ଆସୁଛି ଦଶହରା, ମା’ ଦୂର୍ଗାଙ୍କ କୃପା ରହିବ ଏହି 6ଟି ରାଶିରେ ଉପରେ… ମିଳିବ ବଡ ଖୁସିର ଖବର

ଦର୍ଶକ ବନ୍ଧୁ ଯେବେ ଭଗବାନ ମଣିଷ ଉପରେ ଖୁସି ହୋଇଥାନ୍ତି ସେତେବେଳେ ମଣିଷ ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିଥାଏ । ଏହି ପବିତ୍ର ଦୂର୍ଗା ପୂଜାରେ ଗ୍ରହ ନକ୍ଷତ୍ର ନିଜର ଗାଡି ବଦଳାଇବାକୁ ଯାଉଛନ୍ତି । ତେଣୁ କିଛି ରାଶିର ବ୍ୟକ୍ତି ମାନଙ୍କର ଜୀବନରେ ମା ଦୂର୍ଗା ଙ୍କ ରୂପା ଦ୍ରୁଷ୍ଟି ପଡିବାକୁ ଯାଉଛି । ତେବେ ଆପଣ ଜାଣିଥିବେ ଦୂର୍ଗା ପୂଜ ଆରମ୍ଭ ହୋଇ ସାରିଛି ସେପ୍ଟେମ୍ବର ୨୬ ରୁ ଆଉ ଅକ୍ଟୋବର ୫ ରେ ଶେଷ ହେବ । ତେବେ ଆସନ୍ତୁ ଜାଣିବା ସେହି ୬ଟି ରାଶି ମାନଙ୍କ ବିଷୟରେ ଯେଉଁ ମାନଙ୍କର ଭାଗ୍ୟରେ ପରିବର୍ତ୍ତନ ଘଟିବାକୁ ଯାଉଛି ।

କୁମ୍ଭ ରାଶି : ମା ଦୂର୍ଗାଙ୍କ କୃପାରୁ ଆପଣଙ୍କ ଦ୍ଵାରା କରା ଯାଇଥିବା ଆର୍ଥିକ ଯୋଜନା ସବୁ ସଫଳ ହେବ । ବ୍ୟାପାର ବାଣିଜ୍ୟରେ ମଧ୍ୟ ଶୁଭ ଫଳ ପ୍ରାପ୍ତ କରିବେ । ଅଧିକ ମାତ୍ରାରେ ଧନ ଉପାର୍ଜନର ଯୋଗ ରହିଛି । ଆପଣଙ୍କର ଜୀବନରେ ରହିଥିବା ସବୁ ବିନାଶକାରୀ ଶକ୍ତିର ଅନ୍ତ ହେବାକୁ ଯାଉଛି ।

ସିଂହ ରାଶି : ଆସୁଥିବା ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଭଲ ରହିବ । ଛାତ୍ର ଛାତ୍ରୀ ମାନେ ଏହି ସମୟରେ ସଫଳତା ହାସଲ କରିବେ । ଯଦି ଚାକିରି ଖୋଜୁଛନ୍ତି ତେବେ ନୂଆ ନୂଆ ଅବସର ପ୍ରାପ୍ତ ହେବ । ଆପଣଙ୍କର ଆର୍ଥିକ ସମସ୍ଯା ଦୂର ହେବାକୁ ଯାଉଛି । ଜୀବନରେ ଖୁସି ର ଆଗମନ ହେବ ।

କନ୍ୟା ରାଶି : ଏହି ରାଶିର ବ୍ୟକ୍ତିଙ୍କ ଉପରେ ମା ଦୂର୍ଗାଙ୍କ ଅଶେଷ କୃପା ଦ୍ରୁଷ୍ଟି ପଡିବାକୁ ଯାଉଛି । ଯାହା ଫଳରେ ଆପଣଙ୍କ ଜୀବନରେ ରହିଥିବା ସବୁ ଖରାପ ସମୟ ର ଅନ୍ତ ଘଟିବ । ସବୁ ଦୁଖର ଅନ୍ତ ଘଟିବାକୁ ଆଉଛି । ଚାକିରି ଓ ବ୍ୟାପାର କ୍ଷେତ୍ରରେ ଅର୍ଥ ଲାଭ ହେବାର ଶୁଭ ଯୋଗ ବନୁଅଛି । ନିଜ ପରିଶ୍ରମ ଅନୁଯାୟୀ ଭଲ ଫଳ ମିଳିବ । ପ୍ରତେକ କ୍ଷେତ୍ରରେ ବିଜୟ ହାସଲ କରିବେ ।

ତୁଳା ରାଶି : ଏହି ରାଶିର ବ୍ୟକ୍ତିଙ୍କ ଉପରେ ମ ଦୂର୍ଗା ସନ୍ତୁଷ୍ଟ ରହିବେ । ଆଗାମୀ ସମୟରେ ଆପଣଙ୍କୁ ଏକ ବଡ ଖୁସି ଖବର ମିଳିବାକୁ ଯାଉଛି । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା କଳହ ଦୂର ହେବାକୁ ଯାଉଛି । ଘରେ ଦୁଖ କଷ୍ଟ ଲାଗି ରହିବ ନାହି । ଭୂମି, ବାହନ କ୍ରୟ କରିବାରେ ସକ୍ଷମ ହେବେ ।

ବୃଷ ରାଶି : ଆପଣଙ୍କ ଜୀବନରେ ଖୁସିର ଆଗମନ ହେବାକୁ ଯାଉଛି । ଚାକିରି କରୁଥିଲେ ଆପଣଙ୍କର ପଦୋନ୍ନତି ହେବ । ସବୁ କାର୍ଯ୍ୟରେ ସଫଲାତ ହାସଲ କରିବେ । ଜୀବନରେ କୌଣସି ଜିନିଷର ଅଭାବ ରହିବ ନାହି । ଏହି ଦଶହରାରେ ଆପଣଙ୍କ ଘରେ ହସ ଖୁଶିର ମାହୋଲ ଲାଗି ରହିବ ।

ବିଛା ରାଶି : ନବରାତ୍ର ଆରମ୍ଭ ହେବା ଦିନ ଠାରୁ ଏମାନଙ୍କର ଖୁଶିର ଦିନ ଆରମ୍ଭ ହୋଇ ସାରିଛି । ମହିଳାମାନେ ନିଜର ସମୟ ହସ ଖୁସିରେ ବିତାଇବେ । ଗଚ୍ଛିତ ଧନରେ ବୃଦ୍ଧି ଘଟିବ । ସାମାଜିକ କ୍ଷେତ୍ରରେ ମାନ ସମାନ ବୃଦ୍ଧି ପାଇବ । ଜୀବନର ସବୁ ସମସ୍ଯା ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *