କଣ Aryanଙ୍କୁ ମିଳିବ କି ବେଲ୍ ? କଣ କରିବେ Shah Rukh! ଦେଖନ୍ତୁ Video କଣ କହୁଛନ୍ତି NCB Mumbai Team

ଏନସିବୀ କ-ଷ୍ଟ-ଡିରେ ଅର୍ୟନ ଖାନ । ଏହା ହେଉଛି ବଡ ଖବର ଆସନ୍ତା କାଲୀ ତାଙ୍କର ରି-ମା-ଣ୍ଡ ସରୁଛି ତାଙ୍କର । କାଲୀ କୋ-ର୍ଟରେ ତାଙ୍କୁ ହଜାର କରାଯିବ । ଅଧିକ ଦିନ ରି-ମା-ଣ୍ଡରେ ନେବାକୁ ଆବେଦନ ନକଲେ ଏନସିବୀ, ଅର୍ୟନ ପକ୍ଷରୁ ହୋଇଥିବା ଜାମିନ ଆବେଦନର ଶୁଣାଣି ହେବ । ଜାମିନ ଆବେଦନ ଶୁଣାଣି ହେଲେ ତାଙ୍କୁ ମାଜିଷ୍ଟ୍ରେଟ ଜାମିନରେ ଛାଡିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆଇନିଜୀବୀ କହୁଛନ୍ତି । ହେଲେ ବେଲ ମିଳିବକୀ ନହିଁ ତାହା ନିର୍ଭର କରୁଛି ଏନସିବୀ କେଉଁ ତଥ୍ୟ କୋ-ର୍ଟ ଆଗରେ ଉପସ୍ଥାପନା କରୁଛନ୍ତି । ବର୍ତମାନ ସୁଧା ଯାହା ଜଣା ପଡିଛି ଅଳ୍ପ ମାତ୍ରାରେ ଡ୍ର-ଗ୍ସ ଖାଇଥିଲେ ଅର୍ୟନ ।

ଏହା ସହିତ ତାଙ୍କ ପାଖରେ କିଛି ଚାର୍ଟ ମଧ୍ୟ ମିଳିଛି ଯେଉଁଥିରେ ଡ୍ର-ଗ୍ସକୁ ନେଇ ତଥ୍ୟ ମଧ୍ୟ ରହିଛି । ଆଇନଜୀବୀ ମୁତବକ ଯଦି ଅର୍ୟନ ଅଳ୍ପ ମାତ୍ରରେ ଡ୍ର-ଗ୍ସ ବ୍ୟବହାର କରିଥିବେ ତେବେ ବେ-ଲ୍ ମିଳିବାରେ କିଛି ଅସୁବିଧା ହେବ ନହିଁ ।

କିନ୍ତୁ ୱାଟ ଅପ ଚାର୍ଟରୁ ବଡ ଧରଣର ରା-କେ-ଟ ସମ୍ପୃକ୍ତି ନମିଳିଲେ ଜା-ମି-ନ ପାଇବାରେ ଅସୁବିଧା ହେବ ନହିଁ । ତେବେ ସବୁ ନିର୍ଭର କରୁଛି ଏନସିବୀର ତ-ଦ-ନ୍ତ-ରୁ କଣ କଣ ନୂଆ ତଥ୍ୟ ମିଳୁଛି । ସେ କେବଳ ଡ୍ର-ଗ୍ସ ଖାଇଥିଲେ ନା ଡ୍ର-ଗ୍ସ ବ୍ୟବସାୟରେ ସ-ମ୍ପୃ-କ୍ତ ରହିଥିଲେ ।

ଏହା ସ୍ପଷ୍ଟ ହେବାପରେ ତାଙ୍କର ଅ-ପ-ରା-ଧି-କ କାର୍ଯ୍ୟ ଜଣା ପଡିଯିବ । ସେହି ଅନୁସାରେ ନ-ର-କୋ-ଟି-କ୍ସ- ଡ୍ର-ଗ୍ସ ଆଣ୍ଡ ସା-ଇ-କୋ ଟ୍ରା ଫି-କ- ସବଷ୍ଟାନସ ଆକ୍ଟ ୧୯୮୫ ହିସାବରେ ଦ-ଣ୍ଡ ବିଧାନ ଏବଂ ଏପରଜ୍ଯନ୍ତ ମିଳିଥିବା ରି-ପୋ-ର୍ଟ- ଅନୁଯାୟୀ ସେ ବହୁତ ଅଳ୍ପ ମାତ୍ରରେ ଡ୍ର-ଗ୍ସ ସେବନ କରିଥିଲେ । ରି-ମା-ଣ୍ଡରେ ଥିବା ସମୟରେ ଅର୍ୟନଙ୍କୁ ଏନସିବୀ ମେଶ ରୁ ଖାଇବାକୁ ଦିଆଯାଉଥିଲା । ଘରର ଖାଦ୍ଯ ପାଇଁ ଅନୁମତି ନଥିଲା । ରି-ମା-ଣ୍ଡରେ ଥିବା ଅର୍ୟନ ବିଜ୍ଞାନର ବିଭିନ ବହି ପଢିବାକୁ ମାଗିଥିଲେ । ସେ ବହୁତ କମ ପରିମାଣର ଡ୍ର-ଗ୍ସ ରଖୀ ଥିଲେ ଖାଲି କ-ଞ୍ଜ୍ଯ-ମ କରିବା ପାଇଁ ସେଥିଲାଗି ବହୁତ ସମ୍ଭାବନା ରହିଛି ତାଙ୍କୁ ବହୁତ ଶୀଘ୍ର ବେ-ଲ୍ ମିଳିବାର ।

ଯଦି ଆଉ କିଛି ପ୍ରମାଣ ତାଙ୍କ ବି-ରୁ-ଦ୍ଧ-ରେ ନମିଳେ ଖାଲି ଏହି କଥା ଥିବ ସେ ବେ-ଲ ପାଇଯିବେ । ମୁମ୍ବାଇ କୃଜ କେ-ଶ-ରେ ମଧ୍ୟ ଦୁଇଜଣ ଓଡିଆ ମଧ୍ୟ ଗି-ର-ଫ ହୋଇଛନ୍ତି । ଡ୍ର-ଗ୍ସ ମା-ମ-ଲା-ରେ କିପରି ସମପୃକ୍ତି ରହିଛି ସ୍ପଷ୍ଟ ହୋଇନାହିଁ । ଡ୍ର-ଗ୍ସ ଖାଇଥିଲେକି ପାଖରେ ରଖିଥିଲେ କି କିଣା ବିକାରେ ସମ୍ପୃକ୍ତି ଥିଲେ ତାହା ତ-ଦ-ନ୍ତ ପରିସର ଭୁ-କ୍ତ ରହିଛି । ଦୁଇ ଓଡିଆ ମନିଷ ରାଜଘରିଆ ଓ ଦିନନାଥ ସାହୁଙ୍କୁ ୧୧ ରାଇଖ ପର୍ଯ୍ୟନ୍ତ ହେପାଜତରେ ନିଆଯାଇଛି । ସେପଟେ ଓଡିଶାରେ ନି-ଶା କାରୋବର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

Leave a Reply

Your email address will not be published. Required fields are marked *