କଥା କଥାରେ ହସୁଥିବା ମହିଳା କିପରି ହୋଇଥାନ୍ତି- Chanakya Niti

ମା, ଭଉଣୀ, ବା ସ୍ତ୍ରୀକୁ ଲକ୍ଷ୍ମୀ ସ୍ୱରୂପ ବହୁତ ଲୋକ ବିଚାର କରିଥାନ୍ତି, ତେବେ କେମିତିକା ସ୍ତ୍ରୀ ଭଲ ଓ କେମିତିକା ସ୍ତ୍ରୀ ବା ଝିଅ ଆପାନଙ୍କ ପାଇଁ ହାନିକାରକ ତାହା ବିଷୟରେ ଆଜି ସ୍ପଷ୍ଟ ଭାବରେ ଜାଣିବା । ଶାସ୍ତ୍ରରେ କୁହା ଯାଇଛି ଯେଉଁ ସ୍ତ୍ରୀ ଅତ୍ୟଧିକ ହସୁଥାଏ ସେ ନିଜ ସ୍ଵାମୀର ମୃତ୍ୟୁ ର କାରଣ ହୋଇଥାଏ, ତେବେ ଯଦି ଆପଣଙ୍କ ସ୍ତ୍ରୀ ବା ଗର୍ଲଫ୍ରେଣ୍ଡ ଅଧିକ ହସୁଥାନ୍ତି ତେବେ ସେ ଆପଣଙ୍କ ପାଇଁ ଭୟଙ୍କର ହୋଇ ପରାନ୍ତି ।

ଆଚାର୍ଯ୍ୟ ଚାଣକ୍ୟ ଝିଅ ମାନଙ୍କ ହସ ଉପରେ କିଛି କଥା କହିଛନ୍ତି ଯାହା ସମସ୍ତେ ଜାଣି ନାହାନ୍ତି । ପ୍ରାୟତଃ ସମସ୍ତେ ଝିଅଙ୍କ ସ୍ମାଇଲ ଦେଖି ତାଙ୍କ ଉପରେ ଫିଦା ହୋଇଥାନ୍ତି ବା ତାଙ୍କୁ ପସନ୍ଦ କରିଥାନ୍ତି । କୁହା ଯାଇଛି ଯେ ଯେମିତି କୌଣସି ରଙ୍ଗ ବା କୌଣସି ଜିନିଷ ପସନ୍ଦ କରିବା ଦ୍ଵାରା ବ୍ୟକ୍ତି ମାନଙ୍କ ସ୍ଵଭାବ ବିଷୟରେ ଜଣା ପଡିଥାଏ ଠିକ ସେମିତି ସ୍ତ୍ରୀ ମାନଙ୍କ ହସ ଦ୍ଵାରା ତାଙ୍କ ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଜଣା ପଡିଥାଏ ।

Image Courtesy: Google

୧. ମୁହଁ ବନ୍ଦ କରି ଅଳପ ଶବ୍ଦରେ ହସୁଥିବା ଝିଅମାନେ :

ଏହି ଭଳି ମହିଳା ବହୁତ ଭୟଙ୍କର ହୋଇଥାନ୍ତି, ଏହି ଭଳି ମହିଳା ନିଜ କାମ କରେଇବା ବହୁତ ଭଲ ଭାବରେ ଜାଣିଥାନ୍ତି । ଏହି ଭଳି ମହିଳାଙ୍କ ଉପରେ ଭରସା କରି କେବେ ତାଙ୍କୁ ନିଜ ରହସ୍ୟ କଥା କୁହନ୍ତୁ ନାହିଁ କାହିଁକିନା ସେ କେବେ ନିଜ ପର୍ଯ୍ୟନ୍ତ ଏହାକୁ ରଖିବେ ନାହିଁ । ଏହି ଭଳି ଝିଅଙ୍କ ମନରେ କାହା ପାଇଁ ଦୟା ଭାବନା ନଥାଏ, ତେବେ କୁହା ଯାଇଛି ଏହି ଭଳି ସ୍ତ୍ରୀ ନିଜ ଜୀବନସାଥୀକୁ ମଧ୍ୟ ଧୋକା ଦବା ପାଇଁ ବିଚାର କରନ୍ତି ନାହିଁ । ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଏହି ଭଳି ଝିଅଙ୍କ ଠାରୁ ବଞ୍ଚି ରହିବା ଉଚିତ କାହିଁକିନା ଏହି ଭଳି ଝିଅ ବହୁତ ଅହଙ୍କାରୀ ହୋଇଥାନ୍ତି ।

Image Courtesy: Google

୨. ମନ ଖୋଲି ଜୋର ଜୋର ଶବ୍ଦ କରି ହସୁଥିବା ଝିଅ :

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଯେଉଁ ମହିଳା ବା ସ୍ତ୍ରୀ ମନ ଖୋଲି ସବୁ କଥାରେ ଜୋରେ ହସିଥାନ୍ତି ଏହି ଭଳି ମହିଳା ମନର ବହୁତ ସଫା ହୋଇଥାନ୍ତି । ଏହି ଭଳି ମହିଳା ଆପାନଙ୍କୁ ଦେଖା ହେଲେ ଆପଣଙ୍କୁ ତୁରନ୍ତ ବିବାହ କରିବା ଉଚିତ । ଚାଣକ୍ୟ କହିଛନ୍ତି ଏହି ଭଳି ମହିଳା ଆପଣଙ୍କୁ କେବେ ଧୋକା ଦିଅନ୍ତି ନାହିଁ ।

Image Courtesy: Google

୩. ଯେଉଁ ମହିଳା ଶାନ୍ତ ହୋଇ ହସନ୍ତୀ :

ଯେଉଁ ମହିଳା ଶାନ୍ତ ହୋଇ ହସିଥାନ୍ତି, ତାଙ୍କ ମନରେ ବହୁତ ଦୁଃଖ ହୋଇଥାଏ । ଏହି ଭଳି ମହିଳା ବହୁତ କିଛି ହେଲେ ମଧ୍ୟ କାହାକୁ କିଛି କହିବାକୁ ପସନ୍ଦ କରନ୍ତି ନାହିଁ ସେ ନିଜ ଦୁଃଖ ନିଜ ପାଖରେ ରଖିବା ପସନ୍ଦ କରନ୍ତି ନାହିଁ ।  ଏହି ଭଳି ମହିଳା ବହୁତ ବିଶ୍ଵାସପୂର୍ଣ୍ଣ ହୋଇଥାନ୍ତି ଯଦି ଏହି ଭଳି ମହିଳା ଆପଣଙ୍କୁ ମିଳିଥାନ୍ତି ତେବେ ଆପଣଙ୍କୁ ତାଙ୍କ ସହ ବିବାହ କରିବା ବହୁତ ସୁଖୀ ହୋଇଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *