ପବିତ୍ର ସ୍ତ୍ରୀ ମାନଙ୍କର ଏହି ୩ ଟି ଖାସ ପରିଚୟ ହୋଇଥାଏ- Chanakya Niti

ବନ୍ଧୁଗଣ, ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଗୋଟିଏ ନୀତିଗ୍ରନ୍ଥ ଅଟେ । ଏଥିରେ ଜୀବନ କୁ ସଫଳ ଏବଂ ସୁଖମୟ ବନାଇବା ପାଇଁ ଉପଯୋଗୀ ଉପାୟ ମାନ ବର୍ଣ୍ଣନା କରାଯାଇଅଛି । ଏହି ଗ୍ରନ୍ଥର ମୁଖ୍ୟ ଉଦେଶ୍ୟ ମାନବ ସମାଜକୁ ଉଚିତ ଦିଗ ଦେଖାଇବା ଉପରେ ଆଧାରିତ । ବନ୍ଧୁଗଣ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଜିଏକି ନିଜର ନୀତି ବାଣୀ ମାଧ୍ୟମରେ ଚନ୍ଦ୍ରଗୁପ୍ତ ମୋରୟା ଙ୍କୁ ରାଜା ର ଗାଦି ରେ ବସାଇ ଦେଇଥିଲେ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟ ଉଲ୍ଲେଖ କରିଥିବା ନାରୀ ମାନଙ୍କ ପରିଚୟ ସମ୍ବନ୍ଧରେ ଜଣାଇବାକୁ ଯାଉଅଛୁ ।

ଆସନ୍ତୁ ତେବେ ଜାଣିବା ସେହି ମହତ୍ବପୂର୍ଣ୍ଣ ବିଷୟବସ୍ତୁ ସମ୍ବନ୍ଧରେ,- ବନ୍ଧୁଗଣ ଭାରତୀୟ ପରିବାରରେ ନାରୀ ଙ୍କୁ ମା ଲକ୍ଷ୍ମୀଙ୍କ ରୂପାସ୍ୱୋରୂପା ମାନା ଯାଇଅଛି । ମାତା ଅର୍ଣ୍ଣପୂର୍ଣା ନାରୀ ମାନଙ୍କୁ ପୋଷଣ ର ବରଦାନ ଦେଇଛନ୍ତି । ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ଯେଉଁଠାରେ ନାରୀ କୁ ପୂଜା କରାଯାଏ  ସେଠାରେ ଦେବତା ରମଣ କରିଥାନ୍ତି ।

୧- ପ୍ରଥମ ଲକ୍ଷଣ;- ଯେଉଁ ଲୋକ ମାନଙ୍କର ଶରୀରରେ ହାଲ୍କା ରୋମ ରହିଥାଏ ସେମାନେ ବହୁତ ପବିତ୍ର ହୋଇଥାନ୍ତି । ଏହିଭଳି ମହିଳା ମାନେ କୌଣସି ପରିସ୍ଥିତିରେ ମଧ୍ୟ ନିଜ ସ୍ବାମୀଙ୍କର ହାତ ଛାଡି ନଥାନ୍ତି । ଏହିଭଳି ନାରୀ ମାନେ କୌଣସି ପରିସ୍ଥିତିରେ କାହାଠାରୁ ଡରନ୍ତି ନାହିଁ । ଏହିଭଳି ନାରୀ ମାନେ ନିଜ ସ୍ବାମୀଙ୍କୁ ସଚ୍ଚା ପ୍ରେମ କରିଥାନ୍ତି । ଏମାନେ ସର୍ବଦା ନିଜ ସ୍ଵାମୀ ପାଇଁ ସମର୍ପିତ ହୋଇ ରହିଥାନ୍ତି । ଏହା ସହିତ ଏହି ମହିଳା ମାନେ ସମସ୍ତଙ୍କ ନିମନ୍ତେ ଭଲ ଚିନ୍ତାଧାରା ରଖିଥାନ୍ତି ।

୨- ଦିତୀୟ ଲକ୍ଷଣ ;- ଯେଉଁ ମହିଳା ମାନଙ୍କର ମସ୍ତିସ୍କ ଅଥବା ମୁଣ୍ଡରେ କଳାଜାଇ ରହିଥାଏ, ସେମାନେ ତୀବ୍ର ବୁଦ୍ଧି ଏବଂ ଉଚ୍ଚତମ ବିଶ୍ଵାସ ରଖୁଥିବା ମହିଳା ଅଟନ୍ତି । ଏହିଭଳି ସ୍ତ୍ରୀ ମାନଙ୍କ ମଧ୍ୟରେ ମାତା ସୀତାଙ୍କର ଗୁଣମାନ ବିଦ୍ୟମାନ ରହିଥାଏ । ଏମାନଙ୍କ ହୃଦୟ ବହୁତ ବିଶାଳ ହୋଇଥାଏ । ଏହା ସହିତ ଏମାନେ ନିଜ ଘର ପରିବାରର ସଂସ୍କାରକୁ କେବେ ମଧ୍ୟ ଭୁଲନ୍ତି ନାହିଁ । ଏହି ମହିଳା ମାନେ ନିଜ ସ୍ବାମୀଙ୍କୁ ହୃଦୟର ସହିତ ଭଲ ପାଇଥାନ୍ତି । ଏହାସହିତ ଏମାନେ ନିଜ ସ୍ବାମୀଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସାହାର୍ଯ୍ୟ ମଧ୍ୟ କରିଥାନ୍ତି ।

୩- ତୃତୀୟ ଲକ୍ଷଣ ;- ଯେଉଁ ମହିଳା ମାନଙ୍କର ନାକ ତଳ ଭାଗରେ ହାଲକା ଲୋମ ହୋଇଥାଏ, ସେମାନେ ତାଙ୍କର ଧର୍ମ ଏବଂ ଦାନପୂଣ୍ୟ ରେ ବିଶ୍ଵାସ ରଖିଥାନ୍ତି । ସେମାନଙ୍କର ନିଜ ସ୍ଵାମୀ ପାଇଁ ସଦାସର୍ବଦା ଭଲ ପାଇବା ରହିଥାଏ । ଏମାନେ ନିଜ ସ୍ବାମୀଙ୍କୁ ବହୁତ ଆନନ୍ଦ ରେ ରଖିଥାନ୍ତି । ବନ୍ଧୁଗଣ ଏମାନଙ୍କ ସ୍ଵଭାବ ଦ୍ଵାରା ତାଙ୍କ ପରିବାର ବହୁତ ପ୍ରସନ୍ନ ରହିଥାନ୍ତି । ଏହିଭଳି ନାରୀ ମାନେ ନିଜ ସ୍ଵାମୀ ଙ୍କ ମନକୁ ଜିତିବା ସହିତ ନିଜ ପରିବାର ସଦସ୍ୟଙ୍କ ପାଖରେ ପ୍ରିୟପାତ୍ର ହୋଇଥାନ୍ତି । ଏମାନେ ସଦାସର୍ବଦା ସମସ୍ତଙ୍କ ପାଇଁ ଶୁଭକାମନା କରିଥାନ୍ତି ।

ବନ୍ଧୁଗଣ ଏହାଥିଲା ନାରୀ ମାନଙ୍କ ସମ୍ବନ୍ଧରେ ୩ ଟି ମହତ୍ଵପୂର୍ଣ୍ଣ ପରିଚୟ ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଟି କିଭଳି ଲାଗିଲା କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *