ଫୁସଫୁସକୁ ସୁସ୍ଥ ରଖିବ ଏହି ବ୍ରଦିଙ୍ଗ ଏକ୍ସରସାଇଜ- Health Tips

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ କରୋନା ପାଇଁ ବର୍ତମାନ ପରିସ୍ଥିତି ବହୁତ ଖରାପ ହୋଇଇ ଯାଇଛି ତେବେ ଏହି ପରିସ୍ଥିତି ଭଲ ହୋଇ ପାରେ ଯଦି ସମସ୍ତେ ନିଜ ସ୍ୱାସ୍ଥ୍ୟ ଆଉ ବିଶେଷକରି ଫୁସଫୁସକୁ ସ୍ଵତ ରଖିବା ପାଇଁ କିଛି ପଦ ନେଇ ପାରନ୍ତି ।

ତେବେ ଭଲ ପୋଷ୍ଟିକର ଖାଦ୍ୟ ଖାଇବା ସହ ଆପଣଙ୍କୁ ନିଜ ଫୁସ ଫୁସ ପାଇଁ କିଛି ବିଶେଷ ଏକ୍ସରସାଇଜ ମଧ୍ୟ କରିବାକୁ ହବ ଯାହା ବହୁତ ଆବଶ୍ୟକ ଅଟେ । ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଏକ୍ସରସାଇଜ ବିଷୟରେ କହିବାକୁ ଯାଉଛୁ ତାହା ଆପଣଙ୍କ ଫୁସ ଫୁସକୁ ଶକ୍ତି ପ୍ରଦାନ କରିବ ଆଉ ଆପଣଙ୍କ ଶରୀରକୁ ମଜବୁତ କରିବ, ଏହି ଏକ୍ସରସାଇଜ ଦ୍ଵାରା ଆପଣଙ୍କ ଶରୀରର ମଜବୁତ ହବ ।

୧. ଆପଣଙ୍କୁ ସିଧା ବସିବାର ଅଛି ଅଣ୍ଟା ସିଧା ରଖିବେ ଛାତି ସିଧା ଏହା ପରେ ଆପଣଙ୍କୁ ନିଶ୍ଵାସ ଜୋରେ ଭିତରକୁ ନବାର ଅଛି ଆଉ ଧୀରେ ଧୀୟରେ ଫୁଙ୍କିଲା ଭଳି ନିଶ୍ଵାସ ଛାଡିବାର ଅଛି, ଏହି ଭଳି ଆପଣଙ୍କୁ ୧୦ ରୁ ୧୫ ଥର କରିବାର ଅଛି । ଏହା ପରେ ଆପଣ ଗୋଟେ ହାତ ପେଟ ଉପରେ ଆଉ ଗୋଟେ ହାତ ଛାତି ଉପରେ ରଖିବେ ଆଉ ନିଶ୍ଵାସ ନବା ଆରମ୍ଭ କରିବେ ନିଶ୍ଵାସ ନେଲେ ଆପଣଙ୍କ ପେଟ ଫୁଲିବ ଆଉ ନିଶ୍ଵାସ ଛାଡିଲେ ଯେମିତି ଆପଣଙ୍କ ପେଟ ଭିତରକୁ ଜୀବ ଏହି ଭଳି ୧୦ ଥର କରିବେ ।

୨. ଆପଣ ମାନେ ନିଶ୍ଵାସ ନେଲା ବେଳେ ନିଜ ଦୁଇ ହାତକୁ ଖୋଲା କରିବେ ଆଉ ନିଶ୍ଵାସ ଛାଡିଲା ବେଳେ ନିଜ ହାତ ତଳକୁ କରି ନେବେ । ଏହା ପରେ ଆପଣ ଟିକେ ସମୟ ନର୍ମଲ ନିଶ୍ଵାସ ନେବେ । ତେବେ ଏହା ପରେ ଆପଣ ଦୁଇ ହାତ ନିଜ ମୁଣ୍ଡ ପଛରେ ରଖିବେ ଆଉ ନିଶ୍ଵାସ ନେଲା ବେଳେ ଛାତିକୁ ଫୁଲେଇବେ ଆଉ ସିଧା ଅନେଇବେ ଆଉ ନିଶ୍ଵାସ ଛାଡିଲା ବେଳେ ହାତ ବେଣ୍ଡ କରି ଗୋଟେ ସାଇଡକୁ ଅଳପ ବେଣ୍ଡ ହୋଇଯିବ ଏହି ପରି ୧୦ ଥର କରିବେ ।

୩. ଏହା ପରେ ଆପଣଙ୍କୁ ଆମେ ଯେଉଁ ଉପାୟ କହିବାକୁ ଯାଉଛୁ ତାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ଉପାୟ ଅଟେ ଆପଣଙ୍କୁ କେବଳ ଗୋଟେ କାମ କରିବାକୁ ହବ ଆପଣଙ୍କୁ ଧୀରେ ଧୀରେ ନିଶ୍ଵାସ ନବାର ଅଛି ଔ ଛାଡିବାର ଅଛି ଏହା ପରେ ଆପଣ ଆଗ ନିଜ ପାଖରେ ଷ୍ଟପ ୱାଚ ରଖନ୍ତୁ ଆଉ ଜୋରେ ଗୋଟେ ନିଶ୍ଵାସ ରଖି ଷ୍ଟପ ୱାଚ ଆରମ୍ଭ କରି ଦିଅନ୍ତୁ

ଏହା ପରେ ଆପଣ ନିଶ୍ଵାସ ଅଟକାଇ ରଖନ୍ତୁ ଯେତେବେଳେ ସାହି ପାରିବେ ନାଏଚଏନ ସେତେବେଳେ ଛାଡି ଦିଅନ୍ତୁ ଆଉ ସମୟ ଦେଖନ୍ତୁ ଏହି ଭଳି ଦିନକୁ ଦୁଇ ଥର କରନ୍ତୁ ଆଉ ଦେଖନ୍ତୁ ଆପଣଙ୍କ ନିଶ୍ଵାସ ରେଟ କମି କମି ଯାଉଛି ନା ବଢି ବଢି ଯାଉଛି । ଯଦି ବଧୁଅଛି ତେବେ ଏହା ଆପଣଙ୍କ ପାଇଁ ଲାଭକାରୀ ଅଟେ ।

Leave a Reply

Your email address will not be published. Required fields are marked *