୧୩ ଏପ୍ରିଲ ୨୦୨୧ରୁ ନବରାତ୍ରି ଆରମ୍ଭ, ୬ଟି ରାଶି ହେବେ କୋଟିପତି 

ନବରାତ୍ରି ବର୍ଷକୁ ଦୁଇଥର ଆସିଥାଏ ଆଉ ମାତା ଦୂର୍ଗାଙ୍କ ଆଶୀର୍ବାଦ ଲୋକଙ୍କୁ ପ୍ରାପ୍ତ ହୋଇଥାଏ, ତେବେ କିଛି ରାଶି ଲୋକଙ୍କ ସମୟ ବହୁତ ଖରାପ ଚାଲୁଥିଲା କିନ୍ତୁ ବର୍ତମାନ ତାହା ବଦଳି ଯାଇଛି ମତ ଦୂର୍ଗା କିଛି ରାଶିଙ୍କ ଜୀବନ ସବୁ ଦିନ ପାଇଁ ବଦଳିବାକୁ ଯାଉଛନ୍ତି । ନବରାତ୍ରିରେ ମାନଙ୍କର ୯ଟି ରୂପର ପୂଜା କରା ଯାଇଥାଏ, ଏହି ପୂଜା ପୁରା ଭାରତ ବର୍ଷରେ ପାଳନ କରା ଯାଇଥାଏ । ମାତାଙ୍କ ଆଗମନ ଦ୍ଵାରା ସମସ୍ତଙ୍କ ଦୁଃଖ କଷ୍ଟ ଦୂର ହୋଇଥାଏ ଆଉ ଜୀବନରେ ସୁଖ ସମୃଦ୍ଧି ବାତାବରଣ ଆସିଥାଏ । ତେବେ ଆସନ୍ତୁ ଜାଣିବା କିଛି ରାଶିଙ୍କ ବିଷୟରେ ଯାହାଙ୍କ ଭାଗ୍ୟ ମାତା ବଦଳିବାକୁ ଯାଉଛନ୍ତି ।

ମେଷ ରାଶି :

ଏହି ରାଶି ଲୋକଙ୍କ ଜୀବନ ବହୁତ କଷ୍ଟମାୟ ଥିଲା ଆପଣଙ୍କ ଯେଉଁ ଯେଉଁ କାମ ଅଟକି ଯାଇଥିଲା ମା ତାକୁ ସହଜ ଭାବରେ କରାଇବେ । ଆପଣଙ୍କ ଜୀବନ ସବୁ ଦୁଃଖରେ ଆପଣଙ୍କୁ ମା ସାହାୟକ ହୋଇବେ, ଆପ ଯେଉଁ ଲୋକଙ୍କ ଉପରେ ଭରସା କରୁଥିଲେ ସେ ଆପଣଙ୍କୁ ବହୁତ ସାହାଜ୍ଯ କରିବେ ଏହି ସମୟ ଆପଣଙ୍କୁ ମାତାଙ୍କ ପାଖରେ ଘିଅ ଦୀପ ୯ ଦିନ ପ୍ରଜ୍ଵଳିତ କରିବାକୁ ହବ ।

ମିଥୁନ ରାଶି :

ଏହି ରାଶି ଲୋକଙ୍କ ଭାଗ୍ୟ ବହୁତ ଖରାପ ଚାଲିଥିଲା ନିଜ ଲୋକ ବିଶ୍ଵାସଘାତ କରୁଥିଲେ କିନ୍ତୁ ଏବେ ଆଉ ନୁହଁ ମତ ଆପଣଙ୍କ ରାସ୍ତା ସବୁ କଣ୍ଟା ବାହାର କରିବେ ଆପଣ ନିଜ କାର୍ଯ୍ୟରେ ସଫଳତା ପାଇବେ ଜୀବନରେ ଆଗକୁ ବଢିବେ ।

କନ୍ୟା ରାଶି :

ଏହି ରାଶି ଲୋକଙ୍କୁ ନବରାତ୍ରି ଆରମ୍ଭରୁ ମାତାଙ୍କ ଚରଣରେ ଗୋଟେ ନାଲି ଚୂନିରେ ନଡିଆ ବାନ୍ଧି ସେଥିରେ ଗୋଟେ କାଗଜରେ ନାଲି କଲମରେ ନିଜ ନା ଲେଖି ଅର୍ପଣ କରିବାକୁ ହବ ଆଉ ତା ପରେ ନିଜ ଜୀବନ ସବୁ ଦୁଃଖ କଷ୍ଟ ମାଙ୍କୁ କହିବାକୁ ହବ । ଆପଣ ଯଦି ଲୋନ ପାଇଁ ଅପେକ୍ଷା କରୁଛନ୍ତି ତେବେ ଆପଣଙ୍କ ଲୋନ ପାସ ହୋଇଯିବ ଅନ୍ୟ ସାହାଜୟ ମଧ୍ୟ ପ୍ରାପ୍ତ ହବ ।

ବିଛା ରାଶି :

ଏହି ରାଶି ଲୋକ ୯ ଦିନ ଉପବାସ କଲେ ବହୁତ ଶୁଭ କିନ୍ତୁ ମନ ଧ୍ୟାନ ଦେଇ କରିବେ ନଚେତ କରନ୍ତୁ ନାହିଁ । ଆପଣଙ୍କୁ ଭଲ ଚାକିରି ଅଫର ଆସି ପାରେ ।

ଧନୁ ରାଶି :

ଏହି ରାଶି ଲୋକଙ୍କ ଜୀବନରେ ମାନ ସମ୍ମାନ ବଢିବାକୁ ଲାଗିବ ଯଦି ଆପଣ ନେତା ତେବେ ଲୋକ ଆପଣଙ୍କୁ ଭଲ ପାଇବେ ଆପଣଙ୍କ କଥା ଶୁଣିବେ ।

ମକର ରାଶି :

ଏହି ରାଶି ଜାତକ ମାନଙ୍କ ବହୁତ ଖରାପ ସମୟ ଚାଲିଥିଲା କିନ୍ତୁ ଏବେ ତାହା ସବୁ ଦିନ ପାଇଁ ବଦଳିବାକୁ ଯାଉଛି ଜୀବନରେ ଯେତେ ଦୁଃଖ ଥିଲା ତାହା ସମାପ୍ତ ହୋଇଯିବ କିନ୍ତୁ ମାତାଙ୍କ ପୂଜା କରିବା ଛାଡିବେ ନାହିଁ ଏହା ଛଡା ଅନ୍ୟ ମାନଙ୍କ ଅନୁଚିନ୍ତା ମନରେ କେବେ ଆଣିବେ ନାହିଁ ।

Leave a Reply

Your email address will not be published. Required fields are marked *