Special Report: ଟ୍ରେନ ଟିକେଟ ବୁକିଙ୍ଗ ନିୟମରେ ହେଲା ବଡ ପରିବର୍ତ୍ତନ, ଜାଣନ୍ତୁ କଣ

ନମସ୍କାର ବନ୍ଧୁଗଣ । ଭାରତୀତ ରେଳକୁ ଦେଶର ଜୀବନ ରେଖା ବୋଲି କୁହାଯାଏ । ପ୍ରତେକ ଦିନ ଅନେକ ଯାତ୍ରୀ ଟ୍ରେନରେ ଯାତାୟାତ କରିଥାନ୍ତି । ତେଣୁ ଟ୍ରେନରେ ଯିବା ପୂର୍ବରୁ ଟିକେଟର ନିହାତି ଆବଶ୍ୟକତା ପଡିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଜରୁରୀ ସୂଚନା ଟ୍ରେନ ଟିକେଟ ବିଷୟରେ ନେଇ ଆସିଛୁ । ଯଦି ଆପଣ ଅନେକ ଦିନ ହେବ ଟ୍ରେନ ଟିକେଟ ବୁକିଙ୍ଗ କରି ନାହାନ୍ତି ତେବେ ଏହି ସବୁ ନିୟମ ଗୁଡିକୁ ଭଲ ଭାବେ ଜାଣି ନିଅନ୍ତୁ । କାରଣ ବର୍ତ୍ତମାନ ଟ୍ରେନ ଟିକେଟ ବୁକ କରିବାର ନିୟମ ରେ କିଛି ପରିବର୍ତ୍ତନ କରା ଯାଇଛି ।

ସୂଚନା ଅନୁସାରେ ଟ୍ରେନ ଟିକେଟ ବୁକ କରିବାକୁ ହେଲେ ଯାତ୍ରୀଙ୍କୁ ନିଜ ମୋବାଇଲ ନମ୍ବର ଓ ଇମେଲ ଆଇଡିର ଭେରୀଫିକେଶନ କରିବାକୁ ହେବ । ଏହି ନିୟମ ବିଷୟରେ ସୂଚନା ଦେଇଛି IRCTC । ଅନଲାଇନ ଟିକେଟ ବୁକ ବେଳେ ଭେରୀଫିକେଶନ ପ୍ରକ୍ରିୟା ପୁରା ହେବା ପରେ ଜାତରୁ ଟିକେଟ ବୁକ କରି ପାରିବେ ।

ଟ୍ରେନ ଟିକେଟ ବୁକିଙ୍ଗ ପ୍ରକ୍ରିୟା ବର୍ତ୍ତମାନ ସହଜ ହୋଇ ଯାଇଛି । ଯାତ୍ରୀ ଚାହିଁଲେ ଘରେ ବସି କରି ପାରିବେ । କିନ୍ତୁ ଯେଉଁ ମାନେ ନୂଆ ଟିକେଟ ବୁକ କରୁଛନ୍ତି ସେମାନେ IRCTC ୱେବକୁ ଯାଇ ଲଗିନ ଆଇଡି ଓ ପାସୱାର୍ଡ ତିଆରି କରିବେ ।

ଯେଉଁଥି ପାଇଁ ତାଙ୍କ ଇମେଲଆଦି ଓ ମୋବାଇଲ ନମ୍ବର ଭେରୀଫିକେସନ କରାଯିବ । ଏହା ପରେ ଜଣେ ବ୍ୟକ୍ତି ସହଜରେ ଟିକେଟ ବୁକ କରି ଅପରିବେ । ଏବେ ଆସନ୍ତୁ ଜାଣିବା ମେଲ ଆଇଡିଆ କିପରି ଭାବେ ଭେରୀଫିକେଷ୍ଣ କରାଯିବ । IRCTC ପୋର୍ଟାଲ ଖୋଲିବା ପରେ ଏକ ନୂଆ ପେଜ ଭେରୀଫିକେସନ ପାଇଁ ଅପସନ ଆସିବ । ଏଠାରେ ଆପଣ ପୂର୍ବରୁ ରେଜିଷ୍ଟର କରିଥିବା ଇମେଲ ଓ ମୋବାଇଲ ନମ୍ବର ଦେବାକୁ ହେବ । ଏହା ଛଡା ପେଜର ଡାହାଣ ସାଇଟରେ ଭେରୀଫିକେଶନର ବିକଳ୍ପ ଓ ବାମ ପାଟରେ ଏଡିଟ କରିବାର ଅପସନ ରହିଥିବ ।

ଯଦି ଆପଣ ନିଜ ମୋବାଇଲ ନମ୍ବର ଓ ଇମେଲ ଆଇଡିର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ବାମ ପାର୍ଶ୍ଵରେ ଥିବା ଏଡିର ଅପସନରେ କ୍ଲିକ କରନ୍ତୁ । ଏ ସବୁ ପ୍ରକ୍ରିୟା କରିବା ପରେ ଆପଣଙ୍କୁ ଫୋନକୁ ଏକ ଓଟିପି ଆସିବ । ଏହି ଓଟିପିକୁ ପୋର୍ଟାଲରେ ହେବା ପରେ ଆପଣଙ୍କ ମୋବାଇଲ ନମ୍ବର ଭେରୀଫାଏ କରାଯିବ । ଏହା ପରେ ଆପଣଙ୍କ ଇମେଲ ଆଇଡିଆକୁ ମଧ୍ୟ ଭେରୀଫାଏ କରାଯିବ । ଆପଣ ଟ୍ରେନ ଟିକେଟ ବୁକ କରିବା ପୂର୍ବରୁ ଏହି ସବୁ ଦିଗ ଉପରେ ନିଶ୍ଚିନ୍ତ ଭାବେ ଧ୍ୟାନ ଦିଅନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *