Aryan Khan ଓ Munmun Dhamecha ଙ୍କ ମଧ୍ୟରେ କଣ ସମ୍ପର୍କ

ଅକ୍ଟୋବର ୩ ରବିବାର ଦିନ ନରକୋଟିକ୍ସ କନ୍ଟ୍ରୋଲ ବ୍ୟୁରୋ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଡ୍ର-ଗ୍ସ ସେବନ ଓ ଡ୍ର-ଗ୍ସ ରଖିଥିବା ଅ-ପ-ରା-ଧ-ରେ ଗି-ର-ଫ କରି ନିଜ କଷ୍ଟଡିରେ ରଖିଛି । କେବଳ ଆର୍ୟନ ଖାନ ନୁହନ୍ତି ତାଙ୍କ ସହିତ ଏନସିବି ଆହୁରି ୭ ଜଣ ଗି-ର-ଫ କରିଛି । କିନ୍ତୁ ପ୍ରଥମେ ଏନସିବି ଆର୍ୟନ ଖାନଙ୍କ ସହ ଆରବାଜ ମର୍ଚାନ୍ଟ ଓ ମୁନମୁନ ଧାମଚାଙ୍କୁ ଏନସିବି ଗି-ର-ଫ କରିଥିଲା । ଏହା ପରେ ସମସ୍ତଙ୍କୁ ଗି-ର-ଫ କରିଛି । କିନ୍ତୁ ଏହି କେ-ସରେ କେବଳ ଏହି ୩ ଜଣଙ୍କ ନାଁ ଅଧିକ ସାମ୍ନାକୁ ଆସୁଛି ।

ଅରବାଜ ଓ ଆର୍ୟନ ଖାନ ଘନିଷ୍ଠ ବନ୍ଧୁ ଅଟନ୍ତି ଓ ଅରବାଜ ହିଁ ଆର୍ୟନ ଖାନଙ୍କୁ କ୍ରୁଜ ଶି-ପ-ରେ ଆଣିଥିଲେ । ଆର୍ୟନ ଖାନଙ୍କ ଭଉଣୀ ସୁହାନା ଓ ଅନନ୍ୟା ପାଣ୍ଡେଙ୍କ ସହ ଅରବାଜଙ୍କ ବହୁତ ଫଟୋ ସୋ-ସି-ଆ-ଲ ମି-ଡି-ଆ-ରେ ଦେଖିବାକୁ ମିଳିଛି ।

ଏମିତିରେ ବର୍ତ୍ତମାନ ସମସ୍ତେ ମୁନମୁନ ଧାମଚାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି । ଯିଏକି ଏମାନଙ୍କ ସହ ଗି-ର-ଫ ହୋଇଛି । ମୁନମୁନ ଧାମଚା ମୁମ୍ବାଇର ନୁହନ୍ତି ସେ ମଧ୍ୟ ପ୍ରଦେଶର ବାସିନ୍ଦା ଅଟନ୍ତି । ମୁନମୁନ ଧାମଚାଙ୍କ ବିଷୟରେ ସମସ୍ତ ତଥ୍ୟ ବର୍ତ୍ତମାନ ଗୋ-ପ-ନୀ-ୟ ରୂପରେ ରଖା ଯାଇଛି । କିନ୍ତୁ କହିଦେଉଛୁ କି ମୁନମୁନ ଧାମଚା ଜଣେ ପ୍ରତିଷ୍ଠିତ ବିଜନେସମ୍ୟାନଙ୍କ ଝିଅ ଅଟନ୍ତି ଓ ତାଙ୍କର ବୟସ ୨୩ ବର୍ଷ । କୁହାଯାଉଛି କି ମୁନମୁନ ଧାମଚା ଜଣେ ମଡେଲ ଅଟନ୍ତି ।

ସେ ଫ୍ୟାସନ ଡିଜାଇନ ମାଧ୍ୟମରେ ବଲୀଉଡର ବଡ ବଡ ଷ୍ଟାରଙ୍କ ସହ ସ-ମ୍ପ-ର୍କ-ରେ ଆସିଥିଲେ । ଯାହାର ଅନ୍ଦାଜ ଆପଣ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଷ୍ଟାରଙ୍କ ସହ ତାଙ୍କର ଫଟୋ ଦେଖି ଜାଣି ପାରିବେ । ମୁନମୁନ ଧାମଚା ପ୍ରାୟତଃ ବହୁତ ଷ୍ଟାରଙ୍କ ସହ ଫଟୋ ଉଠାଇ ନିଜର ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଶେୟାର କରିଥାନ୍ତି । ସେ ଅର୍ଜୁନ ରାମପାଳ, ବରୁଣ ଧବନ, ଗୁରୁ ରନ୍ଧୱା ଭଳି ଷ୍ଟାର ଅଛନ୍ତି । ସମସ୍ତେ ଆର୍ୟନ ଖାନଙ୍କ ବିଷୟରେ ଜାଣିଛନ୍ତି ।

କିନ୍ତୁ ଏହି କେ-ସରେ ପ୍ରଥମ ଥର ଲୋକଲୋଚନକୁ ଆସିଥିବା ମୁନମୁନ ଧାମଚାଙ୍କ ବିଷୟରେ ଜାଣିବା ପାଇଁ ଲୋକମାନ ଇଚ୍ଛୁକ ହେଉଛନ୍ତି । ଚାରିଆଡେ ଆର୍ୟନ ଖାନଙ୍କ ସହ ମୁନମୁନ ଧାମଚାଙ୍କ ବିଷୟରେ ବି ଚର୍ଚା ଚାଲିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ବିଷୟରେ ସଠିକ ସୂଚନା ମିଳି ନାହିଁ । କୁହାଯାଉଛି କି ତାଙ୍କର ସମସ୍ତ ତଥ୍ୟକୁ ଗୋପନୀୟ ରଖିବାକୁ ଚେଷ୍ଟା କରାଯାଉଛି । କିନ୍ତୁ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ଯୁଗରେ କୌଣସି କଥା ଅଧିକ ଦିନ ଲୁଚାଇ ରଖି ହେବ ନାହିଁ । ତାହା ଆଜି ନ ହେଲେ କାଲି ନିଶ୍ଚିତ ରୂପରେ ସାମ୍ନାକୁ ଆସିଯିବ ।

Leave a Reply

Your email address will not be published. Required fields are marked *