଦିନ ବୃଦ୍ଧି ହେବ ସହ କୌଣସି ଜିନିଷର ଅଭାବ ରହିବ ନାହି । ଆପଣଙ୍କର ବୁଡି ଯାଇଥିବା ଟଙ୍କା ପଇସା ପୁଣି ଫେରି ପାଇବାର ସମ୍ଭାବନା ରହିଛି । ଚାକିରିରେ ପଦୋନ୍ନତି ହେବ । ଜୀବନ ସାଥିଙ୍କ ସହ ପ୍ରେମ ସମ୍ପର୍କ ବୃଦ୍ଧି ହେବ । ଅଯଥା ଜିନିଷରେ ପଇସା ଖର୍ଚ୍ଚ ହୋଇପାରେ । ପରିବାର ପାଇଁ କର୍ତ୍ତବ୍ୟ ପୁରା କରିବେ ।

ଘରେ ଓ ପରିବାରରେ ହସ ଖୁସି ମାହୋଲ ରହିବ । ଆୟରେ ବୃଦ୍ଧି ହେବ । ଆପଣ ଭାବୁକ ହେଲେ ଦୁଖୀ ହୋଇ ପାରନ୍ତି । ଆପଣଙ୍କୁ ସଫଳତା ହାସଲ ହେବାକୁ ଯାଉଛି । ଅପାର ସମ୍ପତିର ଅଧିକାରୀ ହେବେ । ଧନର ବର୍ଷା ହେବ । ମା ଦୁର୍ଗାଙ୍କ କୃପାରୁ ଅଟକି ରହିଥିବା କାର୍ଯ୍ୟ ପୁରା ହେବ । ନୂତନ କାମ ମଧ୍ୟ ଆରମ୍ଭ କରିବେ ଓ ସେଥିରେ ସଫଳ ହେବେ । ଯେଉଁ ମାନେ ବେରୋଜଗାର ଅଛନ୍ତି ସେମାନଙ୍କୁ ରୋଜଗାର କରିବାର ଅବସର ମିଳିବ । ପାରିବାରିକ ଜୀବନ ସୁଖମୟ ରହିବ । ଉତ୍ତମ ଜୀବନ ସାଥି ମିଳିବ ।

ଦାଂପତ୍ଯ ଜୀବନ ହସ ଖୁସିରେ କଟିବ । ସମାଜରେ ପ୍ରତିଷ୍ଠା ହାସଲ କରିବେ । ମାତା ପିତାଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଧନ ହାସଲ କରିବା ପାଇଁ ଅନେକ ପ୍ରକାରର ଅବସର ମିଳିବ । ବନ୍ଧୁଙ୍କ ସହଯୋଗ ମିଳିବ । ଆପଣଙ୍କ ଜୀବନରେ ବାଧା ସୃଷ୍ଟି ହେବ ନାହି । ଯେଉଁ ମାନେ ପ୍ରେମ କ୍ଷେତ୍ରରେ ଅଛନ୍ତି ସେମାନେ ନିଜର ମନ କଥା କହିବା ପାଇଁ ସଠିକ ସମୟ ରହିଛି । ଜୀବନରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କୁ ବେଶ ଆନନ୍ଦ ପ୍ରଦାନ କରିବ ।

ତେବେ ଆମେ ଯେଉଁ ଭାଗ୍ୟଶାଳି ରାଶି ଗୁଡିକ ବିଷୟରେ କହୁଛୁ ସେମାନେ ହେଉଛନ୍ତି ବିଛା ରାଶି, ସିଂହ ରାଶି, କନ୍ୟା ରାଶି, ମିଥୁନ ରାଶି ଓ କୁମ୍ଭ ରାଶି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *