ଘରର ଏହି ଏକ ଜିନିଷ ଆଜି ହିଁ ଲୁଚାଇ ରଖନ୍ତୁ ହେବ ଧନର ବର୍ଷା

ଆମ ସମସ୍ତଙ୍କ ଘରେ ବହୁତ ପ୍ରକାର ଜିନିଷ ହୋଇଥାଏ ଯାହା ଆମେ ବ୍ୟବହାର ପାଇଁ ରଖିଥାଉ କିଛି ଜିନିଷ ସୁନ୍ଦରତା ପାଇଁ ହୋଇଥାଏ ଓ କିଛି ଆମ ଘରରେ ସକାରାତ୍ମକ ଊର୍ଜା ପାଇଁ ରଖା ଯାଇଥାଏ । ତେବେ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଆମ ଘରେ ଏମିତି ଗୋଟେ ଜିନିଷଠାଏ ଯାହାକୁ ଲୁଚେଇ ରଖିବା ବହୁତ ଆବଶ୍ୟକ ଅଟେ । ଏହି ଏକ ଜିନିଷ ଲୁଚେଇ ରଖିବା ଦ୍ଵାରା ଆପଣଙ୍କ ଧନରେ ବୃଦ୍ଧି ହୋଇଥାଏ ଓ ଖର୍ଚ ବହୁତ କମିଯାଇଥାଏ ।

ମଣିଷ ଜୀବନରେ ବହୁତ ପ୍ରକାର ସମସ୍ଯା ହୋଇଥାଏ, ତେବେ ମଣିଷକୁ କେବେ ଆରଥି କେବେ ବ୍ୟବସାଇକ ସମସ୍ଯା ହୋଇଥାଏ । କିନ୍ତୁ ଏହି ସବୁ ସମସ୍ଯା ପଛ କାରାନଟି ଆମେ ଜାଣି ପାରୁ ନଥାଉ  ଓ ନିଜ ଭିତରେ କିଛି ଖରାପ ଅଛି ଏହା ଚିନ୍ତା କରିଥାଉ । ବହୁତ ସମସ୍ଯା ବାସ୍ତୁ ଦୋଷରୁ ମଧ୍ୟ ଆସିଥାଏ ସେଥିପାଇଁ ଘର ବାସ୍ତୁ ଭଲ ଜ୍ଯୋତିଷକୁ ଦେଖାଇ ସଠିକ କରିବା ଉଚିତ ।

Image Courtesy: Google

ବେଳେ ବେଳେ ଏମିତି ପରିସ୍ଥିତି ଆସିଥାଏ ଯେତେବେଳେ  ବହୁତ ପରିଶ୍ରମ କଲେ ମଧ୍ୟ ଆମକୁ ପରିଶ୍ରମ ଫଳ ପ୍ରାପ୍ତ ହୋଇନଥାଏ । ତେବେ ଏହାର କାରଣ ଘର କିଛି ଦୋଷ ହୋଇଥାଏ, କିନ୍ତୁ ବହୁତ ଲୋକ ଏହାକୁ ଭାବନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ୭ଟି କଥା ବିଷୟରେ କହିବାକୁ ଯାଉଛୁ ଯାହା ନିଜ ଘର ପ୍ରତି ଆପାନଙ୍କୁ ଧ୍ୟାନ ଦବା ବହୁତ ଆବଶ୍ୟକ ଅଟେ ।

Image Courtesy: Google

୧. ଘରେ କେବେ ଖୋଲା ଡଷ୍ଟବିନ ରଖନ୍ତୁ ନାହିଁ ଏହା ଆପଣଙ୍କ ଜୀବନରେ ଆସୁଥିବା ସଫଳତା ବାଟରେ ବାଧା ହୋଇଥାଏ, ସେଥିପାଇଁ ଭୁଲରେ ବି ଏମିତିକା କାମ କରନ୍ତୁ ନାହିଁ ।

୨. ଘର କୌଣସି ଆଲମୀରା ଖୋଲା ଛାଡନ୍ତୁ ନାହିଁ ଯଦି କୌଣସି ଅସୁବିଧା ହୋଇଥାଏ ତେବେ ଆପଣଙ୍କୁ ନିଜ ଘର ବାସ୍ତୁ ଉପରେ ଧ୍ୟାନ ଦବା ଉଚିତ ଅଟେ । ତେବେ ଆଲମୀରା ଖୋଲା ରଖିବା ଦ୍ଵାରା ନକାରାତ୍ମକ ଊର୍ଜା ଉତପନ ହୋଇଥାଏ ଯେଉଁ କାରଣରୁ ଧନ ହାନି ହୋଇଥାଏ ।

Image Courtesy: Google

୩. ମନେ ରଖନ୍ତୁ ଘର କୌଣସି ବିମ ତଳେ ଖଟ ରଖନ୍ତୁ ନାହିଁ ଏହା ଜମା ବି ଉଚିତ ନୁହ ଏହା ଦ୍ଵାରା ଆପାନଙ୍କ ସ୍ୱାସ୍ଥ୍ୟ ଖରାପ ହେଇପାରେ ସେଥିପାଇଁ ଖଟ କେବେ ବିମ ତଳେ ରଖନ୍ତୁ ନାହିଁ ।

୪.ଝାଡୁ ଆମ ଭାରତୀୟ ସଂସ୍କୃତିରେ ମାତା ଲକ୍ଷ୍ମୀଙ୍କ ଜିନିଷ ଅଟେ ସେଥିପାଇଁ ଏହାକୁ କାହା ସାମ୍ନାରେ ରଖନ୍ତୁ ନାହିଁ ଏହାକୁ କୌଣସି ଜାଗାରେ ଲୁଚେଇ ରଖନ୍ତୁ । କେବେ ବି ଝାଡୁ ରୋଷେଇ ଘରେ ଭୁଲରେ ବି ରଖନ୍ତୁ ନାହିଁ ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘର ଛାଡି ଯାଇଥାନ୍ତି ନଚେତ ରୋଷେଇ ଘରେ ଝାଡୁ ରଖନ୍ତୁ ନାହିଁ ।

Image Courtesy: Google

୫. ଧ୍ୟାନ ରଖନ୍ତୁ ତିଜୋରି କେବେ ଖୋଲା ରଖନ୍ତୁ ନାହିଁ, ଏହାର ନକରାତ୍ମକ ଊର୍ଜା ଆପଣଙ୍କ ଘର ଉପରେ ପଡିଥାଏ ସେଥିପାଇଁ ତିଜୋରି କେବେ ଖୋଲା ରଖନ୍ତୁ ନାହିଁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *