ଶୋଇବା ପୂର୍ବରୁ ସ୍ତ୍ରୀ ସହ କରନ୍ତୁ ଏହି କାମ, ୭ ଦିନରେ ଭାଗ୍ୟ ସମ୍ପୂର୍ଣ ବଦଳିଯିବ

ବିବାହ ଏକ ପବିତ୍ର ବନ୍ଧନ ହୋଇଥାଏ ତେବେ ଆଜିକା ସମୟରେ ଲୋକଙ୍କ ମନରେ ଏହି ସମ୍ପର୍କ ବିଷୟରେ କିଛି ଭାବନା ରହି ଯାଇ ନାହିଁ ।

ଆଜିକା ସମୟରେ ଛୋଟ ଛୋଟ କଥା ପାଇଁ ସ୍ଵାମୀ ସ୍ତ୍ରୀ ସମ୍ପର୍କ ଖରାପ ହୋଇଥାଏ ଆଉ ଛୋଟ ଛୋଟ କଥା ପାଇଁ ଜନ୍ମ ଜନ୍ମ ସମ୍ପର୍କ ସ୍ଵାମୀ ସ୍ତ୍ରୀ ଛାଡପତ୍ର ଦ୍ଵାରା ଅଲଗା ହୋଇଥାନ୍ତି । ତେବେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଛୋଟ ଛୋଟ ଝଗଡା ହବା ଏକ ସାମାନ୍ୟ କଥା ହୋଇଥାଏ । କିନ୍ତୁ ଯଦି ଏହି ଛୋଟ ଛୋଟ କଥା ବଡ ହୋଇଥାଏ ତେବେ ଆପଣଙ୍କ ମାନସିକ ଚିନ୍ତା ବଢିବାକୁ ଲାଗିଥାଏ ଆଉ ଆପଣ ନିଜ କେରିଅର ଆଉ ଚାକିରିରେ କିଛି ଭଲ କାମ କରି ପାରନ୍ତି ନାହିଁ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ସମ୍ପର୍କ ଗଭୀର ହେବା ସହ ଆପଣଙ୍କ ମନ ଇଛା ବହୁତ ଶୀଘ୍ର ପୂର୍ଣ ହବ ।

୧. ସ୍ଵାମୀ ମାନଙ୍କୁ ସ୍ତ୍ରୀ ଧ୍ୟାନ ରଖିବା ବହୁତ ଆବଶ୍ୟକ ହୋଇଥାଏ କାହିଁକିନା ନିଜ ବାପ ଘର ଛାଡି ଆସିଥିବା ସ୍ତ୍ରୀ ନିଜ ସ୍ଵାମିକୁ ଅତି ନିଜର ଭାବିଥାଏ, ତେବେ ସ୍ଵାମୀ ମାନଙ୍କ ଠାରୁ ସ୍ତ୍ରୀ କିଛି ଅମୂଲ୍ୟ ଉପହାର ମାଗନ୍ତି ନାହିଁ କେବଳ ଶୋଇବା ଆଗରୁ ସେ କେମିତି ଅଛନ୍ତି ଆଉ ତାଙ୍କ ସହ କିଛି ରୋମାଣ୍ଟିକ କଥା ହେଲେ ସ୍ତ୍ରୀ ଖୁସି ହୋଇଥାନ୍ତି ଆଉ ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

୨. ସ୍ଵାମୀ ସ୍ତ୍ରୀ ଶୋଇଲା ବେଳେ ପରାସ ପରକୁ ଶୋଇଲା ବେଳେ ଆଲିଙ୍ଗନ କରି ଶୋଇବା ଉଚିୟତ ହୋଇଥାଏ, ତେବେ କିଛି ଲୋକ କହିବେ ଏହା ଆରାମ ପାଇଁ କୁହା ଯାଇଥାଏ କିନ୍ତୁ ଏମିତି କଥା ନୁହ ଆଲିଙ୍ଗନ କରି ସୋଇଲେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ମଧୁର ହୋଇଥାଏ, ଏହା ଏକ ରିସର୍ଚ ଦ୍ଵାରା ଜଣା ପଡିଛି । ତେବେ ଶୋଇଲା ବେଳେ ନିଜ ସ୍ତ୍ରୀକୁ ଆଲିଙ୍ଗନ କରି ସୁଅନ୍ତୁ ଦୁହିଙ୍କୁ ଶାନ୍ତି ପ୍ରାପ୍ତ ହବ ।

୩. ତେବେ ଆଜିକା ସମୟରେ ବହୁତ ଏମିତି ମହିଳା ଅଛନ୍ତି ଯିଏ ଘର ସହ ବାହାର କାମ ମଧ୍ୟ କରିଥାନ୍ତି । ତେବେ ଏହି ଭଳି ସ୍ତ୍ରୀଙ୍କୁ ନିଜ ପାଇଁ ସମୟ ବହୁତ କମ ମିଳିଥାଏ । ନିଜ ଧ୍ୟାନ ରଖିବା ସହ ତାଙ୍କୁ ଘର ଲୋକ ସମସ୍ତଙ୍କ ଧ୍ୟାନ ରଖିବାକୁ ପଡିଥାଏ ।

ତେବେ ଏହି ଭଳି ସ୍ତ୍ରୀଙ୍କ ମନ ଖୁସି କରିବା ପାଇଁ ସ୍ଵାମୀ ମାନଙ୍କୁ ଭଲ ଭଲ ଜୋକ ରାତିରେ ତାଙ୍କୁ ଶୁଣେଇବା ଉଚିତ ହୋଇଥାଏ ଏହା ଦ୍ଵାରା ସ୍ତ୍ରୀଙ୍କ ମନ ଖୁସି ହୋଇଥାଏ ଆଉ ସେ ରିଲାକ୍ସ ହୋଇଥାନ୍ତି । ଚାକିରି ସହ ଘର ସମ୍ଭାଳିବା ବହୁତ କଷ୍ଟକର ହୋଇଥାଏ କିନ୍ତୁ ମହିଳା ମାନେ ଏହାକୁ ବହୁତ ଭଲ ଭାବରେ ନିଭେଇ ଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *