ଏମିତି ମହିଳାଙ୍କ ଠାରୁ ସାବଧାନ! ଏଭଳି ଦଣ୍ଡ ଭଗବାନ କୌଣସି ଚୋରକୁ ନ ଦେଉ… ଦେଖନ୍ତୁ Video

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଆମ ଦେଶରେ କିଛି ଏମିତି ମୂର୍ଖ ଚୋର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜର ମୁର୍ଖାମି ପାଇଁ କ୍ୟାମେରା ଆଗରେ ଧାରା ପଡିଛନ୍ତି । ସେମାନେ ଚୋରୀ କରିବା ସମୟରେ ଏମିତି ହରକତ କରିଛନ୍ତି ଯାହାକୁ ଆପଣ ମାନେ ଦେଖିଲେ ବି ହସି ହସି ଗଡିଯିବେ । ତେବେ ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ । ତେବେ ଏକ ଘଟଣା ରେ ଜଣେ ମହିଳା ନିଜ ଝିଅ ସହ ସୁନା ଦୋକାନକୁ ଯାଇଛନ୍ତି କିନ୍ତୁ ସେଠାରେ ସୁନା ଚୋରୀ କରିବାରେ ଲାଗିଛନ୍ତି ଯାହା କ୍ୟାମେରା ରେ ରେକର୍ଡ ହୋଇଗଲା ।

ଏହା ପରେ ସୁନା ଦୋକାନର ମାଲିକ ଜଣକ ବହୁତ ଭଲ ହୋଇ ଥିବରୁ ଚୋରୀ କରୁଥିବା ମହିଳା ଙ୍କୁ ଧରିବା ସହ ତାଙ୍କୁ ଲିଖିତ ଆକାର ରେ ଦସ୍ତଖତ କରାଇଲେ କି ଆଉ ଆଗକୁ ଏମିତି ଚୋରୀ କରିବେ ନାହି ଆଉ ମହିଳା ଜଣକ ମଧ୍ୟ ସାଇନ କରିଲେ ପେପର ରେ । ସତରେ ମହିଳା ଜଣକ ଚୋରୀ କରିବା ସମୟରେ ଅସାବଧନତା କରିବାରୁ ଏମିତି ଧରା ପଡିଲେ ଆଉ ବେଜିତ ମଧ୍ୟ ହେଲେ ।

ଏମିତିରେ ଦେଖିବାକୁ ଗଲେ ପଡୋଶୀ ଏମାନେ ଜାସୁଶୀ କରିବାରେ ମହିର ହୋଇଥାନ୍ତି । କିନ୍ତୁ ଏହି ଜାସୁଶୀ ଅନେକ ସମୟରେ ଟଙ୍କା ହାସଲ କରିବାରେ ସାହାଜ୍ଯ କରିଥାଏ । ଏହାର ଉଦାହରଣ ଭାବେ ଲକ୍ଷ୍ନୌ ରେ ୨୦୨୨ ମେ ୮ ରେ ରାତିରେ କିଛି ଚୋର ଘରକୁ ଖାଲି ଥିବାର ଦେଖି ଘରର କବାଟ ଭାଙ୍ଗି ଯିବାକୁ ଭିତରକୁ ଯିବାର ଚେଷ୍ଟା କରୁଥିଲେ ସେହି ସମୟରେ ସେଠିକାର ପଡୋଶୀ ସିସିଟିଭି ରେ ରେକର୍ଡ କରିବାକୁ ଲାଗିଲେ ।

ଆଉ ତା ପରେ ଚୋର ଘର ଭିତରକୁ ଏଣ୍ଟ୍ରି କରିଲେ ସତ କିନ୍ତୁ ପଡୋଶୀ ଏତେ ଜୋର ରେ ପାଟି କରିଲେ କି ସେମାନେ ନିଜ ଜୋତା ଚପଲ ଛାଡି ଦୌଡିବାରେ ଲାଗିଲେ । ସତରେ ଏହି ଘଟଣା ଟି ବହୁତ ମଜାଦାର ହୋଇଛି । ବନ୍ଧୁଗଣ ଆପଣ ମାନେ ଦୋକାନ ର ଆଇନା, ତାଲା ଭାଙ୍ଗି ଚୋର ମାନର କେମିତି ସୁନା, ସମାନ ବା ଇଲେକ୍ଟ୍ରି ଜିନିଷ ଚୋରୀ କରିଥାନ୍ତି ତାହ ଆପଣ ମାନେ ନିଶ୍ଚୟ ଦେଖିଥିବେ ।

କିନ୍ତୁ ସେପ୍ଟେମ୍ବର ୨୦୨୦ ୨୫ ରେ ଜଣେ ଚୋର ଦୋକାନ ଭିତରେ ଆଇନା ଭାଙ୍ଗି ପଶିଲା ଆଉ ସିଲିକନ କଣ୍ଢେଇ ଚୋରୀ କରି ଦୌଡିବାରେ ଲାଗିଲା । ସତରେ ଏହି ଘଟଣା ଟି ବେଶ ମଜାଦାର ହୋଇଛି । ଅନ୍ୟ ଏକ ଘଟଣା ହେଉଛି ମୂର୍ଖ ଚୋର ୧୨ ମର୍ଚ୍ଚା ୨୦୧୮ ରେ ଘଟିଥିବା ରାତିରେ ଅଧ ରେ ଗୋଟେ ଚୋରା ନ୍ୟୁୟର୍କ ର ଆନିମାଲ ଚେଲଟର ହାଉସ ରେ ଯେମିତି ସେମିତି କବାଟ ଦେଇ ପଶି ଆସିଲା ।

ଚୋର ର କ୍ୟାମେରାରେ ବଳ ଚୋରୀ କରିବାର ଚେଷ୍ଟା ଅସଫଳ ହୋଇଗଲା ଯାହା ରେକର୍ଡ ହୋଇଥିଲା । କିନ୍ତୁ ଅନ୍ୟ ରାସ୍ତା ଦେଇ ଚୋରଟି ମେସିନ ନେଲା ସତ କିନ୍ତୁ ଦୁଇ ଦିନ ପରେ ଧରା ପଡିଲା । ଆଉ ଏକ ମୁର୍ଖାମି ଚୋରା କରିଲା ଡୋନେସନ ବକ୍ସ ରହିଥିଲା କିନ୍ତୁ ସେ ଦେଖି ନ ଥିଲା । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *