ମଙ୍ଗଳବାର ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୩ଟି କାମ, ନଚେତ ହୋଇଯିବେ ବର୍ବାଦ

ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ଦିନ ହୋଇଥାଏ ଏହି ଦିନ ଯେଉଁ ବ୍ୟକ୍ତି ଭକ୍ତି ଭାବ ସହ ଭଗବାନ ହନୁମାନଙ୍କ ଆବାହନ କରିଥାନ୍ତି ତାଙ୍କୁ ଭଗବାନ ହନୁମାନଙ୍କ କୃପା ପ୍ରାପ୍ତି ହୋଇଥାଏ ।

ତେବେ ଭଗବାନ ହନୁମାନ ସାକ୍ଷାତ ପୃଥିବୀ ଉପରେ ଅଛନ୍ତି ବୋଲି ରାମାୟଣରେ କୁହା ଯାଇଛି, ତେବେ ଭଗବାନ ରାମଙ୍କ ଆଜ୍ଞାରୁ ଭଗବାନ ହନୁମାନ ପୃଥିବୀ ଉଆପରେ ବିରାଜମାନ ଅଛନ୍ତି ଆଉ କଳିଯୁଗ ଅନ୍ତ ପରେ ସେ ଭଗବାନ ରାମଙ୍କ ଲୋକକୁ ଯାଇ ପାରିବେ ବୋଲି ଉଲ୍ଲେଖ କରା ଯାଇଛି । ହନୁମାନଙ୍କୁ ସଙ୍କଟ ମୋଚନ କୁହା ଯାଇଥାଏ କାହିଁକିନା ଭଗବାନ ହନୁମାନ ନିଜ ଭକ୍ତ ମାନଙ୍କ ସବୁ ଦୁଃଖ କଷ୍ଟ ଦୂର କରିଥାନ୍ତି । ତେବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କଣ କରିବା ଉଚିତ ଆଉ କଣ କରିବା ଉଚିତ ହୋଇନଥାଏ ।

୧. ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ଯେଉଁ ବ୍ୟକ୍ତି ମଙ୍ଗଳବାର ଦିନ ସକାଳେ ଉଠି ସ୍ନାନ ଇତ୍ୟାଦି କରି ପୂଜା ପାଠ କରିଥାଏ ଆଉ ଭଗବାନ ରାମଙ୍କ ମନ୍ଦିରକୁ ଯାଇଥାଏ ସେହି ବ୍ୟକ୍ତି ଉପରେ ଭଗବାନ ହନୁମାନଙ୍କ ବିଶେଷ କୃପା ହୋଇଥାଏ । ତେବେ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କଲେ ଆପଣଙ୍କୁ ବଳ, ବୁଢୀ ଆଉ ବିଦ୍ୟା ପ୍ରାପ୍ତ ହୋଇଥାଏ ଯାହା ମଣିଷ ପାଇଁ ଅତିଅନ୍ତ ଆବଶ୍ୟକ ହୋଇଥାଏ, ଏହି ତିନୋଟି ଜିନିଷ ରହିଲେ ମଣିଷ ନିଜ ପାଇଁ ସବୁ କିଛି ହାସଲ କରି ପରେ ।

୨. ଶାସ୍ତ୍ର ଅନୁଯାଇ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ଶେଠୀ ହନୁମାନ ଚାଳିଶା ପ[ଆଠ କରିବା ଉଚିତ ଆଉ ସୋରିଷ ତେଲରେ ଦୀପ ନିଶ୍ଚିନ୍ତ ଦେଖାନ୍ତୁ ଆପଣଙ୍କ ଜୀବନ ସବୁ ସମସ୍ୟା ଦୂର ହବାକୁ ଲାଗିବ ।

୩. ମଙ୍ଗଳବାର ମଙ୍ଗଳ ଗ୍ରହ ପ୍ରତୀକ ହୋଇଥାଏ ସେଥିପାଇଁ ମଙ୍ଗଳବାର ଦିନ ନାଲି ଗାଇକୁ ଖାଇବାକୁ ଦିଅନ୍ତୁ ଏହା ଛଡା କୌଣସି ଶୁଭ କାର୍ଯ୍ୟ ପାଇଁ ଘରୁ ବାହାରିଲା ବେଳେ ପକେଟରେ ନାଲି କପଡା ନିଶ୍ଚିନ୍ତ ରଖନ୍ତୁ ଏହା ଛଡା ନାଲି ରଙ୍ଗ ବସ୍ତ୍ର ଧାରଣ କଲେ ଆହୁରି ଶୁଭ ହୋଇଥାଏ ତେବେ ମଙ୍ଗଳବାର ଦିନ ନାଲି ରଙ୍ଗ ଆପଣଙ୍କ ପାଇଁ ଶୁଭ ହୋଇଥାଏ ଆପଣଙ୍କ ସବୁ ଖରାପ କାମ ଭଲ ହୋଇଯିବ ।

୪. ମଙ୍ଗଳବାର ଦିନ କାହାକୁ ନା ଧନ ଦବା ଉଚିତ ହୋଇଥାଏ ନା କାହାଠାରୁ ନାବା ଉଚିତ ହୋଇଥାଏ କାହିଁକିନା ମଙ୍ଗଳାର ଦିନ ଦିଆ ହୋଇଥିବା ଧନ ଫେରସ୍ତ ମିଳିବା କଷ୍ଟକର ହୋଇଥାଏ ଆଉ ଆଣିଥିବା ଧନ ଫେରେଇବା ମଧ୍ୟ କଠିନ ହୋଇଥାଏ ସେଥିପାଇଁ ମଙ୍ଗଳବାର ଦିନ ଲେନ ଡେନ କାମ ରଖନ୍ତୁ ନାହିଁ ।

୫. ମଙ୍ଗଳବାର ଦିନ ମାଂସ ମଦ ଭଳି ଜିନିଷ ସେବନ ଭୁଲରେ ବି କରନ୍ତୁ ନାହିଁ କାହିଁକିନା ମଙ୍ଗଳ ଗ୍ରହ ସେମିତିରେ ବି କ୍ରୋଧୀ ହୋଇଥାଏ ଆଉ ଏହି ଦିନ ମାଂସ ମଦ ଭଳି ଜିନ୍ସ ସେବନ କଲେ ଆପଣଙ୍କ ସ୍ଵଭାବ ମଧ୍ୟ ଉଗ୍ର ହୂଇଥାଏ ଯାହା ଦ୍ଵାରା ଘର ଶାନ୍ତି ଭଙ୍ଗ ହୋଇଥାଏ ଆଉ କଳି ଝଗଡା ଲାଗି ରହିଥାଏ ଯାହା ଫଳ ସ୍ୱରୂପ ଆପଣଙ୍କୁ ବହୁତ ଅସୁବିଧା ସମ୍ମୁଖୀନ ହବାକୁ ପଡିଥାଏ । ମଙ୍ଗଳବାର ଦିନ ଭୁଲରେ ବି କଲା ବସ୍ତ୍ର ପିନ୍ଧିବା ଉଚିତ ହୋଇନଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *