ବାଛି ନିଅନ୍ତୁ ଗୋଟିଏ “ଫୁଲତୋଡା” ଜାଣନ୍ତୁ ଜୁନ ମାସରେ ଆପଣଙ୍କୁ କଣ ମିଳିବ ? Love Quiz

ବନ୍ଧୁଗଣ, ମାନାଯାଇଅଛି ବ୍ୟକ୍ତିଟିର ପସନ୍ଦ ନା ପସନ୍ଦ ତାହାର ବ୍ୟକ୍ତିତ୍ଵ ତଥା ସ୍ଵଭାବ ର ଦର୍ପଣ ହୋଇଥାଏ । କାହାର ପସନ୍ଦ ତାହାର ଜୀବନରେ ଜଡିତ ହୋଇ ରହିଥିବା ରହସ୍ୟ ମାନଙ୍କ ସମ୍ବନ୍ଧରେ କହିଥାଏ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟକ କଥାର ବିଶେଷ ମହତ୍ଵ ରହିଅଛି ।

ଆମ ହିନ୍ଧୁ ଗ୍ରନ୍ଥ ତଥା ଶାସ୍ତ୍ର ଅନୁଯାୟୀ ବହୁତ କିଛି ବିଷୟ ବସ୍ତୁ ମାନ ଉଲ୍ଲେଖ ହୋଇ ରହିଅଛି । ସେ ସମ୍ବନ୍ଧରେ ଆମ୍ଭେମାନେ ପ୍ରାଏ ଜାଣିଆଛୁ । ବନ୍ଧୁଗଣ ଆଜି ଆମ୍ଭେ ଏକ ମନୋରଞ୍ଜକ ଖେଳ ମାଧ୍ୟମରେ ଆପଣଙ୍କୁ କିଛି ବିଶେଷ କଥା କହିବାକୁ ଯାଉଅଛୁ । ଆପଣ ଏହି ୫ ଟି ଫୁଲ ତୋଡା ମଧ୍ୟରୁ ଗୋଟିଏ ଫୁଲ ତୋଡା କୁ ପସନ୍ଦ କରନ୍ତୁ । ଆମ୍ଭେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଆପଣ ପସନ୍ଦ କରିଥିବା ଫୁଲ ତୋଡା ଯୋଗୁଁ ଆସୁଥିବା ଜୁନ ମାସରେ ଆପଣଙ୍କୁ କଣ ମିଳିବାକୁ ଯାଉଅଛି ।

୧- ବନ୍ଧୁଗଣ, ଯଦି ଆପଣ ୧ ନମ୍ବର ର ଫୁଲ ତୋଡା ବାଛିଛନ୍ତି ତେବେ, ଆପଣଙ୍କୁ ଆସୁଥିବା ଜୁନ ମାସରେ କୌଣସି ବଡ ଉପହାର ମିଳିବାକୁ ଯାଉଅଛି । ଏହାକୁ ପାଇ ଆପଣ ବହୁତ ଆନନ୍ଦ ମାନେ କରିବେ ।

୨- ବନ୍ଧୁଗଣ, ଯଦି ଆପଣ ୨ ନମ୍ବର ର ଫୁଲ ତୋଡା ବାଛିଛନ୍ତି ତେବେ, ଆସୁଥିବା ଜୁନ ମାସରେ ଗୋଟିଏ ଉତ୍ତମ ବନ୍ଧୁ ମିଳିବାକୁ ଯାଉଅଛି । ଅଥବା ଆପଣଙ୍କୁ ଗୋଟିଏ ଉତ୍ତମ ଜୀବନସାଥୀ ମିଳିବାକୁ ଯାଉଛି ଜିଏକି ଆପଣଙ୍କୁ ବହୁତ ଭଲ ପାଇବ ଏହା ସହିତ ସମସ୍ତ ପରିସ୍ଥିତିରେ ଆପଣଙ୍କ ସହିତ ପାଦରେ ପାଦ ମିଶାଇ ଚାଲିବ ।

୩- ବନ୍ଧୁଗଣ, ଯଦି ଆପଣ ୩ ନମ୍ବର ର ଫୁଲ ତୋଡା ବାଛିଛନ୍ତି ତେବ, ଆପଣଙ୍କୁ ଜୁନ ମାସରେ ଗୋଟିଏ ନୂଆ ମୋବାଇଲ ଫୋନ ମିଳିବାକୁ ଯାଉଅଛି ଯାହା ପାଇଁ ଆପଣ ବହୁତ ଅପେକ୍ଷା କରିଥିଲେ ।

୪- ବନ୍ଧୁଗଣ, ଯଦି ଆପଣ ୪ ନମ୍ବର ର ଫୁଲ ତୋଡା ବାଛିଛନ୍ତି ତେବେ, ଆସୁଥିବା ଜୁନ ମାସରେ ଆପଣଙ୍କୁ ପଇସା ମିଳିବାକୁ ଯାଉଅଛି । ଏହା ଆପଣଙ୍କ ନିଜସ୍ଵ ପରିଶ୍ରମ ର ମୂଲ୍ୟ ହୋଇଥିବ । ଏହାକୁ ନେଇ ଆପଣ ବହୁତ ଉତ୍କଣ୍ଠା ହେବେ । ଅର୍ଥାତ ଆପଣଙ୍କୁ ବହୁତ ଭଲ ଲାଗିବ । ଆପଣଙ୍କ ଉଆପରେ ସମସ୍ତଙ୍କୁ ବହୁତ ଗର୍ବ ହେବ । ଏବଂ ପରିବାର ବର୍ଗ ସମେତ ଆପଣଙ୍କ ବନ୍ଧୁ ମାନେ ମଧ୍ୟ ଆପଣଙ୍କୁ ସାବାସି ଦେବେ ।

୫- ବନ୍ଧୁଗଣ, ଯଦି ଆପଣ ୧ ନମ୍ବର ର ଫୁଲ ତୋଡା ବାଛିଛନ୍ତି ତେବେ, ଆପଣଙ୍କୁ ଜୁନ ମାସରେ କିଛି ମିଳିବ ନାହିଁ । ଏଣୁ ଆପଣ ନିଜ ଘରେ ରହି ଅଲଗା ଅଲଗା ଉତ୍ତମ ଖାଦ୍ୟ ବନାଇ ଖାଇବା ସହିତ ଅନ୍ୟକୁ ମଧ୍ୟ ଖୁଆନ୍ତୁ । ବନ୍ଧୁଗଣ କଥାରେ ଅଛି ଯେ, ଅତିଥି ଭଗବାନ ସାଦୃଶ୍ୟ ଅଟନ୍ତି । ଏଣୁ ଆପଣ ନିଜ ଘରକୁ ଜୁନ ମାସରେ କିଛି ଅତିଥି ମାନଙ୍କୁ ଡକାଇ ଭୋଜନ ପ୍ରଦାନ କରନ୍ତୁ । ଏଥିରୁ ଆପଣଙ୍କୁ ପ୍ରଚୁର ପୂଣ୍ୟ ମିଳିବ । ବନ୍ଧୁଗଣ ଆପଣଙ୍କୁ ଯଦି ଏହି ମନୋରୋମାଞ୍ଚକ ବିଷୟବସ୍ତୁ ଟି ଭଲଲାଗିଥାଏ ତେବେ, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *