ବାବା ଧବଳେଶ୍ଵରଙ୍କ ମହିମା, ଦେଖନ୍ତୁ କେମିତି ବାବା କଲେ ଚମତ୍କାର, କଳା ବଳଦକୁ ଧଳା କରିଦେଇ ରକ୍ଷା କଲେ ଭକ୍ତର ଜୀବନ

କଟକର ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ବାବା ଧବଳେଶ୍ଵରଙ୍କ ପିଠା ଅନ୍ୟତମ । ଏହାର ମହିମା ବିଶ୍ଵ ପ୍ରସିଦ୍ଧ । ମହନଦୀ ଦ୍ଵୀପ ମଧ୍ୟରେ ବାବା ଧବଳେଶ୍ଵରଙ୍କ ମନ୍ଦିର ଅବସ୍ଥିତ । ବାବା ଧବଳେଶ୍ଵରଙ୍କୁ ଦେଖିବା ପାଇଁ ବହୁତ ଦୂର ଦୂର ଭକ୍ତ ବାବା ଧବଳେଶ୍ଵରଙ୍କ ପୀଠକୁ ଆସିଥାନ୍ତି । ଆଜି ଆମେ ଆପଣଙ୍କୁ ବାବା ଧବଳେଶ୍ଵରଙ୍କ ନାଁ କେମିତି ପଡିଲା ସେହି ବିଷୟରେ କହିବୁ । କହିଦେଉଛୁ କି ଧବଳେଶ୍ଵରର ଅର୍ଥ ଧଳା ରଙ୍ଗର ଭଗବାନ । ବାବା ଧବଳେଶ୍ଵରଙ୍କୁ ନେଇ ଏକ ରୋଚକ ପୂର୍ଣ କାହାଣୀ ଶୁଣାଯାଏ ।

କୁହାଯାଏ କି ବାବା ଧବଳେଶ୍ଵର ଗୋଟିଏ କଳା ବଳଦକୁ ଧଳା କରି ଦେଇଥିଲେ । ଏହି ଘଟଣା ପରେ ପରେ ବାବା ଧବଳେଶ୍ଵର ଧୀରେ ଧୀରେ ପୁରା ଭାରତରେ ପ୍ରସିଦ୍ଧ ହେବାକୁ ଲାଗିଲେ । କଳା ବଳଦକୁ ଧଳା କରିବା ପଛରେ ଗୋଟିଏ କାହାଣୀ ବି ଅଛି ।

ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ ଥରେ ଗୋଟିଏ ଚୋ-ର ଗୋଟିଏ କଳା ବଳଦକୁ ଚୋ-ରୀ କରିଲା । ଲୋକମାନେ ଜାଣିବା ପରେ ସମସ୍ତେ ସେହି ଚୋ-ରକୁ ଧରିବା ପାଇଁ ତା ପଛରେ ଗୋଡାଇଲେ । ଚୋ-ର ଟି ମା-ଡ- ଖା-ଇ-ବା ଭ-ୟ-ରେ ଅନ୍ୟ କୌଣସି ଉପାୟ ନ ପାଇ ମହାନଦୀ ମଝିରେ ଥିବା ଏହି ଦ୍ଵୀପ ମଧ୍ୟରେ ଲୁଚି ରହିଥିଲା । ସେ ନିଜର ଜୀ-ବ-ନ ବ-ଞ୍ଚା-ଇ-ବା ପାଇଁ ଭଗବାନ ଶିବଙ୍କୁ ପ୍ରାର୍ଥନା କରୁଥିଲା ।

ଏହି ସମୟରେ ଭଗବାନ ଶିବ ଜଣେ ସନ୍ୟାସୀ ରୂପ ନେଇ ଲୋକମାନଙ୍କ ସାମ୍ନାକୁ ଆସିଲେ ଓ ସେମାନଙ୍କୁ ସେମାନଙ୍କର ରା-ଗି-ବା-ର କାରଣ ପଚାରିଲେ । ଲୋକମାନେ କହିଲେ କି ଆମର ଗୋଟିଏ କଳା ବଳଦ ଚୋ-ରୀ ହୋଇ ଯାଇଛି । ଚୋ-ର ଟି ଏହି ଦ୍ଵୀପରେ ଲୁଚି ବସିଛି, ସେଥିପାଇଁ ଆମେ ଏଠି ଜଗି ରହିଛୁ । ସନ୍ୟାସୀ ଜଣକ କହିଲେ କି ଏଠି କୌଣସି ବି କଳା ବଳଦ ନାହିଁ । ଏଠି ଗୋଟିଏ କେବଳ ଧଳା ବଳଦ ଅଛି । ସେମାନେ ଜାଣି ଗଲେ କି ଏହା ତାଙ୍କର ଚୋ-ରୀ ହୋଇଥିବା ବଳଦ ନୁହେଁ ।

ଏହା ମଧ୍ୟରେ ସନ୍ୟାସୀ ଜଣକ କେଉଁଠି ଅନ୍ତର ଧ୍ୟାନ ହୋଇଗଲେ । ଚୋ-ର ବି ବାହାରକୁ ବାହାରି ଆସିଲା । ସେ ଲୋକମାନଙ୍କୁ ସାମ୍ନାକୁ ଆସି ଲୋକମାନଙ୍କୁ ସବୁ କଥା କହିଲା । ଚୋ-ର କହିଲା କି ସେ କଳା ବଳଦ ଚୋ-ରୀ କରି ଆଣିଥିଲା । ଭଗବାନ ଶିବ ତାର ପ୍ରାର୍ଥନା ଶୁଣି ତାର କଳା ବଳଦକୁ ଧଳା କରି ଦେଇଛନ୍ତି । ଏହି ଘଟଣା ପରେ ଲୋକମାନେ ଏହି ସ୍ଥାନରେ ଭଗବାନ ଶିବଙ୍କୁ ବାବା ଧବଳେଶ୍ଵର ନାଁରେ ପୂଜା କରିଲେ । ଏହି ମନ୍ଦିର ବିଷୟରେ ଧୀରେ ଧୀରେ ସମସ୍ତେ ଜାଣିଗଲେ ।

ପ୍ରତି ବର୍ଷ କାର୍ତ୍ତିକ ମାସର ପଞ୍ଚୁକରେ ଏହି ମନ୍ଦିରକୁ ହଜାର ହଜାର ଲୋକମାନେ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବା ପାଇଁ ଆସନ୍ତି । ପଞ୍ଚୁକ ତ୍ରୟଦର୍ଶୀ ତିଥିରେ ବଡ ଧୁମଧାମରେ ଏହି ମନ୍ଦିରରେ ବଡଓଷା ପାଳନ କରାଯାଏ । ଏହି ଓଷାରେ ଗଜ ଭୋଗ ଭଗବାନଙ୍କ ନିକଟରେ ଲଗାଯାଏ । ଭଗବାନ ଶିବ କଳା ବଳଦକୁ ଧଳା କରିଡିଥିଲେ ବୋଲି ଏହି ଭୋଗର ଭିତର କଳା ଓ ବାହାର ଧଳା ହୋଇଥାଏ ।

Leave a Reply

Your email address will not be published. Required fields are marked *