ବାଛନ୍ତୁ ଗୋଟିଏ ରଙ୍ଗ ଓ ଜାଣନ୍ତୁ ନିଜର ଭବିଷ୍ୟତ

ଭାରତୀୟ ସମାଜରେ ଜ୍ଯୋତିଷ ଶାସ୍ତ୍ର ମାନ୍ୟତା ବହୁତ ଅଧିକ ହୋଇଥାଏ । ଏଠିକା ଲୋକ ଧାମିକ କାର୍ଯ୍ୟରେ ମନ ଦେଇଥାନ୍ତି ଓ ଶାସ୍ତ୍ରରେ ଉଲ୍ଲେଖ ହୋଇଥିବା ସବୁ କଥାକୁ ସତ ମାନି ଥାନ୍ତି । ଜୀବନରେ କିଛି ଜାଣିବାକୁ ହେଲେ ସଠିକ ଜ୍ଯୋତିଷ ଆଚାର୍ଯ୍ୟ ପାଖକୁ ଯିବା ଉଚିତ ।

କାହିଁକିନା ସେ ଗ୍ରହ ଦଶା ଅନୁଯାଇ ଆପଣଙ୍କ ଜୀବନରେ ଆସୁଥିବା ସମସ୍ଯା ବିଷୟରେ ସଂକେତ ଦେଇଥାନ୍ତି ଯାହା ଦ୍ଵାରା ସମସ୍ଯା ଆପଣଙ୍କର ସେତେ ଖ୍ଯାତି କରିନଥାଏ ଯେତେ ନଜାଣିଲେ କରି ପାରିଥାନ୍ତା । ତେବେ ଆଜି ଆମେ ଆପଣଙ୍କୁ ୩ଟି ରଙ୍ଗ ଦେଖେଇବାକୁ ଯାଉଛୁ ଆପାନ ଗୋଟେ ପସନ୍ଦ କରନ୍ତୁ ଓ ନିଜ ଜୀବନ ବିଷୟରେ ଜାଣନ୍ତୁ ।

Image Courtesy: Google

୧. ଯଦି ଆପଣ ପ୍ରଥମ ନୀଳ ରଙ୍ଗ ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ଗମ୍ଭୀର ବ୍ୟକ୍ତି ଆପଣ କେବେ ବି ସମୟ ନଷ୍ଟ କରିବା ପସନ୍ଦ କରନ୍ତି ନାହିଁ ଆପଣ ନିଜ କାକୁ ବହୁତ ପସନ୍ଦ କରନ୍ତି । ଆପଣ ଏବେ ବି କାହାକୁ ନିଜ ମନ କଥା ଖୋଲି କହି ପାରୁ ନାହାନ୍ତି ଓ ଏମିତି କାହିଁକି ତାହା ଆପଣ ମଧ୍ୟ ଜାଣି ନଥାନ୍ତି । ଏହି ଭଳି ଲୋକ ନିଜ ପୂର୍ବ ଜନ୍ମରେ ନିଜ ବହୂତ ଘନିଷ୍ଠ ଲୋକଙ୍କ ଦ୍ଵାରା ଧୋକା ପାଇଛନ୍ତି ଯାହା ଫଳ ସ୍ୱରୂପ ସେ ଏହି ଜୀବନରେ ମଧ୍ୟ କାହାକୁ ଭରସା କରି ପାରୁନାହାନ୍ତି ।

Image Courtesy: Google

୨. ଯଦି ଆପଣ ହଳଦିଆ ରଙ୍ଗ ପସନ୍ଦ କରିଛନ୍ତି ତେବେ ଏହି ଭଳି ବ୍ୟକ୍ତି ବହୁତ ଯତ୍ନଶୀଳ ହୋଇଥାନ୍ତି । ଏମାନେ ସବୁ ମାମଲାରେ ସହଜରେ ଢଳି ଯାଇଥାନ୍ତି । ଏମାନଙ୍କୁ ଶାନ୍ତିରେ ରହିବାକୁ ପସନ୍ଦ ହୋଇଥାଏ । ଏମାନଙ୍କୁ ଯଦି କୌଣସି କଥା ପାଇଁ ରାଗ ଆସିଯାଇଛି ତା ହେଲେ ସେମାନେ ଏହାକୁ ବାହାରକୁ ଆସିବା ପାଇଁ ଦେଇନଥାନ୍ତି । ଏମାନଙ୍କ ହୃଦୟରେ ଦୟା ଥାଏ । ଏହି ଭଳି ଲୋକଙ୍କୁ ଲୋକ ବହୁତ ମାନ ସମ୍ମାନ ଦେଇଥାଏ, ଏମାନେ କେବେ କାହାର ଖରାପ ଚାହାନ୍ତି ନାହିଁ ।

Image Courtesy: Google

୩. ଯଦି ଆପଣ ଗୋଲାପି ରଙ୍ଗ ପସନ୍ଦ କରିଛନ୍ତି ତେବେ ଏହି ଭଳି ଲୋକ ସରଳ ଭାବେ ଜୀବନ ବଞ୍ଚିବାକୁ ପସନ୍ଦ କରିଥାନ୍ତି । କେବଳ ପଇସା ନୁହଁ ଯଦି ଏମାନେ କେବେ ଜୀବନରେ ବଡ ଲୋକ ହୋଇଯାନ୍ତି ତାହେଲେ ବି ସେମାନେ ଲୋକମାନଙ୍କ ସହିତ ଭଲରେ ମିଶିଥାନ୍ତି । ଏମାନେ ଜୀବନକୁ ନିୟମ ଏବଂ ଆଦର୍ଶ ଉପରେ ଜୀବନକୁ ଆଧାର କରି ଜିଇଁ ବାକୁ ପସନ୍ଦ କରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *