ମରିଗଲେ ବି ଶନିବାର ଦିନ ଏହି ୩ଟି ଭୁଲ କେବେ ବି କରିବେ ନାହିଁ – Vastu Shastra

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଗ୍ରହ ମାନଙ୍କ ମଧ୍ୟରୁ ଶନି ଗ୍ରହ ବହୁତ ଶକ୍ତିଶାଳୀ ହୋଇଥାନ୍ତି । ସେଥିପାଇଁ ଶନି ଗ୍ରହ ଖରାପ ଥିଲେ ଆଉ ଯେତେ ଗ୍ରହ ହୋଇଥାନ୍ତି ସବୁ ଓଲଟା ଚାଲି ଥାନ୍ତି । ତେବେ ଶନି ଦେବା ନ୍ୟାୟ ଦେବତା ଅଟନ୍ତି ସେ କେବେ କାହା ଦ୍ଵାରା କୋପିତ ହୋଇ ନଥାନ୍ତି କିନ୍ତୁ ଯିଏ ଭୁଲ କାମ କରିଥାନ୍ତି ଅନ୍ୟ ମାନଙ୍କ ମନକୁ କଷ୍ଟ ଦେଇଥାନ୍ତି ବା ଦୁଃଖୀ ମନ କଥା ବୁଝନ୍ତି ନାହିଁ ତାଙ୍କ ଉପରେ ଭଗବାନ ଶନି ଦେବ ବହୁତ ରାଗି ଯାଇଥାନ୍ତି । ଆଜି ଆମେ ଆପଣଙ୍କୁ କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା କିଣିବା ବହୁତ ଭୁଲ ହୋଇଥାଏ ଭଗବାନ ଶନି ଦେବଙ୍କ ପ୍ରକୋପ ଆପଣଙ୍କୁ ସମ୍ଭାଳିବାକୁ ପଡିଥାଏ ।

୧. ଶାସ୍ତ୍ର ଅନୁଯାଇ ଶନିବାର ଦିନ ଭୁଲରେ ବି ତେଲ କିଣନ୍ତୁ ନାହି, ସେ ସୋରିଷ ତେଲ ହେଉ ବା ନଡିଆ ବା ଅନ୍ୟ ତେଲ ଶନିବାର ଦିନ ଭୁଲରେ ବି କିଣନ୍ତୁ ନାହିଁ । ଏହା ଛଡା ଶନିବାର ଦିନ କେବେ ତେଲ କାହାକୁ ଦାନରେ ମଧ୍ୟ ଦିଅନ୍ତୁ ନାହିଁ ବା କାହାକୁ ଉଧାରୀ ମଧ୍ୟ ଦିଅନ୍ତୁ ନାହିଁ ଏହା ବହୁତ ଅଶୁଭ ହୋଇଥାଏ ।

୨. ଶନିବାର ଦିନ କଳା ଜୋତା ବା ଚପଲ କିଣନ୍ତୁ ଆହିଁ ଏହି ଦିନ କଳା ବସ୍ତ୍ର ଧାରଣ କରନ୍ତୁ କିନ୍ତୁ କିନା କିଣି କରନ୍ତୁ ନାହିଁ । ଏହା ଛଡା ଯଦି ଆପଣଙ୍କୁ କେହି କଳା ବସ୍ତ୍ର ଉପହାର ସ୍ୱରୂପ ଦେଉଛି ତେବେ ଗ୍ରହଣ କରନ୍ତୁ ନାହିଁ କାହିଁକିନା ଏହା ଶୁଭ ହୋଇନଥାଏ ।

୩. ଶାସ୍ତ୍ର ଅନୁଯାଇ ଶନିବାର ଦିନ କାହାକୁ ଟଙ୍କା ବା ଧନ ଦବା ଉଚିତ ନୁହ ଆପଣ ଦାନ କରି ପାରନ୍ତି କିନ୍ତୁ ଉଧାରୀ ଦିଅନ୍ତୁ ନାହିଁ । ଏହା ଛଡା ଉଧାରୀ ନିଅନ୍ତୁ ନାହିଁ କାହିଁକିନା ଶନିବାର ଉଧାରୀ ଦେଲେ ଆପଣ ନିଜ ଟଙ୍କା ସମୟ ଅନୁଯାଇ ପାଇବେ ନାହିଁ ଆଉ ଉଧାରୀ ନେଲେ ଆପଣଙ୍କ ପାଖରେ କେବେ ଟଙ୍କା ହବ ନାହିଁ ଯେ ଆପଣ ଫେରେଇ ପାରିବେ ସେଥିପାଇଁ ଶନିବାର ଦିନ ଏହି ଭୁଲ କରନ୍ତୁ ନାହିଁ ।

୪. ଶାସ୍ତ୍ର ଅନୁଯାଇ ଶନିବାର ଦିନ ମାଂସ ମ-ଦ ଭଳି ଜିନିଷ ଭୁଲରେ ବି ସେବନ କରିବା ଉଚିତ ନୁହ ନଚେତ ଆପଣଙ୍କ ଉପରେ ଭଗବାନ ଶନି ଦେବଙ୍କ ପ୍ରକୋପ ପଡିଥାଏ । ଏହି ଦିନ ପିଆଜ ରସୁଣ ସେବନ ନକଲେ ଅତ୍ୟନ୍ତ ଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *