ଅଶ୍ଵଗନ୍ଧା ଆପଣଙ୍କ ଭାବନା ଠାରୁ ବି ଅଧିକ ଲାଭକାରୀ, କିନ୍ତୁ ସାବଧାନ! କିଏ ଖାଇବେ ଓ କିଏ କହିବେ ନାହିଁ ଜାଣନ୍ତୁ

ଆପଣ ମାନେ ପ୍ରାୟତଃ ଆୟୁର୍ବେଦିକ ବହି ବା ଔଷଧରେ ଅଶ୍ଵଗନ୍ଧା ନା ଶୁଣିବାକୁ ପାଇଥିବେ ଆଉ ଏହା ମଧ୍ୟ ଶୁଣିବାକୁ ପାଇଥିବେ ଯେ ଏହାକୁ ବ୍ୟବହାର କରିବା ଦ୍ଵାରା ମଣିଷ ଜୀବନ ସବୁଦିନ ପାଇଁ ବଦଳି ଯାଇଥାଏ । ତେବେ ଅଶ୍ଵଗନ୍ଧା ଯେତେ ଲାଭକାରୀ ଓ ଗୁଣକାରୀ ହୋଇଥାଏ ସେତିକି ସାବଧାନ ରହିବା ମଧ୍ୟ ଉଚିତ କାହିଁକିନା ଏହାର ଭୁଲ ଉପଯୋଗ ଆପଣଙ୍କ ପାଇଁ ବହୁତ ହାନିକାରକ ହୋଇପାରେ ଯଦି ଆପଣ ମଧ୍ୟ ଚିନ୍ତାରୁ ମୁକ୍ତ ହବାକୁ ଚାହନ୍ତି ଆଉ ନିଜ ଶରୀରକୁ ସ୍ଵସ୍ଥ ରଖିବାକୁ ଚାହନ୍ତି ତେବେ ଅଶ୍ଵଗନ୍ଧା ବ୍ୟବହାର କରନ୍ତୁ କିନ୍ତୁ ମନେ ରଖିବେ ଏହାର ଉପଯୋଗ ନଯାନୀ ବ୍ୟବହାର କରିବେ ନାହିଁ ।

ଅଶ୍ଵଗନ୍ଧା ଗୋଟେ ଗଛର ମୂଳ ଦ୍ଵାରା ତିଆରି ହୋଇଥାଏ ଗଛ ର ମୂଳକୁ ଶୁଖାଇ ତାକୁ ପାଉଡର ନଚେତ କ୍ୟାପସୁଲ ଭଳି ବ୍ୟବହାର କରା ଯାଇଥାଏ କିନ୍ତୁ ଚିକିତ୍ସକ ମାନଙ୍କ କହିବା ଅନୁଯାଇ କ୍ୟାପସୁଲ ଭାବରେ ଆସିବା ପାଇଁ ଅଶ୍ବଗନ୍ଧାକୁ ବହୁତ ପ୍ରୋସେସ ଦେଇ ଆସିବାକୁ ପଡିଥାଏ ସେଥିପାଇଁ ତା ଠାରୁ ଭଲ ଆପଣ ପାଉଡର ଫର୍ମ ବ୍ୟବହାର କରନ୍ତୁ କିନ୍ତୁ ଟଙ୍କା ଦେଖିବେ ନାହିଁ ପାଉଡର ଫର୍ମରେ ମିଶାଇ କମ ଦାମ ଜିନିଷ ମଧ୍ୟ ବିକା ହୁଏ ସେଥିପାଇଁ ଭଲ କ୍ଵାଲିଟି ଦେଖିକି ନିଅନ୍ତୁ ।

କଣ ଆପଣ ଜାଣିଛନ୍ତି ଅଶ୍ଵଗନ୍ଧା ଆମ ଶରୀରରେ ଚିନ୍ତା କରୁଥିବା ହାର୍ମୋନକୁ କମ କରିଥାଏ ଏହା ଛଡା ଟେଷ୍ଟୋଟେରମ ନାମକ ହାର୍ମୋନକୁ ବଢାଇଥାଏ ଯାହା ଦ୍ଵାରା ମଣିଷ ନିଜ ସବୁ ଚିନ୍ତା ଭୁଲି ମୁଡ ଫ୍ରେସ ଭଳି ଲାଗିଥାଏ । ତେବେ ଏହା ଦ୍ଵାରା ଆମ ଶରୀର ନୂଆ ନୂଆ ତେଷ୍ଟୋଟେରମ ନିର୍ମାଣ ହୁଏ ଆଉ ଆମକୁ ଭଲ ଅନୁଭବ ହୋଇଥାଏ । ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଅଶ୍ଵଗନ୍ଧା ବହୁତ ଗରମ ହୋଇଥାଏ ସେଥିପାଇଁ ଆଲସର ଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ଶିଶୁକୁ ସ୍ତନ ପାନ କରାଉଥିବା ମହିଳା, ଲୋ ବିପି ବ୍ୟକ୍ତି ଆଉ ଯାହାର ସବୁବେଳେ ପେଟ ଗରମ ରହିଥାଏ ସେହି ଭଳି ବ୍ୟକ୍ତିକୁ ଏହାର ସେବନ କେବେ ବି କରିବା ଉଚିତ ନୁହଁ ।

ତେବେ ମନେ ରଖନ୍ତୁ ଲୋ ବିପି ଲୋକଙ୍କ ପାଇଁ ଏହା ବିଆଇଏସ କାହିଁକିନା ହାଇ ବିପି ମାନଙ୍କ ବିପି ସନ୍ତୁଳିତ କରିଥାଏ ଅଶ୍ଵଗନ୍ଧା କିନ୍ତୁ ଲୋ ମାନଙ୍କ ବିପି ଆଉ ଲୋ ହେଲେ ତାଙ୍କ ଜୀବନ ପ୍ରତି ବିପଦ ଆସିଥାଏ । ଅଶ୍ଵଗନ୍ଧା ଖାଇବାର ସଠିକ ସମୟ ହେଲା ରାତି ଖାଇବାର ୨ ଘଣ୍ଟା ପରେ ଆଉ ଶୋଇବାର ୧ ଘଣ୍ଟା ଆଗରୁ ।

ଏହା ଛଡା ଯଦି ସକାଳେ ଖାଇବାକୁ ଚାହାନ୍ତି ତେବେ ଉଠିବାର ଘାନ୍ତେ ପରେ ଆଉ ତା ୨ ଘଣ୍ଟା ପରେ ଖାଇବା ଖାଇବେ, ତେବେ ଏହାକୁ ଦିନରେ କେବଳ ଥରେ ସେବନ କରିବେ ଯେଉଁ ମାନେ ଜିମ ଯାଉଛନ୍ତି ସେ ଅଳପ ଅଳପ ଦୁଇ ଥର ସେବନ କରି ପାରିବେ କେହି ବି ଅଧା ଚାମଚ ଠାରୁ ଅଧିକ ସେବନ କରିବେ ନାହିଁ ଆଉ ଏହାକୁ କ୍ଷୀର ସହ ମିଶାଇ ପିବା ଉଚିତ ନଚେତ ପାଣି ସହ ମଧ୍ୟ ସେବନ କରି ପାରିବେ ସୁଆଦ ବଦଳିବା ପାଇଁ ମିଶିରି ପକାଇ ପାରନ୍ତି ।

Leave a Reply

Your email address will not be published. Required fields are marked *