ଘରର ଏମିତି ଜାଗାରେ ଅଇନାକୁ ଲଗାନ୍ତୁ ଧନ ସମ୍ପତ୍ତି କେବେ କମ ହେବନାହିଁ

ଭାରତିୟ ସଂସ୍କୃତିରେ ବାସ୍ତୁ ଶାସ୍ତ୍ରକୁ ବହୁତ ମାନ୍ୟତା ଦିଆ ଯାଇଛି ଏହା ଅନୁଯାଇ ଯେକୌଣସି ମଣିଷ ବାସ୍ତୁ ଅନୁଯାଇ ଜିନିଷ ରଖି ନଥାଏ ସେହି ଭଳି ବ୍ୟକ୍ତିଙ୍କ ଜୀବନରେ ବହୁତ ପ୍ରକାର ଅସୁବିଧା ଆସିଥାଏ । ତେବେ ବାସ୍ତୁ ପ୍ରଭାବରୁ ବଞ୍ଚିବା ପାଇଁ ଶାସ୍ତ୍ରରେ ବହୁତ ଗୁଡେ ନିୟମ କୁହା ଯାଇଛି ଯାହା କରିବା ଦ୍ଵାରା ମଣିଷ ଜୀବନରେ କୌଣସି ପ୍ରକାର ସମସ୍ଯା ଆସିନଥାଏ ।

ତେବେ ଆଜି ଆମେ ବିଶେଷ କରି ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ଅଇନା କେଉଁ ଜାଗାରେ ରଖିବା ଉଚିତ ଓ କେଉଁ ଜାଗାରେ ରଖିବା ଉଚିତ ନୁହଁ । କଣ ଆପଣ ଜାଣିଛନ୍ତି ଅଇନା କେବଳ ନିଜକୁ ଦେଖିବା ପାଇଁ ନୁହ ଅନ୍ୟ ବହୁତ କାମରେ ଆସିଥାଏ ।

Image Courtesy: Google

ତେବେ ବାସ୍ତୁ ଅନୁଯାଇ ଯଦି ଆପଣ ନିଜ ଘରେ ବା କାର୍ଯ୍ୟ ସ୍ଥଳରେ ମୁଖ୍ୟ କବାଟରେ ଅଇନା ଲଗେଇଛନ୍ତି ତେବେ ଆପଣଙ୍କ ଘରେ ନକାରାତ୍ମକ ଊର୍ଜା ପ୍ରବେଶ କରି ପାରିବ ନାହିଁ । ଏହା ଦ୍ଵାରା ଆପଣ ବହୁତ ବଡ ଅସୁବିଧାରୁ ବଞ୍ଚି ପାରିବେ । କୌଣସି ମଣିଷ ଜୀବନରେ ନକାରାତ୍ମକ ଊର୍ଜା ବହୁତ ହାନି କରିଥାଏ କିନ୍ତୁ ଯଦି ଆପାନ ଘର ସାମ୍ନାରେ ଆଇନ ରଖିବେ ତେବେ ଏହି ସମସ୍ଯା ଆପଣଙ୍କୁ ହବ ନାହିଁ ।

Image Courtesy: Google

ଯଦି ଆପଣ ନିଜ ଆର୍ଥିକ ସମସ୍ଯା ଦୂର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହି ଉପାୟ କରିବା ଉଚିତ ଅଟେ । ଶସ୍ତ୍ରରେ ଉଲ୍ଲେଖ କରା ଯାଇଛି ଯେ ଘରେ ବା କାମ ଜାଗାରେ ଯଦି ସିଂଦୁକ ସାମ୍ନାରେ ଅଇନା ରକ୍ଷା ଯାଏ ତେବେ ଧନ କେବେ କମି ନଥାଏ ଏହା ଛଡା ସବୁବେଳେ ବୃଦ୍ଧି କରିଥାଏ ଓ ଆପଣଙ୍କ ମନକୁ ସନ୍ତୁଷ୍ଠୀ ପ୍ରଦାନ କରିଥାଏ । ତେବେ ମନେ ରଖନ୍ତୁ ଘର ହେଉ ବା କାର୍ଯ୍ୟଳୟ କୌଣସି ଜାଗାରେ ସିଢି ତଳେ ଅଇନା ଲଗାଇବା ଜମା ବି ଉଚିତ ନୁହ ଏହା ଦ୍ଵାରା ଆପାନଙ୍କ ବ୍ୟବସାୟ ବୁଡି ଯାଇଥାଏ ଓ ଆପଣଙ୍କ ଜୀବନରେ ଏମିତି କିଛି ଅସୁବିଧା ଆସିଥାଏ ଯାହା ଆପଣ କେବେ ଚିନ୍ତା ମଧ୍ୟ କରି ନଥିବେ ।

Image Courtesy: Google

ଶାସ୍ତ୍ରରେ ଏହା ମଧ୍ୟ ଉଲ୍ଲେଖ କରା ଯାଇଛି ଯେ ବାଥରୁମରେ କବାଟ ସାମ୍ନାରେ ଅଇନା ଲଗାଇବା ଉଚିତ ନୁହ ଆପଣ ଅନ୍ୟ କାନ୍ଥରେ ଅଇନା ଲଗାଇ ପାରନ୍ତି କିନ୍ତୁ ସାମ୍ନାରେ ଲଗାଇବା ଶୁଭ ଫଳ ଦେଇନଥାଏ । ବାସ୍ତୁ ଶାସ୍ତ୍ର ଅନୁଯାଇ ଏହା ମଧ୍ୟ କୁହା ଯାଇଛି ଯେ ଘର ଷ୍ଟୋର ରୁମରେ ଅଇନା ଲଗାଇବା ବହୁତ ଶୁଭ ଫଳ ଦେଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *