ଏହି ବ୍ଲଡ ଗୃପ ବ୍ୟକ୍ତିଙ୍କୁ ଶୀଘ୍ର ହେବ ନାହିଁ କରୋନା, ଦେଖନ୍ତୁ ଆପଣଙ୍କ ବ୍ଲଡ ଗୃପ ନୁହେଁ ତ!

ଭରତ ବର୍ଷରେ କ-ରୋ-ନା ସଂ-କ୍ର-ମ-ଣ ବହୁତ ବଢି ବଢି ଯାଉଛି ଯାହା କାରଣରୁ ଲୋକଙ୍କ ଜୀବନ ପ୍ରତି ବହୁତ ବିପଦ ରହୁଛି ।

ତେବେ ଲୋକଙ୍କୁ ସଂ-କ୍ର-ମ-ଣରୁ ବଞ୍ଚାଇବା ପାଇଁ ସରକାର ଟୀକା ଉପଲବ୍ଧ କରିବାରେ ସାହାଯ୍ୟ କରୁଛନ୍ତି ଏହା ଛଡା ସରକାର ଲୋକଙ୍କ ସୁରକ୍ଷା ପାଇଁ ଲକଡାଉନ ଆଉ ଶଟଡାଉନ ଭଳି ନିୟମ ଲାଗୁ କରୁଛନ୍ତି ଯାହା ଦ୍ଵାରା ଭିଡ କମ ହବ ଆଉ ଲୋକ ଘରେ ଅଧିକ ରହିବେ ଯାହା ଦ୍ଵାରା ବିନା କାରଣରେ ସଂ-କ୍ର-ମ-ଣ ବଢିବ ନାହିନ ଆଉ ଲୋକ ନିଜ ନିଜ ଘରେ ସୁରକ୍ଷିତ ରହିବେ । ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ସଂ-କ୍ର-ମ-ଣ ଦିନକୁ ଦିନ ଘାତକ ହୋଇ ଯାଉଛି ।

ଏହି କାରଣ ପାଇଁ ସବୁ କିଛି ବନ୍ଦ କରା ଯାଉଛି ଆଉ ନିୟମ ବହୁତ ଷ୍ଟ୍ରିକ୍ତ ହୋଇ ପାଳନ କରା ଯାଉଛି । ତେବେ ଆସନ୍ତୁ ବ୍ଲଡ ଗ୍ରୁପ ଉପରେ ନୂଆ କଥା ଜଣା ପଡିଛି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କିଛି କଥା କହିବାକୁ ଯାଉଛୁ । ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ କ-ରୋ-ନା ଦ୍ଵିତୀୟ ଲହର ବହୁତ ଲୋକଙ୍କୁ ଆଘାତ ଦେଇଛି ଆଉ ଏହା ଦ୍ଵାରା ତୃତୀୟ ଲହର ଆସିବାର ସଂକେତ ମିଳୁଛି ତେବେ ତୃତୀୟ ଲହରୀ ଆସିଲେ ଛୁଆଙ୍କ ପ୍ରତି ବହୁତ ସତରକ ରହିବା ଆବଶ୍ୟକ ବୋଲି ବିଶ୍ଵ ସ୍ୱାସ୍ଥ୍ୟ ମନ୍ତରାଳୟ କହିଛନ୍ତି ।

ଏହା ଛଡା ନୂଆ କଥା ଜଣା ପଡିଛି ଯେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ବ୍ଲଡ ଗ୍ରୁପ ଅନୁଯାଇ ମଧ୍ୟ କ-ରୋ-ନା ସଙ୍କରମ କମ ଅଧିକ ହେଉଛି । ତେବେ ସରକାର ଦ୍ଵାରା ୧୦ ହଜାର କ-ରୋ-ନା ସଂକ୍ରମିତ ଲୋକଙ୍କ ଉପରେ ସର୍ଭେ କରା ଯାଇଛି ଯାହା ଅନୁଯାଇ ଏହା ଜଣା ପଡିଛି ଯେ ଓ ବ୍ଲଡ ଗ୍ରୁପ ଲୋକଙ୍କୁ ଅନ୍ୟ ମାନାଙ୍କ ଅପେକ୍ଷା ସଂ-କ୍ର-ମ-ଣ ବହୁତ କମ ହୋଇଥାଏ ଏହା ଛଡା ବି ପଜେଟିବ ଆଉ ଏବି ପଜେଟିବ ଲୋକଙ୍କୁ ସଙ୍କରମ ଅଧିକ ମାତ୍ରାରେ ହେଉଛି ।

ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ବି ପଜେଟିବ ଲୋକଙ୍କ ସଂ-କ୍ର-ମ-ଣ କିଛି ମାତ୍ରାରେ କମ ରହୁଛି କିନ୍ତୁ ଏବି ପଜେଟିବ ଲୋକଙ୍କ କ-ରୋ-ନା ସଙ୍କରମ ବହୁତ ସିରିଏସ ହେଇ ଯାଉଛି, ତେବେ ସତର୍କ ରହିବା ବହୁତ ଆବଶ୍ୟକ ଅଟେ । ତେବେ ଓ ବ୍ଲଡ ଗ୍ରୁପ ଲୋକଙ୍କୁ ସଂ-କ୍ର-ମ-ଣ ସବୁଠାରୁ କମ ହେଉଛି ଏହା ପରେ ଏ, ତା ପରେ ବି ଆଉ ସବୁଠାରୁ ଅଧିକ ସିଭିଅର ସଂ-କ୍ର-ମ-ଣ ଏବି ପଜେଟିବ ଲୋକଙ୍କୁ ହେଉଛି । ତେବେ ଏହା ଜେନେଟିକ ମଧ୍ୟ ହୋଇ ପାରେ କିଛି ପ୍ରମାଣ ମିଳି ନାହିଁ ।

ଏହା କେବଳ ସର୍ଭେ ଅନୁଯାଇ ଜଣା ପଡିଛି, ତେବେ ଆଉ ଗୋଟେ ସର୍ଭେ ଅନୁଯାଇ ଭେଜିଟେରିଆନ ଲୋକଙ୍କୁ ସଂ-କ୍ର-ମ-ଣ ନନ ଭେଜଟେରିଆନ ଲୋକଙ୍କ ପେକ୍ଷା କମ ହେଉଛି ତେବେ ଏହା ସତ ପ୍ରତିଶତ ସତ ନୁହଁ କିନ୍ତୁ ସର୍ଭେ ଅନୁଯାଇ ଯାହା ଜଣା ପଡୁଛି ତାହା ଅନୁଯାଇ ଆଶଙ୍କା କରା ଯାଉଛି । ଭେଜିଟେରିଆନ ଲୋକଙ୍କ ଡାଇଟରେ ହାଇ ଫାଇବର ରହୁଛି ଯାହା ଆମ ରୋ-ଗ ପ୍ରତି ରୋଧକ କ୍ଷମତା ବଢାଉଛି ଯାହା ଦ୍ଵାରା ତାଙ୍କୁ ସଂ-କ୍ର-ମ-ଣ ଅନ୍ୟ ମାନଙ୍କ ଅପେକ୍ଷା କମ ହେଉଛି ।

ଏହି ସ୍ୱାସ୍ଥ୍ୟ ସମ୍ବଧୀୟ ଲେଖାଟି ଆପଣଙ୍କୁ କେମିତି ଲାଗିଲା ଆମକୁ ଜଣାନ୍ତୁ । ନୂଆ ଟିପ୍ସ ସବୁ ପାଇବା ପାଇଁ ଏବେହିଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *