ସକାଳୁ କେବଳ ଅଧା ଚାମଚ ଏହାକୁ ସେବନ କରି ଦିଅନ୍ତୁ, ଯେତେବୀ ଥାଉ ଡାଇବେଟିସ ସଙ୍ଗେ ସଙ୍ଗେ ହେବ କଣ୍ଟ୍ରୋଲ

ଡାଏବେଟିସ ଏକ ଏମିତି ଶବ୍ଦ ଅଟେ ଯାହା ବିଷୟରେ ସମସ୍ତ ଜାଣିଛନ୍ତି । ଡାଏବେଟିସ ବା ମଧୁମେହ ଏକ ରୋଗ ଯାହାର ଶିକାର ବର୍ତ୍ତମାନ ସମୟରେ ପ୍ରାୟତଃ ଲୋକମାନେ ହୋଇ ସାରିଛନ୍ତି । ଡାଏବେଟିସ ବଂଶାନୁକ୍ରମ, ଅନିୟମିତ ଖାଦ୍ୟ ଶୈଳୀ କିମ୍ବା ଆପଣଙ୍କର ଲାଇଫ ଷ୍ଟାଇଲରେ ପରିବର୍ତ୍ତନ ଆସିବା କାରଣରୁ ଡାଏବେଟିସ ହେବାର ଆଶଙ୍କା ବଢିଯାଏ ।

ଏମିତିରେ ଯଦି ଆପଣ ନିଜର ଡାଏବେଟିସକୁ କଣ୍ଟ୍ରୋଲରେ ରଖିବେ ନାହିଁ ତେବେ ଆପଣ ବିଭିନ୍ନ ରୋଗରେ ପୀଡିତ ହୋଇ ପାରନ୍ତି । କାରଣ ଡାଏବେଟିସ ଏକ ଏମିତି ରୋଗ ଅଟେ ଯାହା ଥରେ ଯଦି କାହାକୁ ହୋଇଯାଏ ତେବେ ଏହା ସେହି ବ୍ୟକ୍ତିର ଶରୀରରେ ବିଭିନ ପ୍ରକାରର ରୋଗ ଉତ୍ପନ୍ନ କରିଥାଏ । ଆଜି ଆମେ ଆପଣଙ୍କୁ ଏକ ଏମିତି ଏକ ଘରେଲୁ ଉପାୟ କହିବୁ ଅର୍ଥାତ ଏମିତି ଏକ ଆୟୁର୍ବେଦ ପାଉଡର ବିଷୟରେ କହିବୁ ଯାହାକୁ ସେବନ କରିବା ଦ୍ଵାରା ଆପଣଙ୍କର ଡାଏବେଟିସ ପୂରାପୂରି ଭଲ ହୋଇଯିବ ।

ଏହା ଏକ ଘରୋଇ ଉପଚାର ଅଟେ । ଏହା ଆପଣଙ୍କର ଶରୀରର କିଛି କ୍ଷତି କରି ନ ଥାଏ ଅଥବା ଆପଣଙ୍କ ଶରୀରରେ ଡାଏବେଟିସକୁ କଣ୍ଟ୍ରୋଲ ରଖିବାରେ ସାହାର୍ଯ୍ୟ କରିଥାଏ । ଆପଣମାନେ ସମସ୍ତେ ଡାଏବେଟିସ ପାଇଁ ବିଭିନ୍ନ ପ୍ରକାରର ଔଷଧର ସେବନ କରିଥାନ୍ତି । କିନ୍ତୁ ଏହା ପରିବେର୍ତ୍ତେ ଯଦି ଆପଣ ଏହି ଆୟୁର୍ବେଦ ଚୁରନକୁ ଦିନକୁ ଦୁଇ ଥର ସେବନ କରିବେ ତେବେ ଆପଣଙ୍କର ଡାଏବେଟିସ ସମ୍ପୂର୍ଣ ରୂପରେ କଣ୍ଟ୍ରୋଲରେ ଆସିଯିବ । ଏହି ଘରେଲୁ ଉପାୟକୁ ତିଆରି କରିବା ପାଇଁ ଆପଣଙ୍କୁ ୫ ଟି ଜିନିଷ ଦରକାର ।

୧୦୦ ଗ୍ରାମ ଅଁଳା ପାଉଡର, ୪୦ ଗ୍ରାମ ମେଥି, ୪୦ ଗ୍ରାମ କଳା ଜିରା, ୪୦ ଗ୍ରାମ କଞ୍ଚା ହଳଦୀର ଗୁଣ୍ଡ ଓ ୨୦ଗ୍ରାମ ତେଜ ପତ୍ର ଦରକାର । ସବୁଠୁ ଦରକାରୀ ସୂଚନା ହେଉଛି ଯେତିକି ମାତ୍ରରେ କୁହାଯାଉଛି ଆପଣ ସେତିକି ମାତ୍ରାରେ ହିଁ ଏହି ଜିନିଷର ବ୍ୟବାହାର କରନ୍ତୁ । ଏହା ପରେ ସମସ୍ତ ଜିନିଷକୁ ଅଲଗା ଅଲଗା ଭଲ ଭାବରେ ଗ୍ରାଇଡିଙ୍ଗ କରି ପାଉଡର କରି ଦିଅନ୍ତୁ । ତେଜ ପତ୍ରକୁ ଗ୍ରାଇଡିଙ୍ଗ କରି ସାରିବା ପରେ ଏହାକୁ ଚାଲୁଣିରେ ଅଳ୍ପ ଚଳେଇ ଦିଅନ୍ତୁ । ବର୍ତ୍ତମାନ ଏହି ୫ ଟି ପାଉଡରକୁ ଏକତ୍ରିତ ମିଶ୍ରଣ କରି ଦିଅନ୍ତୁ ।

ବର୍ତ୍ତମାନ ଆପଣଙ୍କର ଘରୋଇ ଉପାୟ ପ୍ରସ୍ତୁତ ହୋଇ ଯାଇଛି । ଡାଏବେଟିସକୁ କଣ୍ଟ୍ରୋଲ କରିବା ପାଇଁ ଏହା ବହୁତ ଅଧିକ ଚମତ୍କାରୀ ଆୟୁର୍ବେଦିକ ଉପାୟ ଅଟେ । ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ଶରୀରକୁ କୌଣସି ବି ପ୍ରକାରର କ୍ଷତି ହୋଇ ନ ଥାଏ । ମଧୁମେହ କିମ୍ବା ଡାଏବେଟିସ ରୋଗୀମାନେ ସବୁଦିନ ସକାଳେ ଓ ସନ୍ଧ୍ୟା ସମୟରେ ଏହି ପାଉଡରରୁ ଅଧ ଚାମଚ ଖାଲି ପାଣିରେ ମିଶ୍ରଣ କରି ସେବନ କରନ୍ତୁ । ଖାଦ୍ୟ ଖାଇବାର ଠିକ ଅଧ ଘଣ୍ଟା ପୂର୍ବରୁ ଆପଣ ଏହାର ସେବନ କରନ୍ତୁ ।

ଏହିଭଳି ଆପଣ ଏହାକୁ ଦିନକୁ ଦୁଇ ଥର ସେବନ କରନ୍ତୁ । ଏହା ପରେ ଦେଖିବେ ଆପଣଙ୍କ ଡାଏବେଟିସ ସମ୍ପୂର୍ଣ ରୂପରେ କଣ୍ଟ୍ରୋଲରେ ଆସିଯିବ । ଏହି ପାଉଡରକୁ ସେବନ କରିବା ପରେ ସେହି ସମସ୍ତ ଡାଏବେଟିସ ରୋଗୀ ଯେଉଁମାନେ ଇନସୁଲିନ ଉପରେ ନିର୍ଭର ନୁହନ୍ତି ସେମାନଙ୍କର ଡାଏବେଟିସ କଣ୍ଟ୍ରୋଲରେ ଆସିଯିବ । ଯେଉଁମାନେ ଡାଏବେଟିସ ପାଇଁ ମେଡିସନର ସେବନ କରୁଛନ୍ତି ସେମାନେ ଏହି ପାଉଡରରେ ୧୦୦ ଗ୍ରାମ ଶିଳାଜିତ ମିଶ୍ରଣ କରି ସେବନ କରନ୍ତୁ । ଏହା ପରେ ଆପଣ ଧୀରେ ଧୀରେ ନିଜର ମେଡିସନ ବନ୍ଦ କରି ପାରିବେ ।

Leave a Reply

Your email address will not be published. Required fields are marked *