ମାତ୍ର 7 ଦିନରେ କରିବେ ଗର୍ଭ ଧାରଣ , ବାସ ସକାଳୁ ଉଠି ଏହି କାମ ନିଶ୍ଚୟ କରନ୍ତୁ- Pregnancy Tips

ବନ୍ଧୁଗଣ, ଆଜି ଆମ୍ଭେ ଏକ ସ୍ପେଶାଲ ଗ୍ରୀନ ଜୁଷ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣଙ୍କ ଗର୍ଭ ଧାରଣ ନିମନ୍ତେ ବହୁତ ସହାୟ ହେବ । ବନ୍ଧୁଗଣ ପ୍ରତ୍ୟକ ମହିଳା ମାନଙ୍କ ହୃଦୟରେ ସନ୍ତାନ ଜାତ କରିବାକୁ ନେଇ ଅନେକ କିଛି ଆଶା ତଥା ଅନେକ ସ୍ଵୋପ୍ନ ରହିଥାଏ ।

ମାତ୍ର କେତେକ କ୍ଷେତ୍ରରେ ମହିଳା ମାନେ ଗର୍ଭ ଧାରଣ କରି ପାରୁ ନାହାଁନ୍ତି । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କ ନିମନ୍ତେ ଏହି ଉପାୟଟି ନେଇ ଆସିଛୁ ଏହା ଆପଣଙ୍କୁ ବହୁତ ସହାୟ କରିବ । ଆସନ୍ତୁ ଜାଣିବା ତେବେ ତାହା କଣ ଅଟେ ? ବନ୍ଧୁଗଣ ଏହି ଗ୍ରୀନ ଜୁଷ ଟି ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ ଠାରେ ଥିବା ଫଟିଲିଟି ସମସ୍ୟା ସଂପୂର୍ଣ୍ଣ ଭାବେ ଭଲ ହୋଇଯିବ । ବନ୍ଧୁଗଣ ଯଦି ଗରମ ଦିନରେ ଆପଣ ଏହାକୁ ପ୍ରୟୋଗ କରନ୍ତି ତେବେ, ଆପଣଙ୍କୁ ଏଥିରୁ ଅନେକ ଲାଭ ମିଳି ପାରିବ ।

ବନ୍ଧୁଗଣ ସେହି ଗ୍ରୀନ ଜୁଷ କଣ ଅଟେ ? ତାହା ଅଟେ ୱେଟ ଗ୍ରାସ ଜୁଷ । ବନ୍ଧୁଗଣ ଏହାକୁ ବିଭିନ୍ନ ଉପାୟରେ ଆପଣ ବଜାରରୁ ପାଇ ପାରିବେ । ଯଥା ଏହାର ପାଉଡର ଫର୍ମ ମଧ୍ୟ ମିଳିଥାଏ, ଲିକ୍ୱିଟ ଫର୍ମ ମଧ୍ୟ ମିଳିଥାଏ, ଟାବ୍ଲେଟ ମଧ୍ୟ ମିଳିଥାଏ, ଅଥାବା ଆପଣ ଏହାକୁ ଘରେ ମଧ୍ୟ ବନାଇ ପାରନ୍ତି । ବନ୍ଧୁଗଣ ୱେଟ ଗ୍ରାସ ଜୁଷ ଦ୍ଵାରା ଆପଣ ନିଜ ଶରୀରର ମୋଟାପଣ କୁ ମଧ୍ୟ କମ କରି ପାରିବେ ।

ବନ୍ଧୁଗଣ ଫଟିଲିଟି ନିମନ୍ତେ ଆପଣ ଏହାକୁ କେତେ ପରିମାଣରେ ନେବା କଥା କେଉଁ ସମୟରେ ନେବାକୁ କଥା ଏବଂ ଏଥିରୁ କିଭଳି ଲାଭ ହୋଇଥାଏ ଆମ୍ଭେ ସେ ସବୁ କୁ ଆପଣଙ୍କୁ କହିବାକୁ ଯାଉଅଛୁ । ବନ୍ଧୁଗଣ ୱେଟ ଗ୍ରାସ ର ୧୦୦ml ଯଦି ଆମ୍ଭେ ଜୁଷ ନେଇଥାଉ ତେବେ ସେଥିରେ ୨୮ ଗ୍ରାମ ପ୍ରୋଟିନ ରହିଥାଏ । ବନ୍ଧୁଗଣ ନୀତିଦିନ ଆମ୍ଭକୁ ଯେଉଁ ପ୍ରୋଟିନ ଆବଶ୍ୟକ ଏହା ତାହାର ୪ର୍ଥ ଭାଗ ହୋଇଥାଏ ।

ବନ୍ଧୁଗଣ ଏଥିରେ ଫାଇଭର ମାଧ୍ୟ ବହୁତ ଭଲ ମାତ୍ରା ରେ ରହିଥାଏ । ତାହା ମଧ୍ୟ ୨୮ ଗ୍ରାମ ହୋଇଥାଏ । ଆଇରନ ର ମଧ୍ୟ ବହୁତ ଭଲ ମାତ୍ରା ରହିଥାଏ ୨୧mg । ଏଥିରେ ପୋଟାସିୟମ ୩୦୦୦mg ରହିଅଛି । ବନ୍ଧୁଗଣ ଏହାର ଅର୍ଥ ଯଦି ଆପଣଙ୍କୁ ବିପି କୁ କଣ୍ଟ୍ରୋଲ କରିବାର ଅଛି ତେବେ, ଆପଣଙ୍କୁ ୱେଟ ଗ୍ରାସ ଜୁଷ ନିଶ୍ଚିତ ନେବା ଆବଶ୍ୟକ । ବନ୍ଧୁଗଣ ଏଥିରେ ବହୁତ ସାରା ଆଣ୍ଟି ଆକ୍ସିଡେଣ୍ଟ ମଧ୍ୟ ରହିଅଛି । ବନ୍ଧୁଗଣ ଯେଉଁ ମହିଳା ମାନଙ୍କୁ ରକ୍ତ ର ଅଭାବ ରହିଅଛି, ଯାହାଙ୍କୁ ପିରିଅଡ ଠିକସେ ହେଉ ନାହିଁ ସେମାନେ ୱେଟ ଗ୍ରାସ ଜୁଷ ନିଶ୍ଚିନ୍ତ ସେବନ କରନ୍ତୁ । ବନ୍ଧୁଗଣ ଏହାକୁ ସେବନ କରିବାର କୌଣସି ନିର୍ଦ୍ଧାରିତ ସମୟ ରହିନାହିଁ । ଆପଣ ଏହାକୁ କୌଣସି ସମୟରେ ମଧ୍ୟ ସେବନ କରି ପାରିବେ ।

ବନ୍ଧୁଗଣ ୱେଟ ଗ୍ରାସ ଜୁଷ କୁ ଆମ୍ଭେ ଯଦି ନିୟମିତ ଭାବରେ ସେବନ କରିଥାଉ ତେବେ, ଶରୀରର ବହିର୍ଭାଗ ତଥା ଅନ୍ତର୍ଭାଗ ରେ ଥିବା ଇନଫ୍ଲାମେସନ କୁ ୭୮ ପ୍ରତିଶତ ପର୍ଯ୍ୟନ୍ତ ଇଫେକ୍ଟିଭ ଦୃଷ୍ଟିରୁ କମ କରିଦେଇଥାଏ । ବନ୍ଧୁଗଣ ଯଦି ଫଟିଲିଟି ର କୌଣସି ସମସ୍ୟା ରହିଅଛି, ଯଥା ବାର ବାର ଗର୍ଭପାତନ ହେଉଅଛି ତେବେ ଆପଣ ୱେଟ ଗ୍ରାସ ର ସେବନ କରନ୍ତୁ । ଆପଣ ଖୁବ ଶୀଘ୍ର ଗର୍ଭ ଧାରଣ କରିପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *