ଭାରତିୟ ସଂସ୍କୃତିରେ ବାସ୍ତୁ ଶାସ୍ତ୍ରକୁ ବହୁତ ମାନ୍ୟତା ଦିଆ ଯାଇଛି ଏହା ଅନୁଯାଇ ଯେକୌଣସି ମଣିଷ ବାସ୍ତୁ ଅନୁଯାଇ ଜିନିଷ ରଖି ନଥାଏ ସେହି ଭଳି ବ୍ୟକ୍ତିଙ୍କ ଜୀବନରେ ବହୁତ ପ୍ରକାର ଅସୁବିଧା ଆସିଥାଏ । ତେବେ ବାସ୍ତୁ ପ୍ରଭାବରୁ ବଞ୍ଚିବା ପାଇଁ ଶାସ୍ତ୍ରରେ ବହୁତ ଗୁଡେ ନିୟମ କୁହା ଯାଇଛି ଯାହା କରିବା ଦ୍ଵାରା ମଣିଷ ଜୀବନରେ କୌଣସି ପ୍ରକାର ସମସ୍ଯା ଆସିନଥାଏ ।
ତେବେ ଆଜି ଆମେ ବିଶେଷ କରି ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ଅଇନା କେଉଁ ଜାଗାରେ ରଖିବା ଉଚିତ ଓ କେଉଁ ଜାଗାରେ ରଖିବା ଉଚିତ ନୁହଁ । କଣ ଆପଣ ଜାଣିଛନ୍ତି ଅଇନା କେବଳ ନିଜକୁ ଦେଖିବା ପାଇଁ ନୁହ ଅନ୍ୟ ବହୁତ କାମରେ ଆସିଥାଏ ।
ତେବେ ବାସ୍ତୁ ଅନୁଯାଇ ଯଦି ଆପଣ ନିଜ ଘରେ ବା କାର୍ଯ୍ୟ ସ୍ଥଳରେ ମୁଖ୍ୟ କବାଟରେ ଅଇନା ଲଗେଇଛନ୍ତି ତେବେ ଆପଣଙ୍କ ଘରେ ନକାରାତ୍ମକ ଊର୍ଜା ପ୍ରବେଶ କରି ପାରିବ ନାହିଁ । ଏହା ଦ୍ଵାରା ଆପଣ ବହୁତ ବଡ ଅସୁବିଧାରୁ ବଞ୍ଚି ପାରିବେ । କୌଣସି ମଣିଷ ଜୀବନରେ ନକାରାତ୍ମକ ଊର୍ଜା ବହୁତ ହାନି କରିଥାଏ କିନ୍ତୁ ଯଦି ଆପାନ ଘର ସାମ୍ନାରେ ଆଇନ ରଖିବେ ତେବେ ଏହି ସମସ୍ଯା ଆପଣଙ୍କୁ ହବ ନାହିଁ ।
ଯଦି ଆପଣ ନିଜ ଆର୍ଥିକ ସମସ୍ଯା ଦୂର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହି ଉପାୟ କରିବା ଉଚିତ ଅଟେ । ଶସ୍ତ୍ରରେ ଉଲ୍ଲେଖ କରା ଯାଇଛି ଯେ ଘରେ ବା କାମ ଜାଗାରେ ଯଦି ସିଂଦୁକ ସାମ୍ନାରେ ଅଇନା ରକ୍ଷା ଯାଏ ତେବେ ଧନ କେବେ କମି ନଥାଏ ଏହା ଛଡା ସବୁବେଳେ ବୃଦ୍ଧି କରିଥାଏ ଓ ଆପଣଙ୍କ ମନକୁ ସନ୍ତୁଷ୍ଠୀ ପ୍ରଦାନ କରିଥାଏ । ତେବେ ମନେ ରଖନ୍ତୁ ଘର ହେଉ ବା କାର୍ଯ୍ୟଳୟ କୌଣସି ଜାଗାରେ ସିଢି ତଳେ ଅଇନା ଲଗାଇବା ଜମା ବି ଉଚିତ ନୁହ ଏହା ଦ୍ଵାରା ଆପାନଙ୍କ ବ୍ୟବସାୟ ବୁଡି ଯାଇଥାଏ ଓ ଆପଣଙ୍କ ଜୀବନରେ ଏମିତି କିଛି ଅସୁବିଧା ଆସିଥାଏ ଯାହା ଆପଣ କେବେ ଚିନ୍ତା ମଧ୍ୟ କରି ନଥିବେ ।
ଶାସ୍ତ୍ରରେ ଏହା ମଧ୍ୟ ଉଲ୍ଲେଖ କରା ଯାଇଛି ଯେ ବାଥରୁମରେ କବାଟ ସାମ୍ନାରେ ଅଇନା ଲଗାଇବା ଉଚିତ ନୁହ ଆପଣ ଅନ୍ୟ କାନ୍ଥରେ ଅଇନା ଲଗାଇ ପାରନ୍ତି କିନ୍ତୁ ସାମ୍ନାରେ ଲଗାଇବା ଶୁଭ ଫଳ ଦେଇନଥାଏ । ବାସ୍ତୁ ଶାସ୍ତ୍ର ଅନୁଯାଇ ଏହା ମଧ୍ୟ କୁହା ଯାଇଛି ଯେ ଘର ଷ୍ଟୋର ରୁମରେ ଅଇନା ଲଗାଇବା ବହୁତ ଶୁଭ ଫଳ ଦେଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।