ବାଛନ୍ତୁ କୌଣସି ଗୋଟିଏ ମନ୍ଦିର ଓ ଜାଣନ୍ତୁ ଆପଣଙ୍କର ଖରାପ ଚିନ୍ତା କରୁଥିବା ମଣିଷକୁ କେଉଁ ଦଣ୍ଡ ମିଳିବ ?

ବନ୍ଧୁଗଣ ଆପଣଙ୍କ ବିଷୟରେ ଯିଏ ବି ଖରାପ ଚିନ୍ତାଧାରା କରୁଛି ବ ଯିଏ ଆପଣଙ୍କର ଅନିଷ୍ଟ କରୁଛି ତାଙ୍କୁ କେଉଁ ପରିଣାମ ମିଳିବ ବା ଆପଣଙ୍କୁ ଦୁଖୀ କରୁଥିବା ଲୋକଙ୍କୁ ତାଙ୍କ କର୍ମ ଅନୁଯାୟୀ କେଉଁ ଫଳ ମିଳିବ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ୩ଟି ମନ୍ଦିର ର ଚିତ୍ର ନେଇ ଆସିଛୁ । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ମନ୍ଦିର ଚୁଜ କରିବାକୁ ହେବ । ଏହା ପରେ ଆପଣ ଜାଣିପାରିବେ ଆପଣଙ୍କ ଶତ୍ରୁ ବା ଖରାପ ଚିନ୍ତା କରୁଥିବା ଲୋକଙ୍କୁ କେଉଁ ଫଳ ମିଳିବ ।

୧- ପ୍ରଥମ ମନ୍ଦିର : ଯେଉଁ ମାନେ ପ୍ରଥମ ମନ୍ଦିର ଚୁଜ କରିଛନ୍ତି ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ଆପଣଙ୍କର ହଇରାଣ କରୁଛନ୍ତି ଆପଣଙ୍କର ନିଷ୍ଟ କରୁଛନ୍ତି । ଆପଣଙ୍କର ଗୋଟେ ସମସ୍ଯା ନ ସରୁଣୁ ଆଉ ଗୋଟେ ସମସ୍ଯା ଆସି ଯାଉଛି । ଯାହା ପାଇଁ ଆପଣ ବହୁତ ମାନସିକ ଚାପରେ ରହୁଛନ୍ତି ।

ତେଣୁ ପଣଙ୍କୁ ଯିଏ ଅପମାନ କରୁଛି ବା ଅପଶବ୍ଦ କହୁଛି ବା ଖରାପ କଥା ଆଲୋଚନା କରୁଛି ତାଙ୍କୁ ଜବାବ ଦିଅନ୍ତୁ ଅନହି । କେବଳ ଭଗବାନଙ୍କ ନିକଟରେ ସ୍ମରଣ କରନ୍ତୁ । ଦେଖିବେ ସମୟ ଆସିଲେ ସେହି ଲୋକର କର୍ମ ଫଳ ଅନୁଯାୟୀ ଭଗବାନ ଦେବେ । ଯିଏ ଆପଣଙ୍କରା ଆଲୋଚନା ଆଜି କରୁଛି କାଲି ତାର ମଧ୍ୟ ହେବ । ତେଣୁ ସମୟର ଅପେକ୍ଷା କରନ୍ତୁ ଦୁଖୀ ହୁଅନ୍ତୁ ନାହି କି ମନରେ ଭୟ କରନ୍ତୁ ନାହି । ନିଜର ମେହନତରେ ଧୟାନ ଦିଅନ୍ତୁ ।

୨- ଦ୍ଵିତୀୟ ମନ୍ଦିର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣ ବହୁତ କିଛି ସହି ସାରିଛନ୍ତି । ଦୁନିଆବାଲା ଆପଣଙ୍କୁ ବହୁତ କିଛି କହିଛି ଆପଣ ସହିଛନ୍ତି ମଧ୍ୟ । ନେଗେଟିଭ କଥା ଆପଣଙ୍କ ଉପରେ ଭାରି ହେଉଛି ଯାହା ହେବା ଉଚିତ ନୁହେଁ । କେହି ଆପଣଙ୍କର କ୍ଷତି କରୁଥିଲେ ଆପଣଙ୍କ ଭବିଷ୍ୟ ଉଜ୍ଵଳ ହେବାକୁ ଯାଉଛି ।

ଯିଏ ଆପଣଙ୍କର ଅପମାନ କରୁଛି ବା ଆଲୋଚନା କରୁଛି ଏହି କାରଣରୁ ତାଙ୍କର ପାପ ବଢୁଛି ଆଉ ଆପଣଙ୍କର ପୂଣ୍ୟ ବଢିଛି । ଯାହା କାରଣରୁ ଭାଗ୍ଯର ଉଦୟ ଆପଣଙ୍କର ହେଉଛି । ଯିଏ ଆପଣଙ୍କର ଖରାପ ଚିନ୍ତା କରୁଛି ତାକୁ ଧନ୍ୟବାଦ ଦିଅନ୍ତୁ ।

୩- ତୃତୀୟ ମନ୍ଦିର : ଯିଏ ତୃତୀୟ ମନ୍ଦିର ଚୁଜ କରିଛନ୍ତି ସେମାନଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ । ଯିଏ ଆପଣଙ୍କର ଖରାପ ଚିନ୍ତା କରୁଛି ବା ସମାଲୋଚନା କରୁଛି ସେମାନଙ୍କର ବହୁତ ଜଲ୍ଦି ଖରାପ ହେବାକୁ ଯାଉଛି । ଲୋକେ ଆପଣଙ୍କୁ ଈର୍ଷା କରୁଛନ୍ତି କିନ୍ତୁ ତଥାପି ଭଗବାନ ଆପଣଙ୍କ ସହ ଅଛି ।

ଯେବେ ଲୋକ ଆପଣଙ୍କର ଖରାପ ଚିନ୍ତା କରିଥାନ୍ତି ଭଗବାନ ଆପଣଙ୍କର କେବେ ଖରାପ ହେବାକୁ ଦେଇ ନାହାନ୍ତି । ବରଂ ସେହି ବ୍ଯକ୍ତିର ଓଲଟା ଖରାପ ହୋଇଥାଏ । କାରଣ ଆପଣ ଶକ୍ତି ସହ ଯୋଡି ହୋଇ ଅଛନ୍ତି ଆଉ ଆପଣଙ୍କର ହୃଦୟ ବହତ କୋମଳ ଅଟେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *