ବାଛନ୍ତୁ ଗୋଟେ ବେଲୁନ ଆଉ ଜାଣନ୍ତୁ ଆପଣଙ୍କ କେଉଁ ଅଭ୍ଯାସ ଆପଣଙ୍କ Loverକୁ ଇମ୍ପ୍ରେସ କରେ- Love Quiz

କୁହା ଯାଇଛି ଯେ ମଣିଷ ପସନ୍ଦ ଆଉ ନାପସନ୍ଦ ବ୍ୟକ୍ତି ର ବ୍ୟକ୍ତିତ୍ବ ଆଇନା ହୋଇଥାନ୍ତି, କାହା ପସନ୍ଦ ଆଉ ନା ପସନ୍ଦ ତାଙ୍କ ଜୀବନ କିଛି ରହସ୍ୟ ଖୋଲି ଥାଏ ।

ଯାହା ସେ ସମସ୍ତଙ୍କ ଠାରୁ ଲୁଚେଇ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ଆଜି ଆମେ ଆପଣଙ୍କୁ ଗୋଟେ ଗେମ ବିଷୟରେ କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣଙ୍କୁ ୫ଟି ପ୍ରକାର ବେଲୁନ ଚିତ୍ର ଦିଆ ହବ ଆପଣଙ୍କୁ ଗୋଟେ ପସନ୍ଦ କରିବାର ଅଛି ଆଉ ଆମେ ଆପଣଙ୍କୁ ଏହା କହିବୁ ଯେ ଆପଣଙ୍କ କେଉଁ ଜିନିଷ ବା ଅଭ୍ଯାସ ପାଇଁ ଅନ୍ୟ ମାନେ ଆପଣଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି ଆଉ ଆପଣଙ୍କୁ ପସନ୍ଦ କରିଥାନ୍ତି । ତେବେ ଆସନ୍ତୁ ଦେଖିବା ଆପଣଙ୍କ ଭିତରେ ଅନ୍ୟ ମାନଙ୍କ ଠାରୁ ଅଲଗା କଣ ଅଛି ।

୧. ଯଦି ଆପଣ ପ୍ରଥମ ବେଲୁନ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଯେତେବେଳେ ଆପଣ ନିଜ ପାର୍ଟନରକୁ କୌଣସି ଜିନିଷ ପାଇଁ ମନାନ୍ତି ବା ସେ ରାଗି ଗଲେ ତାଙ୍କ ପାଇଁ କିଛି ସରପ୍ରାଇଜ ରଖନ୍ତି ତାହା ତାଙ୍କୁ ବହୁତ ପସନ୍ଦ ହୋଇଥାଏ, ତେବେ ଅନ୍ୟ ଝିଅ ମାନେ ମଧ୍ୟ ଆପଣଙ୍କ ଏହି ଅଭ୍ଯାସ ଦେଖି ଆପଣଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି ।

୨. ଯଦି ଆପଣ ଦ୍ଵିତୀୟ ବେଲୁନ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣ ନିଜ ପାର୍ଟନର ବା ଯାହାକୁ ଆପଣ ଭଲ ପାନ୍ତି ସମସ୍ତଙ୍କ ପ୍ରତି କେଅରିଙ୍ଗ ନେଚର ରଖନ୍ତି, ଆପଣ ନିଜ ଠାରୁ ଅଧିକ ତାଙ୍କ କଥା ବୁଝନ୍ତି ଯାହା ପାଇଁ ସେ ଆପଣଙ୍କୁ ବହୁତ ଭଲ ପାନ୍ତି ।

୩. ଯଦି ଆପଣ ତୃତୀୟ ବେଲୁନ ପସନ୍ଦ କରିଛନ୍ତି ତେବେ ଆପଣ ନିଜ ପାର୍ଟନର ପାଇଁ ସବୁବେଳେ କିଛି ସ୍ପେଶଲ କରିବା ପସନ୍ଦ କରନ୍ତି ଯାହା ତାଙ୍କ ପାଇଁ ଆପଣଙ୍କ ମନରେ ଥିବା ପ୍ରେମକୁ ଦର୍ଶାଇ ଥାଏ ଆଉ ଆପଣଙ୍କ ଏହି ଭଳି ଭଲ ପାଇବାକୁ ଅନ୍ୟ ମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ।

୪. ଯଦି ଆପଣ ଚତୁର୍ଥ ବେଲୁନ ପସନ୍ଦ କରିଛନ୍ତି ତେବେ  ଆପଣ ଦୁହେଁ ପରାସ ପରକୁ ଡେଟକୁ ନେଇକି ଯିବା ବିଷୟରେ ଭାବୁଛନ୍ତି ତାହା ଆପଣଙ୍କ ପାଇଁ ବହୁତ ଭଲ ହବ । ଆପଣ ନିଜ ସମ୍ପପର୍କ ପାଇଁ ଦୁହେଁ ବହୁତ ଖୁସି ଅଛନ୍ତି ଆଉ ଆପଣ ଦୁହେଁ ନିଜ ସମ୍ପର୍କ ଆଗକୁ ବଢାଇବା ପାଇଁ ରେଡି ଅଛନ୍ତି ।

୫. ଯଦି ଆପଣ ପଞ୍ଚମ ବେଲୁନ ପସନ୍ଦ କରିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପାଇଁ ସମ୍ପର୍କ ବହୁତ ମହତ୍ଵ ରଖିଥାଏ, ଆପଣ ସବୁବେଳେ ନିଜ ସାଥିକୁ ଖୋଜନ୍ତି । ଆପଣ ନିଜ ଜୀବନ ସାଥି ଉପରେ ବହୁତ ଭରସା କରନ୍ତି ଆଉ ଜୀବନରେ ଆଗକୁ ବଢିବା ପାଇଁ ଭାବିଛନ୍ତି । ଆପଣଙ୍କ ଜୀବନ ସୁଖମୟ ରହିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *