କରୋନାରୁ ଠିକ ହେବା ପରେ VACCINE କେବେ ନେବେ? Dr. V.K Mishra 

ଭାରତରେ ଆସିଥିବା ଟୀକା ବହୁତ ପ୍ରଭାବୀ ଅଟେ ବୋଲି ବୈଜ୍ଞାନିକ ମାନେ କହୁଛନ୍ତି ତେବେ ସମସ୍ତଙ୍କ ମନରେ ସବୁଠାରୁ ବଡ ପ୍ରଶ୍ନ ଏହା ଅଟେ ଯେ ଏହା କେତେ ଦିନ ପର୍ଯ୍ୟନ୍ତ ଆମ ଶରୀର ରୋଗ ପ୍ରତି ରୋଧକ କ୍ଷମତା ବଢାଇବ ।

ଯାହା ଦ୍ଵାରା ଆମ ଶରୀର ବାହାର ଭାଇରସ ଠାରୁ ଲଢି ଆମକୁ ସୁରକ୍ଷା ଦେଇ ପାରିବ । ତେବେ ଏହା ଛଡା ଲୋକଙ୍କ ମନରେ ଟୀକା ପ୍ରତି ବହୁତ ପ୍ରଶ୍ନ ଅଛି ତେବେ ସବୁଠାରୁ ବଡ ପ୍ରଶ୍ନ ଏହା ଅଟେ ଯେ କୋରୋନରୁ ମୁକ୍ତ ହୋଇଥିବା ଲୋକଙ୍କୁ ଟୀକା କେତେ ବେଳେ ନବା ଉଚିତ ତୁରନ୍ତ ବା କେତେ ସମୟ ଦିନ ପରେ ସେ ଟୀକା ନେଇ ପାରିବେ । ତେବେ ଆସନ୍ତୁ ଏହି ସବୁ ପ୍ରଶ୍ନ ର ଉତ୍ତର ବିସ୍ତାର ସହ ଜାଣିବା । ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ବର୍ତମାନ ଦ୍ଵିତୀୟ ଲହର ବହୁତ ଶୀଘ୍ର ବଢି ବଢି ଯାଉଛି ।

ଏହାକୁ ଦେଖି ଆଶଙ୍କା କରା ଯାଉଛି ଯେ ତୃତୀୟ ଲହର ବହୁତ ଶୀଘ୍ର ଆସିବାକୁ ଯାଉଛି ତେବେ ତ୍ରିତୀୟା ଲହର ଠାରୁ ବଞ୍ଚିବାକୁ ହେଲେ ସମସ୍ତଙ୍କୁ ଟୀକା ନବା ଆଉ ସାମାଜିକ ଦୂରତା ରଖିବା ବହୁତ ଆବଶ୍ୟକ ହୋଇ ଯାଇଛି । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ କୋରୋନା ହେଲା ପରେ ଆପଣଙ୍କ ଶରୀର ଦୁର୍ବଳ ହୋଇଥାଏ ଯାହା ପରେ ଆପଣଙ୍କ ଶରୀର କରୋନା ଠାରୁ ଲଢିବା ପାଇଁ ଆଣ୍ଟି ବଡି କ୍ରିଏଟ କରିଥାଏ ।

ଯାହା ଦ୍ଵାରା ଆମ ବଡି କରୋନା ଭାଇରସ ଠାରୁ ଲଢିଥାଏ ଆଉ ଜିତ୍ୟ ଯାଇଥାଏ, ଯେତେବେଳେ ଆମ ଆଣ୍ଟି ବଡି କରୋନାକୁ ହରାଇଥାଏ ସେତେବେଳେ ଆମ ଶରୀର ବହୁତ ଶକ୍ତିଶାଳୀ ଇମୁନିଟି ପାଇଥାଏ ଯାହା ଆମ ବଡିରେ ୩ରୁ ୬ ମାସ ପର୍ଯ୍ୟନ୍ତ ରହିଥାଏ ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଏହି ଭଳି ଲୋକଙ୍କୁ ଟୀକା ନବା ଉଚିତ ନୁହ କାହିଁକିନା ନିଜ ଶରୀର ନିର୍ମିତ ଆଣ୍ଟି ବଡି ଠାରୁ ଭଲ ଆଣ୍ଟି ବଡି କିଛି ହୋଇନଥାଏ ।

ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ସମସ୍ତଙ୍କ ଶରୀର ସମାନ ନୁହ, ସମସ୍ତଙ୍କୁ ଏକା ଭଳି ସଂକ୍ରମଣ ହେଉ ନାହିଁ କାହାକୁ ମାଇଲ୍ଡ, କାହାକୁ ଗମ୍ଭୀର ଆଉ କାହା କାହାକୁ ଭୟଙ୍କର ହେଉଛି ଯାହା କେହି ବିଚାର ମଧ୍ୟ କରୁ ନାହାନ୍ତି । ତେବେ ବୈଜ୍ଞାନିକ ମାନାଙ୍କ କହିବା ଅନୁଯାଇ କରୋନାରୁ ପୀଡିତ ବ୍ୟକ୍ତି ଯଦି ଭଲ ହୁଅନ୍ତି ତେବେ ତାଙ୍କୁ ତୁରନ୍ତ ଟୀକା ନବା ଉଚିତ ନୁହ ଆପଣ ୨ରୁ ୮ ସପ୍ତାହ ପରେ ଟୀକା ନେଇ ପାରିବେ ।

ତେବେ ସଠିକ ଭାବରେ କହିଲେ ଆମ ଶରୀର ଦ୍ଵାରା ନିର୍ମିତ ଆଣ୍ଟି ବଡି ୯୦ରୁ ୧୮୦ ଦିନ ପର୍ଯ୍ୟନ୍ତ ଆମ ବଡିରେ ରହିଥାନ୍ତି, ପ୍ରାକୃତିକ ଇମୁନିଟି ଲୋକଙ୍କ ଭିତରେ ଅଲଗା ଅଲଗା କାମ କରିଥାଏ, ସମସ୍ତଙ୍କ ଇମୁନିଟି ଅଲଗା ଅଟେ, ତେବେ ଲୋକଙ୍କ ଇମୁନିଟି ବଢିବା ଦ୍ଵାରା ସେ ରୋଗରୁ ମୁକ୍ତ ହୁଅନ୍ତି କିନ୍ତୁ ଏହା ପରେ ତାଙ୍କୁ ଆରାମ ଆବଶ୍ୟକ ହୋଇଥାଏ ।

ଏହି ସ୍ୱାସ୍ଥ୍ୟ ସମ୍ବଧୀୟ ଲେଖାଟି ଆପଣଙ୍କୁ କେମିତି ଲାଗିଲା ଆମକୁ ଜଣାନ୍ତୁ । ନୂଆ ଟିପ୍ସ ସବୁ ପାଇବା ପାଇଁ ଏବେହିଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *