ଜୀବନରେ ଏଭଳି କାମ କେବେ କରିବେ ନାହିଁ, ନଚେତ… Ajira Anuchinta

ବନ୍ଧୁଗଣ ସଂସାରରେ ଏଭଳି କିଛି କାର୍ଯ୍ୟ ରହିଅଛି ଯାହାକୁ କରିବାପାଇଁ ଶାସ୍ତ୍ର କିମ୍ବା ବୁଦ୍ଧିଜୀବି ମାନଙ୍କ ଦ୍ଵାରା ବାରଣ କରାଯାଇଛି । ଏବଂ ଭୁଲ ବଶତ ଏହି କାର୍ଯ୍ୟ କରିବା ଦ୍ଵାରା ବ୍ୟକ୍ତି ମାନେ ବିଭିନ୍ନ ପ୍ରକାରର ସମସ୍ଯା ର ସମୁଖୀନ ହୋଇଥାନ୍ତି ।

ଆଜି ଆମେ ଆପଣଙ୍କୁ କେତେକ ବିଷୟ ବସ୍ତୁ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ କରିଲେ ଆପଣ ମାନେ ନାନା ଅସୁବିଧାର ସମୁଖୀନ ହୋଇଥାନ୍ତି । ଆସନ୍ତୁ ବର୍ତ୍ତମାନ ସେହି ସବୁ ବିଷୟବସ୍ତୁ ଉପରେ ନଜର ପକାଇବା । ୧- ନିଜର ଇଚ୍ଛାପୂର୍ତ୍ତି ପାଇଁ ହେଉ କିମ୍ବା ସାମାଜିକ ଦାୟିତ୍ଵ କୌଣସି ଲୋକଙ୍କୁ କିଛି ଦାନ କରିବା ପରେ ତାହାକୁ ପରିପ୍ରକାଶ କରିବା ଉଚିତ ନୁହେଁ । ଯଦି ଏଭଳି କରନ୍ତି ତେବେ ଅ-ମ-ଙ୍ଗ-ଳ ହୋଇଥାଏ ।

୨- ଯଦି କୌଣସି ଶୁଭକାର୍ଯ୍ୟ ନିମନ୍ତେ ଘରେ ଡାକି ଅତିଥିଙ୍କୁ ଖାଦ୍ଯ ଦିଅନ୍ତି ତେବେ, କିଏ କେତେ ଖାଇଲେ ତାହା ଗଣିବା ଉଚିତ ନୁହେଁ । ଏହା ଅ-ମ-ଙ୍ଗ-ଳ ହୋଇଥାଏ ।

୩- ଦୈନ୍ୟଦିନ ଜୀବନରେ ନିଜ ଘର ପାଇଁ ତଥା ନିଜ ପାଇଁ କେତେ ଟଙ୍କା ପଇସା ଖର୍ଚ୍ଚ କଲେ, ତାହା ଲେଖିବା କିମ୍ବା ହିସାବ କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଅ-ମ-ଙ୍ଗ-ଳ ହୋଇଥାଏ ।

୪- ନିଜ ପରିବାର, ପ୍ରିୟଜନ, ସମ୍ପର୍କୀୟ, କିମ୍ବା ବନ୍ଧୁବାନ୍ଧବଙ୍କ ସହିତ କେବେ କୌଣସି ପରିସ୍ଥିତିରେ ବିବାଦ କରିବା ଉଚିତ ନୁହେଁ, ଯଦି କିଛି ସମସ୍ଯା ରହିଥାଏ ତେବେ, ତାହାର ସମାଧାନ କରିଲେ ମଙ୍ଗଳ ହୋଇଥାଏ ।

୫- କୌଣସି ଜିନିଷ ଯାହା ଚୋରିହୋଇ ଆସିଥାଏ କିମ୍ବା ଅନ୍ୟାୟ ଉପାୟରେ ଆସିଥାଏ, ସେଥିରୁ କେବେ ଭାଗ ନେବା ଉଚିତ ନୁହେଁ, ଏହା ଦ୍ଵାରା ବିଭିନ୍ନ ସମସ୍ଯା ଦେଖାଯାଇଥାଏ ।

୬- ରାତିରେ ଶୋଇବାକୁ ଯିବା ସମୟରେ କୌଣସି ଦୁ-ଶ୍ଚି-ନ୍ତା ତଥା ଖ-ରା-ପ କ୍ଷତିକାରକା ଭାବନା ନିଜ ମନରେ ଆଣିବା କଥା ନୁହେଁ, ଏହା ଦ୍ଵାରା ବହୁତ ଅ-ମ-ଙ୍ଗ-ଳ ହୋଇଥାଏ ।

୭- ସକାଳୁ ବିଛଣାରୁ ଉଠିବା ସମୟରେ କେବେ ମଧ୍ୟ ହସି ହସି ଉଠିବା ଉଚିତ ନୁହେଁ ଏହା ଅ-ମ-ଙ୍ଗ-ଳକାରୀ ଏବଂ କ୍ଷ-ତିକାରକ ହୋଇଥାଏ ।

୮- ଘରେ କିମ୍ବା ବାହାରେ ଠାକୁର ପୂଜା କରିବା ସମୟରେ ଓଦା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ, ଏହା ଅଶୁଭ ଏବଂ ଅ-ମ-ଙ୍ଗ-ଳକାରୀ ହୋଇଥାଏ ।

୯- ଜୀବନରେ କେବେ ମଧ୍ୟ କୌଣସି ପରିସ୍ଥିତିରେ ମଧ୍ୟସ୍ଥିକରିବା କିମ୍ବା ମଧ୍ୟସ୍ଥି ହେବା ଉଚିତ ନୁହେଁ, ଏହା ଦ୍ଵାରା ବିଭିନ୍ନ ଜଟିଳ ସମସ୍ଯା ଦେଖା ଯାଇପାରେ ।

୧୦- ବର୍ତମାନ ସମୟରେ ଉପହାସ କରିବା ଏକ ସାଧାରଣ କଥା ତେବେ କଥା କହିବା ସମୟରେ କେବେ ମଧ୍ୟ ଦୁଇ ଅର୍ଥ ବୋଧକ ଶବ୍ଦ କେବେ ବ୍ୟବହାର କରିବା ଉଚିତ ନୁହେଁ ଏହାଦ୍ବାରା ସମସ୍ଯା ଦେଖାଯାଇଥାଏ ।

୧୧- ଯେଉଁ ଜାଗାରେ କୌଣସି ବିଷୟରେ ଯୁକ୍ତିତର୍କ ହେଉଥାଏ, ସେଠାରେ କେବେ ଭାଗନେବା ଉଚିତ ନୁହେଁ ଏହାଦ୍ବାରା କେବେବି ଆପଣ ଅସୁବିଧାରେ ପଡ଼ିପାରନ୍ତି ।

୧୨- କୌଣସି ଲୋକଙ୍କୁ କେବେ ମଧ୍ୟ ବିନା କାରଣରେ କିମ୍ବା ଅଯଥାରେ ପ୍ରଶଂସା କରିବା ଉଚିତ ନୁହେଁ ଏହାଦ୍ବାରା ସାମାଜିକ ସମସ୍ଯା ଦେଖା ଦେଇଥାଏ ।

୧୩- ଯଦି କୌଣସି ମନ୍ଦିରରେ କୌଣସି ଜିନିଷ ଦାନ କରିଥାନ୍ତି, ତେବେ ସେ ସବୁକୁ ମନେ ପକାଇବା ଆଦୌ ଉଚିତ ନୁହେଁ, ଅ-ମ-ଙ୍ଗ-ଳ ହୋଇଥାଏ ।

୧୪- କେବେ ମଧ୍ୟ ଆପଣଙ୍କ ଗୁରୁ, ଯାହାଙ୍କ ଠାରୁ ଆପଣ ଶିକ୍ଷା ପାଇଥାନ୍ତି ସେମାନଙ୍କ ବିରୁଦ୍ଧରେ କୌଣସି ପ୍ରକାର ନିନ୍ଦା କରିବା ଉଚିତ ନୁହେଁ । କିମ୍ବା ସେମାନଙ୍କ ନିନ୍ଦା ଶୁଣିବା ମଧ୍ୟ ଉଚିତ ନୁହେଁ । ଯଦି ଏପରି ହୁଏ ତେବେ ଆପଣଙ୍କ ଜୀବନରେ ଆସୁଥିବା ଉନ୍ନତି ରେ ବାଧାପ୍ରାପ୍ତ ହେବ । ବନ୍ଧୁଗଣ ଏହାଥିଲା କିଛି ବିଶେଷ କଥା ଯାହାକୁ କରିବା ମନା ହୋଇଅଛି, ଯଦି ଆପଣ ଏ ସବୁ ନିଜ ଜୀବନରେ କରନ୍ତି ତେବେ ବହୁତ ଅ-ମ-ଙ୍ଗ-ଳ ହେବ ।

ଆପଣଙ୍କର ଏହି ବିଶେଷ ବିବରଣୀ କୁ ନେଇ ମତାମତ କମେଣ୍ଟ ମାଧ୍ୟମରେ ଜାଣନ୍ତୁ । ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *