ପଡୋଶୀ ଖୋଲେଲେ Babi Mishra ଙ୍କ ଗୁମର, କହିଲେ 12 ବର୍ଷ ପର୍ଯ୍ୟନ୍ତ ସ୍ତ୍ରୀ ସହ କରୁଥିଲେ ଏମିତି…. ଦେଖନ୍ତୁ Video

ଓଲିଉଡ ଜଗତର କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । କିନ୍ତୁ ଏମିତି କିଛି କଳକାରା ମାନେ ଅଛନ୍ତି ଯେଉଁ ମାନେ ନିଜର କିଛି କାମ ପାଇଁ ସୋସିଆଲା ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଆଜିର ଆମର ଏହି ଲେଖାରେ ଓଡିଆ ଅଭିନେତା ବବି ମିଶ୍ରଙ୍କ ନାଁ ରେ ଏକ ସାଂ-ଘା-ତି-କ ଅ-ଭି-ଯୋ-ଗ ଆସିଛି । ସୂଚନା ଅନୁସାରେ ବବି ମିଶ୍ର ଯେଉଁ ଘରେ ରହୁଛନ୍ତି ସେଠାରେ ତାଙ୍କ ପଡୋଶୀ ଓଡିଆ ଅଭିନେତା ତପି ମିଶ୍ରଙ୍କ ସହ ତାଙ୍କର ଝଗଡା ହୋଇଥିବାରୁ ତାଙ୍କ ପଡୋଶୀ ତାଙ୍କ ବିରୁଦ୍ଧରେ ଅ-ଭି-ଯୋ-ଗ ଆଣିଛନ୍ତି ।

ସେହି ପଡୋଶୀଙ୍କ ସ୍ଵାମୀଙ୍କ କହିବା ଅନୁଯାୟୀ ଗତ କାଲି ରାତିରେ ସେ ତାଙ୍କର ଗାଡି ପାର୍କ କରିବାକୁ ବବି ମିଶ୍ରଙ୍କୁ ତାଙ୍କ ଗାଡି ସାଇଟ କରିବାକୁ କହିଥିଲେ । କିନ୍ତୁ ବବି ମିଶ୍ର ଏତେ ମ-ଦ୍ୟ-ପା-ନ କରିଥିଲେ ଯେ ତାଙ୍କ ସହ ଅ-ଶ୍ଳୀ-ଳ ଭାଷାରେ ବ୍ୟବହାର କରିଥିଲେ ।

କେବଳ ଏତିକି ନୁହେଁ ବରଂ ବବି ମିଶ୍ର ତାଙ୍କ ପଡୋଶୀଙ୍କୁ ମା-ରି ତାଙ୍କ ସ୍ତ୍ରୀଙ୍କୁ ବିବାହ କରିବେ ବୋଲି କହିଥିଲେ । ଅନେକ ଯୁକ୍ତିତର୍କ ପରେ ତାଙ୍କ ପଡୋଶୀ ଥା-ନା-ରେ ଅ-ଭି-ଯୋ-ଗ କରିଛନ୍ତି । ତାଙ୍କ ପଡୋଶୀଙ୍କ କହିବା ଅନୁସାରେ ବବି ମିଶ୍ର ଏମିତି ଜଣେ ବ୍ୟକ୍ତି ଯିଏ ନିଜ ସ୍ତ୍ରୀଙ୍କ ସହ ୧୨ ବର୍ଷ ସମ୍ପର୍କ ରଖିବା ପରେ ତାଙ୍କ ସହ ଗା-ଳି ଗୁ-ଲ-ଜ କରିବା ସହ ତାଙ୍କୁ ମା-ଡ ମଧ୍ୟ ମା-ରୁ-ଥି-ଲେ ଯାହା ସେ ନିଜ ଆଖିରେ ଦେଖିଛନ୍ତି ।

ଏହି କାରଣରୁ କୋୟଲ ବାନାର୍ଜୀ ବବି ମିଶ୍ରଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି । ବବି ମିଶ୍ର ଅଭିନେତା ନୁହେଁ ବରଂ ସେ ଜଣେ ଜମି ଦଲାଲ ବୋଲି ତାଙ୍କ ପଡୋଶୀ କହିଛନ୍ତି । ଏହା ଛଡା ସେ ଆଲବମରେ ଅଭିନୟ କରି ଓଡିଆ ଫିଲ୍ମରେ ଅଭିନୟ କରୁଥିଲେ କେବଳ ଲୋକଙ୍କ ସମର୍ଥନ ପାଇବା ପାଇଁ ବୋଲି ତାଙ୍କ ପଡୋଶୀ କହିଛନ୍ତି । ସୂଚନା ପୋଲିସ ବବି ମିଶ୍ରଙ୍କ ନାଁ ରେ ୩୪୧, ୫୦୬, ୩୪ IPC ୩୨୩ରେ ଦଫା ଲାଗୁ କରିଛି ।

ଯିଏ ନିଜ ସ୍ତ୍ରୀକୁ ନିଜ ପାଖରେ ରଖିପାରୁ ନାହି ସେ ଆଉ କାହା ନାଁ ରେ କଣ ଲାଞ୍ଛନ ଦେବ ବୋଲି ତାଙ୍କ ପଡୋଶୀ କହିଛନ୍ତି । ତାଙ୍କ ପଡୋଶୀଙ୍କ କହିବା ମୁଠାକ ବବି ମିଶ୍ର ଥା-ନା-ରେ ଥାଇ ତାଙ୍କୁ ଫୋନ କରି ଭୁଲ ମାଗୁଛନ୍ତି । ଆଉ ଆଗକୁ ଏମିତି ଭୁଲ ହେବ ନାହି ବୋଲି ବବି ମିଶ୍ର ଫୋନ କରି ଜଣାଇଛନ୍ତି । ତାଙ୍କ ପଡୋଶୀଙ୍କ କହିବା ଅନୁସାରେ ସେ ଥାନାକୁ ଯିବା ପରେ ଯଦି ତାଙ୍କୁ ଲାଗିବ ଯେ ସତରେ ବବି ମିଶ୍ର ନିଜ ଭୂଲର ପ୍ରାୟଶ୍ଚିତ କରୁଛନ୍ତି ତେବେ ତାଙ୍କୁ କ୍ଷମା କରିଦେବେ । କିନ୍ତୁ ବବି ମିଶ୍ର ଯଦି ମିଛ ଅଭିନୟ କରୁଥିବେ ତେବେ ସେ ଜେଲ ଯିବେ ବୋଲି ତାଙ୍କ ପଡୋଶୀ କହିଛନ୍ତି ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *