Southର ଫେମସ ଅଭିନେତ୍ରୀ Anushka Shetty ବିବାହ କରିବେ ଏହି ବ୍ୟକ୍ତିଙ୍କୁ, ନାମ ଜାଣି ବିଶ୍ଵାସ ହେବନି

ସାଉଥ ଇଣ୍ଡଷ୍ଟ୍ରିର ସବୁ ପ୍ରସିଦ୍ଧ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ସେଟ୍ଟୀ । ବହୁତ ସାରା ପରିକଳ୍ପନା ତାଙ୍କର ବ୍ୟକ୍ତି ଗତ ଜୀବନକୁ ନେଇ ମିଡିଆରେ ।

କିନ୍ତୁ ଗତ କିଛି ଦିନର ନିଉଜ ଦ୍ଵାରା ସେ ଚମକାଇ ଦେଇଛନ୍ତି ସମସ୍ତଙ୍କୁ । ଯଦି ଆମେ ରିସେନ୍ଟ ଖବରକୁ ଦେଖିବା ତେବେ ଅନୁଷ୍କା ସେଟ୍ଟୀ ବିବାହ କରିବାକୁ ଯାଉଛନ୍ତି । ହଁ, ଖବର ସୂତ୍ରରୁ ଜଣାପଡିଛି ୩୯ ବର୍ଷ ଅଭିନେତ୍ରୀ ଏବେ ପ୍ରସ୍ତୁତ ହୋଇଛନ୍ତି ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ । ତାଙ୍କର ଦମଦାର ଅଭିନୟ ପାଇଁ ସେ ସାଉଥ ଫିଲ୍ମରେ ପ୍ରସିଦ୍ଧ ଅଟନ୍ତି । ତାଙ୍କର ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି । କିନ୍ତୁ ସାଉଥ ଇଣ୍ଡସଷ୍ଟ୍ରିର ପ୍ରଭାସଙ୍କୁ ନୁହେଁ ।

ଅନୁଷ୍କାଙ୍କର ସ୍ଵାମୀ ଆଉ ଜଣେ ଅଟନ୍ତି ବହୁତ ସାରା ରିପୋର୍ଟରୁ ଜଣାପଡିଛିକି ସବୁ ଆଡେ ଚର୍ଚା ଚାଲିଛି ତାଙ୍କ ବିବାହ ବିଷୟରେ ଯାହା ବହୁତ ଶୀଘ୍ର ହେବାକୁ ଯାଉଛି । ସେ ଜଣେ ଦୁବାଇର ବିଜନେସ ମ୍ୟାନଙ୍କୁ ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ସେ ବିଜନେସ ମ୍ୟାନ ବହୁତ ସାନ ଅଟନ୍ତି ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଠାରୁ ।

ଅନୁଷ୍କା ଙ୍କର ବାପା ମା ବହୁତ ଦିନରୁ ତାଙ୍କର ଝିଅର ବିବାହ କରିବା ପାଇଁ ଉପଯୁକ୍ତ ବର ଖୋଜୁଥିଲେ । ରିପୋର୍ଟ ଅନୁସାରେ ତାଙ୍କର ବିବାହ ପରେ ସେ ଦୁବାଇ ଯିବେଭାରି ଆଉ ସେଇଠି ରହିବେ । କିନ୍ତୁ ଏ ପର୍ଯ୍ୟନ୍ତ କିଛି ଖବର ମିଳିନୀ ଅଭିନେତ୍ରୀ ତାଙ୍କର ଫିଲ୍ମ କାରିୟର ଚାଲୁ ରଖିବେ ନା ବିବାହ ପରେ ତାଙ୍କର ଫିଲ୍ମ କାରିୟରକୁ ଛାଡି ଦେବେ । କିନ୍ତୁ ଦୁବାଇ ବେସେଡ ବିଜନେସ ମ୍ୟାନଙ୍କ ପରିଚୟ ଏବେ ପର୍ଯ୍ୟନ୍ତ ଶିକ୍ରେଟ ରହିଛି ।

ଅନୁଷ୍କା ଶର୍ମା ଓ ପ୍ରଭାସଙ୍କର ବନ୍ଧୁତ୍ଵ ବହୁତ ଚର୍ଚିତ, ସେ ଦୁଇଜଣ ବହୁତ ଭଲ ସାଙ୍ଗ ଅଟନ୍ତି । ତାଙ୍କ ଦୁଇଜଣଙ୍କ ଭିତରେ ବହୁତ ଭଲ ବଣ୍ଡିଙ୍ଗ ରହିଛି । କିନ୍ତୁ ଲାଗୁଛି ଏବେ ଆଉ ଆଗ ଭଳି ରହିବ ନହିଁ । ଖବର ମୁତାବକ ପ୍ରଭାସ ଙ୍କର ବହୁତ ଭଲ ବଣ୍ଡ ରହିଛି ଅନୁଷ୍କାଙ୍କ ସହିତ ସେ ତାଙ୍କୁ ଇଂଷ୍ଟାଗ୍ରାମରେ ଫୋଲ୍ଲୋ କରନ୍ତି ନହିଁ । କିନ୍ତୁ ଖବର ଅନୁସାରେ ସେ ବହୁତ ସାରା ଅଭିନେତ୍ରୀ ଯେମିତିକି ଦୀପିକା ପାଦୁକୋନ, ପୂଜା ହେଜ, ଏମାନଙ୍କୁ ଇଂଷ୍ଟାରେ ଫଲ୍ଲୋ କରନ୍ତି କିନ୍ତୁ ଅନୁଷ୍କାକୁ ନୁହେଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *