ଜୀବନରେ ହେବନି କୌଣସି ରୋଗ, ବାସ ବାସୀ ମୁହଁରେ ଖାଆନ୍ତୁ ଏହି ଜିନିଷ- Acharya Balkrishna

ଆମ ଭାରତୀୟ ସଂସ୍କୃତିରେ ଓପାସ କଲେ ଲୋକ ଫଳ ସେବନ କରନ୍ତି, ତେବେ କଣ ଆପଣ ଜାଣିଛନ୍ତି ଫଳ ଖାଇବାର ସଠିକ ଲାଭ କଣ ଓ ଓପାସ ସମୟରେ ଅନ୍ନ ସେବନ ନକରି ଫଳ କଣ ପାଇଁ ସେବନ କରନ୍ତି ଯଦି ଆପଣ ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହାର ଲାଭ ବିଷୟରେ କହିବାକୁ ଯାଉଛୁ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଫଳ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ସଞ୍ଜିବନୀ ବୁଟୀ ଭଳି କାମ ଦେଇଥାଏ ।

କିନ୍ତୁ ଆପଣ ଏହା ବିଷୟରେ ଜାଣି ନାହାନ୍ତି ଓ ଏହାର ବ୍ୟବହାର ମଧ୍ୟ କରନ୍ତି ନାହିଁ ସେଥିପାଇଁ ଆପଣଙ୍କ ରୋଗ ଭଲ ହେଉ ନାହିଁ ।

Image Courtesy: Google

ପାଚିଲା ଭଣ୍ଡା :

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଭଣ୍ଡା ବହୁତ ସହଜରେ ସବୁ ଜାଗାରେ ପ୍ପ୍ରାପ୍ତ ହୋଇଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଏହା କେମିତି ଲାଭ ଦାଇ ଅଟେ । ତେବେ କଣ ଆପଣ ଜାଣିଛନ୍ତି ପ୍ପାଚିଲା ଭଣ୍ଡା ସେବନ ଦ୍ଵାରା ଆପଣଙ୍କ ଶରୀର ବହୁତ ପ୍ରକାର ରୋଗରୁ ମୁକ୍ତି ପାଇଥାଏ ଯେମିତିକି ଗ୍ଯାସ, ପେଟ ସମସ୍ଯା, ମୋଟାପଣ ଦୂରେଇ ଯିବ, ପିମ୍ପଲ ଭଳି ସମସ୍ଯା ହବ ନାହିଁ  ଓ କ୍ୟାନ୍ସର ଭଳି ବଡ ରୋଗକୁ ମଧ୍ୟ ଏହା ଭଲ କରିଥାଏ ।

Image Courtesy: Google

ତେବେ ଆପଣ ଜାଣିଛନ୍ତି ଆମକୁ ରୋଗ କଣ ପ୍ପାଇନ ହୋଇଥାଏ କାହିଁକିନା ଆମେ ରୋଗ ହବା ପାଇଁ ଅପେକ୍ଷା କରିଥାଉ । ଯଦି ତା ଆଗରୁ ଆପଣ ନିଜ ଧ୍ୟାନ ରଖିବେ ତେବେ ଆପଣଙ୍କୁ କିଛି ହବ ନାହିଁ ।  ମୁନି ରିଷି ମାନେ ମଧ୍ୟ ଏହି କଥା କହିକି ଯାଇଛନ୍ତି ଯେ ଯଦି ଆପଣଙ୍କ ପେଟ ଖରାପ ଅଛି ବା ପଚନ ଶକ୍ତି ଦୁର୍ବଳ ଅଛି ବା କୌଣସି ପ୍ରକାର ସମସ୍ଯା ଆପଣଙ୍କ ପେଟରେ ହେଉଛି ତେବେ ଆପଣଙ୍କୁ ହଜାର ପ୍ରକାର ରୋଗ ହବ ଓ ଆପଣ ତାକୁ ଚାହିଁଲେ ମଧ୍ୟ ଅଟକେଇ ପାରିବେ ନାହିଁ ।

Image Courtesy: Google

କିନ୍ତୁ ଯଦି ଆପଣଙ୍କ ପେଟ ସ୍ଵସ୍ଥ ଅଛି ତେବେ ଆପଣ ବହୁତ ପ୍ରକାର ରୋଗ ଠାରୁ ବଞ୍ଚିକି ରହି ପାରିବେ । ଆଉ ଆଜିକା ସମୟରେ ସବୁଠାରୁ ବଡ ଅସୁବିଧା ଏହା ଅଟେ ଯେ ଆଜିକା ସମୟରେ ସମସ୍ତେ ପେଟ ସମସ୍ଯାରୁ ହଇରାଣ ଅଛନ୍ତି କାହିଁକିନା କାହାର ପାଚନ ଶକ୍ତି ଦୁର୍ବଳ ଅଛି, କାହାର ପେଟ ସଫା ହେଉ ନାହିଁ କାହା ପେଟରେ କେବଳ ଗ୍ଯାସ ରହୁଛି ତେବେ ହଜାର ପ୍ରକାର ରୋଗ ଲୋକଙ୍କୁ ଅଛି ଯାହା ପାଇଁ ତାଙ୍କ ସ୍ୱାସ୍ଥ୍ୟ ଖରାପ ରହୁଛି, ଏହାର ଏକ ମାତ୍ର କାରଣ ତାଙ୍କ ଖରାପ ଖାଦ୍ୟ ପ୍ରଣାଳୀ ଅଟେ ।

ଆଜିକା ସମୟରେ ଲୋକ ବାହାର ଖାଦ୍ୟ ଅଧିକ ସେବନ କରୁଛନ୍ତି ଓ ତେଲ ମସଲା ଆବଶ୍ୟକ ଠାରୁ ଅଧିକ ବ୍ୟବହାର କରୁଛନ୍ତି ସେଥିପାଇଁ ଏହି ଅବସ୍ତା ହେଉଛି । ଆପଣଙ୍କୁ ପାଚିଲା ଭଣ୍ଡା ମଞ୍ଜି ନବାର ଅଛି ତାକୁ ଭଲ ଭାବରେ ଖରାରେ ସୁଖେଇବାର ଅଛି ଏହା ପରେ ତାକୁ ପେଶୀ ପାଉଡର କରନ୍ତୁ ଏହା ପରେ ସକାଳେ ସବୁଦିନ ହାଲ୍କା ଗରମ ପାଣିରେ ଗୋଟେ ଚାମଚ ସେବନ କରିବାର ଅଛି ଆପଣଙ୍କ ଜୀବନରେ ଆପଣଙ୍କୁ କୌଣସି ରୋଗ ହବ ନାହିଁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *