7 ଟି ଦୌଡୁଥିବା ଘୋଡାର ଫଟୋ ଲଗାନ୍ତୁ ଘରର ଏହି ସ୍ଥାନରେ, ମିଳିବ 100% ଧନ ଓ ଉନ୍ନତି

ଆପଣ ମାନେ ବହୁତ ଲୋକଙ୍କ ଘରେ ୭ଟି ଘୋଡା ଦୌଡୁଥିବା ଚିତ୍ର ଦେଖିବାକୁ ପାଇଥିବେ କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଚିତ୍ର ଘରେ କଣ ପାଇଁ ଲଗାନତି ବା ଏହାର ମହତ୍ଵ କଣ ହୋଇଥାଏ । ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ୭ଟି ଧଳା ଘୋଡା ଦୌଡୁଥିବାର ଫଟୋ ସଠିକ ଭାବରେ ଲଗାଇଲେ ଆପଣ ବହୁତ ଶୀଘ୍ର ଧନୀ ହୋଇ ପାରିବେ କିନ୍ତୁ ଶାସ୍ତ୍ର ଅନୁଯାଇ ବାସ୍ତୁ ଅନୁଯାଇ ଭୁଲ ଲଗାଇଲେ ଏହି ଫଟୋ ଆପଣଙ୍କ ସର୍ବନାଶ ମଧ୍ୟ କରିଥାଏ ।

ଆଜିକା ସମୟରେ ଲୋକ ବାସ୍ତୁ ଶାସ୍ତ୍ର କଥା ଏତେ ମାନୁ ନାହାନ୍ତି କିନ୍ତୁ ଯିଏ ମାନୁଚନ୍ତି ତାଙ୍କ ପାଇଁ ବହୁତ ଶୁଭ ଖବର ଅଟେ । ତେବେ ଯଦି ଆପଣ ନିଜେ ଘରେ ଏହି ଭଳି ଫଟୋ ଲଗାଇବାକୁ ଇଛା କରନ୍ତି ତେବେ ମନେ ରଖିବେ କିଛି କଥା ଆଉ ତା ପରେ ଫଟୋ ଆଣିବେ, ତେବେ ଆସନ୍ତୁ ଏହାର କାରଣ ଜାଣିବା ।

୧. ବାସ୍ତୁ ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ଯେଉଁ ଫଟୋରେ ଘୋଡା ମାନନକ ମୁଖ ପୁରା ସିଧା ହୋଇଥାଏ ଆଉ ଫ୍ତୋରେ ସେ ସାମନାକୁ ଦଉଡିକି ଆସିବାର ଦେଖା ଯାଇଥାନ୍ତି ତେବେ ଏହା ବହୁତ ଖରାପ ହୋଇଥାଏ ଏହା ଦ୍ଵାରା ଆପଣଙ୍କ ଘରେ ନକାରାତ୍ମକତା ବ୍ୟାପିଥାଏ ଆଉ ଆପଣ ନିଜ ଜୀବନରେ ବହୁତ ଅସଫଳତା ସାମ୍ନା କରିଥାନ୍ତି । ତେବେ ଯେବେ ବି ଏହି ଭଳି ଫଟୋ ଘରେ ଲଗାଇବା ପାଇଁ ଆଣିବେ ତାହା ସାଇଡକୁ ମୁହଁ କରିଥିବା ଆବଶ୍ୟକ ହୋଇଥାଏ ।

୨. ଆପଣ ମାନେ ଏହା ଜାଣିଛନ୍ତି ଯେ ସୂର୍ଯ୍ୟ ଦେବଙ୍କ ବାହନ ହୋଇଥାନ୍ତି ଧଳା ଘୋଡା ତେବେ ଆପଣ ଏହା ମଧ୍ୟ ଦେଖିବାକୁ ପାଇଥିବେ ଯେ ସୁର୍ଜୟନ ରଥକୁ ୭ଟି ଘୋଡା ଚଳାଇଥାନ୍ତି, ୭ ବହୁତ ଶୁଭ ଅଙ୍କ ହୋଇଥାଏ ବିବାହ ବେଦିରେ ୭ଟି ବଚନ ସ୍ଵାମୀ ସ୍ତ୍ରୀ ପରାସ ପରକୁ ଦେଇଥାନ୍ତି । ଏହା ଛଡା କରବା ଚଉଥ ଭଳି ପୂଜାରେ ମଧ୍ୟ ୭ଟି ଜିନିଷ ଆବଶ୍ୟକ ହୋଇଥାଏ, ୭ଟି ରଙ୍ଗ ଶୁଭ ହୋଇଥାଏ ତେବେ ଯେବେ ବି ଫଟୋ ଆଣିବେ ଗଣିକି ଆଣିବେ ଯେ ୭ଟି ଘୋଡା ଅଛନ୍ତି ।

୩. ବାସ୍ତୁ ଶାସ୍ତ୍ର ଅନୁଯାଇ ଦୌଡୁ ଥିବା ଘୋଡା ଫଟୋ ଶୁଭ ହୋଇଥାଏ କିଛି ଫଟୋରେ ଘୋଡା ରହିଥାନ୍ତି ବା ଘାସ ଖାଇଥାନ୍ତି ଏହି ଫଟୋ ଆପଣଙ୍କ ଉନ୍ନତିରେ ବାଧା ହୋଇଥାଏ । ଶାସ୍ତ୍ର ଅନୁଯାଇ ଦୌଡୁଥିବା ଘୋଡା ଶୁଭ ସଂକେତ ହୋଇଥାନ୍ତି ଏହା ଆପଣକ ଜୀବନରେ ସୁଖ, ସମ୍ପତି ଆଉ ସାମାଜିକ ସମ୍ମାନ ଦେଇଥାଏ ।

୪. ଫେରୁଥିବା ଘୋଡା ମାନଙ୍କ ଫଟୋ ବ ଘୋଡା ମାନଙ୍କ ପଛ ଫଟୋ ଆପଣ ଘରେ ରଖିଲେ ଆପଣଙ୍କ ଘରେ ନକରାତ୍ମକ ଶକ୍ତି ବାସ କରିଥାଏ । ଯେତେ ଦୁଃଖ ଆସିଥାଏ ଏହି ଫଟୋ କାରଣରୁ ଆସିଥାଏ ସେଥିପାଇଁ ସମ୍ଭାଳି ରଖିବା ଆବଶ୍ୟକ ହୋଇଥାଏ ।

୫. ଯଦି ଘୋଡା ମାନଙ୍କ ଫଟୋ ଫାଟି ଯାଇଛି ବା ଚିରି ଯାଇଛି ତେବେ ଆପଣଙ୍କୁ ସେହି ଫଟୋ ବଦଳିବା ଆବଶ୍ୟକ ହୋଇଥାଏ ଏହା ଛଡା କାଚ ଭାଙ୍ଗି ଗଲେ ମଧ୍ୟ ବଦଳିବା ଆବଶ୍ୟକ ହୋଥାଏ ନଚେତ ଦରିଦ୍ର ହୋଇଯିବେ ।

Leave a Reply

Your email address will not be published. Required fields are marked *