କାହିଁକି ବବି ମିଶ୍ର ସ୍ତ୍ରୀ କୋଏଲଙ୍କୁ ଦେଲେ ଛାଡପତ୍ର, କାରଣ ଜାଣି ବିଶ୍ଵାସ ହେବନି

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଓଲିଉଡର ଆପଣ ସମସ୍ତଙ୍କର ପ୍ରିୟ ଅଭିନେତା ବବି ମିଶ୍ର ଓ କୋଏଲ ବାନାର୍ଜୀ ପରସ୍ପରକୁ ଛାଡପତ୍ର ଦେଇସାରିଛନ୍ତି ।

କିନ୍ତୁ କାହିଁକି ଏହି ହିଟ ଯୋଡି ଅଲଗା ହୋଇଗଲେ ଏହା ପଛର କାରଣ ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ ଅଛି । କହିଦେଉଛୁ କି ୨୦୧୫ରେ ବବି ମିଶ୍ର ଓ କୋଏଲ ବାନାର୍ଜୀ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ । କିନ୍ତୁ କେଉଁ କାରଣ ଯୋଗୁ ବିବାହର ଅଳ୍ପ କିଛି ବର୍ଷ ପରେ ପରସ୍ପର ପରସ୍ପର ଠାରୁ ଦୂରେଇ ଗଲେ ଏହା ବିଷୟରେ କେହି ବି ଜାଣି ନାହାନ୍ତି । କିନ୍ତୁ ଛାଡପତ୍ରର ଅସଲ କାରଣ କଣ ଆଜି ଆମେ ଆପଣଙ୍କୁ କହିବୁ ।

ଆପଣ ସମସ୍ତେ ଓଲିଉଡ ଇଣ୍ଡଷ୍ଟ୍ରିର ଅଭିନେତା ବବି ମିଶ୍ର ଓ କୋଏଲ ବାନାର୍ଜୀଙ୍କ ବିଷୟରେ ବହୁତ କିଛି ଜାଣିଥିବେ । ଏହା ସହିତ ଦର୍ଶକମାନେ ଏହି ଯୋଡିକୁ ବହୁତ ପସନ୍ଦ ମଧ୍ୟ କରନ୍ତି । ଦୁଇ ଜଣ ୨୦୧୫ରେ ବିବାହ କରିଥିଲେ । କିନ୍ତୁ କହିଦେଉଛୁ କି ବବି ମିଶ୍ର ଜଣେ ଓଡିଆ ଅଭିନେତା ଅଟନ୍ତି । ଯେତେବେଳେ କି କୋଏଲ ବାନାର୍ଜୀ ଓଡିଆ ଓ ବେଙ୍ଗଲି ଅଭିନେତ୍ରୀ ଅଟନ୍ତି । କିନ୍ତୁ ଦୁଇ ଜଣ ଓଲିଉଡ ଇଣ୍ଡଷ୍ଟ୍ରିର ବହୁତ ଜଣା ଶୁଣା କଳାକାର ଅଟନ୍ତି ।

ବବି ମିଶ୍ର ଓଡିଆ ଇଣ୍ଡଷ୍ଟ୍ରିରେ ବହୁତ ସମୟ ହେବ କାମ କରୁଛନ୍ତି । ସେ ଆଲବମ, ଫିଲ୍ମ ଓ କେତେକ ସିରିୟଲରେ କାମ କରି ପ୍ରତ୍ୟକ ଓଡିଆଙ୍କ ପ୍ରିୟ ଅଭିନେତା ହୋଇଛନ୍ତି । ଅନ୍ୟ ପଟେ କୋଏଲ ବାନାର୍ଜୀ ବି ବହୁତ ସିରିୟଲ, ଆଲବମ ଓ ଫିଲ୍ମରେ ଅଭିନୟ କରିଛନ୍ତି । କିନ୍ତୁ ୨୦୧୫ରେ ବିବାହ କରିବା ପରେ କୋଏଲ ବାନାର୍ଜୀ ସିରିୟଲ ଓ ଫିଲ୍ମରେ ବହୁତ କମ ନଜର ଆସିଲେ ।

କିନ୍ତୁ ମିଳୁଥିବା ସୂଚନା ଅନୁସାରେ ବବି ମିଶ୍ର ଓ କୋଏଲ ବାନାର୍ଜୀ ୨୦୧୮ ମସିହାରେ ଚାଡପତ୍ର ନେଇସାରିଛନ୍ତି । ଏହା ପର ଠାରୁ ହିଁ ଦୁଇ ଜଣ ଏକାଠି ରହୁ ନାହାନ୍ତି । ଅନ୍ୟ ପଟେ ଛାଡପତ୍ର ନେବା ପରେ କୋଏଲ ବାନାର୍ଜୀ ବେଙ୍ଗଲି ସିରିୟଲରେ ନଜର ଆସିଲେ । ଏହା ପରେ କୋଏଲ ବାନାର୍ଜୀ ବେଙ୍ଗଲି ସିରିୟଲରେ କାମ କରିବା ସହ ଓଡିଆ ସିରିଏଲ ‘ବୋହୁ ଆମର NRI’ ମଧ୍ୟରେ ନଜର ଆସୁଥିଲେ । ଏହି କାରଣରୁ କୋଏଲ କଲିକତାରୁ ଓଡିଶା ମଧ୍ୟ ଆସିଥିଲେ । କିନ୍ତୁ ଏହି ସମୟରେ ସେ ବବି ମିଶ୍ରଙ୍କ ସହ ରହୁ ନ ଥିଲେ ଅଥବା ସେ ଅଲଗା ରହୁଥିଲେ ।

ଯାହା ବିଷୟରେ କୋଏଲ ବାନାର୍ଜୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି । କିନ୍ତୁ ଏହି ପୋସ୍ଟରେ ସେ ବବି ମିଶ୍ରଙ୍କ ନାଁ ଉଲ୍ଲେଖ କରି ନାହାନ୍ତି । କୋଏଲ ଏହି ପୋସ୍ଟରେ ଲେଖିଲେ କି, ନମସ୍କାର ବନ୍ଧୁଗଣ, ଆଶା କରୁଛି ସମସ୍ତେ ଭଲରେ ଥିବେ । ମୁଁ ଜାଣିଛି ଆମେ ସମସ୍ତେ ବହୁତ କଷ୍ଟକର ସମୟ ମଧ୍ୟ ଦେଇ ଗତି କରୁଛୁ, କିନ୍ତୁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି କି ଏହି ସମସ୍ତ ଦିନ ଗୁଡିକ ଶୀଘ୍ର ବିତିଯାଉ । ମୁଁ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ଆପଣ ସମସ୍ତଙ୍କୁ କିଛି କହିବାକୁ ଚାହୁଁଛି ।

ମୋ ବିବାହ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିଲା ନାହିଁ ଓ ଆମେ ଛାଡପତ୍ରର ନେଇ ସାରିଛୁ । ୨୦୧୮ରୁ ଆମେ ଦୁଇ ଜଣ ଅଲଗା ରହୁଛୁ । ମୁଁ କଲିକତାରେ ବେଙ୍ଗଲି ସିରିଏଲରେ କାମ କରୁଥିଲି ଓ ମଝିରେ ‘ବୋହୁ ଆମର NRI’ ସିରିଏଲ କରିବା ପାଇଁ ତିନିମାସ ଓଡିଶା ଯାଇଥିଲି, କିନ୍ତୁ ସେହି ସମୟରେ ବି ଆମେ ପରସ୍ପର ଠାରୁ ଅଲଗା ରହୁଥିଲି । କିନ୍ତୁ ଗତ ବର୍ଷ ଲକଡାଉନ ପୂର୍ବରୁ ମୁଁ କଲିକତା ଫେରି ଯାଇଛି । ଏହା ସହିତ କିଛି ବ୍ୟକ୍ତିଗତ କାରଣ ଯୋଗୁ ମୋତେ ବୋହୁ ଆମର NRI ସିରିଏଲ ଛାଡିବାକୁ ପଡିଲା ।

ଓଡିଶାର ଲୋକମାନେ ମୋତେ ବହୁତ ଭଲ ପାଇବା ଦେଇଛନ୍ତି । ସେଥିପାଇଁ ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ମୋ ସହିତ ଘଟିଥିବା ଏହି ସମସ୍ତ ଘଟଣା ବିଷୟରେ ଜଣାଇବା ମୁଁ ଉଚିତ ମନେ କରିଲି । ବର୍ତ୍ତମାନ ମୋର ରାସ୍ତା ପୂରାପୂରି ଅଲଗା ଅଟେ । ମୁଁ ଆଶା କରୁଛି ଆଗକୁ ମୁଁ ଗୋଟିଏ ଶାନ୍ତି ପୂର୍ଣ ଜୀବନ ଜାପନ କରିବି । ଏହି ପୋସ୍ଟରୁ ସ୍ପଷ୍ଟ ଜଣା ପଡୁଛି କି ବବି ମିଶ୍ର ଓ କୋଏଲ ବାନାର୍ଜୀ ପରସ୍ପର ଠାରୁ ଛାଡପତ୍ର ନେଇସାରିଛନ୍ତି । କିନ୍ତୁ ଏହି ଛାଡପତ୍ରର ଅସଲ କାରଣ କଣ ବର୍ତ୍ତମାନ ପର୍ଯ୍ୟନ୍ତ ବି ଜଣା ପଡି ନାହିଁ । କିନ୍ତୁ ପୋସ୍ଟ ଅନୁସାରେ ଦୁଇ ଜଣ ନିଜର ବ୍ୟକ୍ତିଗତ କାରଣ ଯୋଗୁ ଅଲଗା ହୋଇଛନ୍ତି ।

Leave a Reply

Your email address will not be published. Required fields are marked *