ରାଜ୍ୟରେ 14ଦିନ ବଢିପାରେ ଲକଡାଉନ?

ଆପଣ ସମସ୍ତେ ଜାଣିଛନ୍ତି କି ବର୍ତ୍ତମାନ ଓଡିଶା ସହ ଦେଶର ପ୍ରାୟତଃ ରାଜ୍ୟରେ ଲ-କ-ଡା-ଉ-ନ ଚାଲିଛି । ଓଡିଶାକୁ ମଧ୍ୟ ୧୪ ଦିନ ଲ-କ-ଡା-ଉ-ନ କରାଯାଇଛି । ଯାହାର ଅବଧି ଗତ କାଲୀ ଅର୍ଥାତ ୧୯ରେ ସମାପ୍ତ ହେବ ।

ସେଥିପାଇଁ ଆଜି ଓଡିଶା ସରକାର ପୁଣି ଥରେ ଲ-କ-ଡା-ଉ-ନକୁ ନେଇ ନୂଆ ସୂଚନା ଜାରି କରିବେ । କିନ୍ତୁ ବର୍ତ୍ତମାନ ସମୟରେ କୁହାଯାଉଛି କି ସରକାର ଏହି ଲ-କ-ଡା-ଉ-ନର ଅବଧିକୁ ଆହୁରି ୧୪ ଦିନ ବଢାଇ ପାରନ୍ତି । ଏହିଭଳି କିଛି ଆଶଙ୍କା କରାଯାଉଛି । ଏହା ସହିତ କୁହାଯାଉଛି କି ପୂର୍ବ ଅପେକ୍ଷା ଲ-କ-ଡା-ଉ-ନର ସମସ୍ତ କଟକଣାକୁ ପୂର୍ବ ଅପେକ୍ଷା ଆହୁରି ଅଧିକ କଡାକଡି କରାଯାଇ ପାରେ । ଏହି ଲ-କ-ଡା-ଉ-ନରେ ଦରକାରୀ ଜିନିଷକୁ କିଣିବା ପାଇଁ ସମସ୍ତଙ୍କୁ ସକାଳ ୬ ରୁ ୧୨ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା ।

କିନ୍ତୁ ନୂଆ କଟକଣା ଅନୁସାରେ ଏହି ଅବଧିକୁ ବି କମ କରି ଦିଆଯାଇ ପାରେ । ଏହା ସହିତ ଅନ୍ୟ କିଛି ନୂଆ କଟକଣା ବି ଲାଗି ପାରେ ବୋଲି ଅନୁମାନ କରାଯାଉଛି । ଏହା ସହିତ ଗ୍ରାମାଞ୍ଚଳରେ କ-ରୋ-ନା ସଂ-କ୍ର-ମି-ତଙ୍କ ସଂଖ୍ୟା ଦିନକୁ ଦିନ ବଢିପାରେ ଲାଗିଛି । ସେଥିପାଇଁ ସରକାର ଗ୍ରାମାଞ୍ଚଳରେ ବି ଲ-କ-ଡା-ଉ-ନର ନିୟମକୁ ଆହୁରି ଅଧିକ କଡାକଡି କରିବା ପାଇଁ ନିଷ୍ପତି ନେଇ ପାରନ୍ତି ।

ମେ ୫ ରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଲ-କ-ଡା-ଉ-ନ ଜାରି ହେବା ସତ୍ବେ ବି କ-ରୋ-ନାରେ ସଂ-କ୍ର-ମି-ତଙ୍କ ସଂଖ୍ୟାରେ କୌଣସି ବି ପ୍ରକାରର ପରିବର୍ତ୍ତନ ଆସି ନାହିଁ । ସେଥିପାଇଁ ସରକାର ଲ-କ-ଡା-ଉ-ନର ଅବଧିକୁ ଆଧୁରୀ ଅଧିକ ଦିନ ପର୍ଯ୍ୟନ୍ତ ବଢାଇ କ-ରୋ-ନାଙ୍କୁ ନିୟନ୍ତ୍ରଣରେ ଆଣିବାକୁ ଚେଷ୍ଟା କରି ପାରନ୍ତି । ଗତକାଲି ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ଗୁଡିକର ନେତାମାନେ ବି ଲ-କ-ଡା-ଉ-ନ ସପକ୍ଷରେ ନିଜର ମତାମତ ପ୍ରକାଶ କରିଥିଲେ ।

ଏହା ସହିତ ବିରୋଧୀ ଦଳର ନେତାମାନଙ୍କ କହିବା ଅଟେ କି ଲ-କ-ଡା-ଉ-ନର ଅବଧିକୁ ବଢାଇବା ସହିତ ଟେଷ୍ଟିଙ୍ଗ ଓ ଚିକିତ୍ସାକୁ ଜୋରଦାର କରାଯାଉ । କାରଣ ଗ୍ରାମାଞ୍ଚଳରେ ଟେଷ୍ଟିଙ୍ଗ ଓ ଚିକିତ୍ସା କାର୍ଯ୍ୟକଳାପ ଦୁର୍ବଳ ଥିବାରୁ ଗାଁରେ କ-ରୋ-ନା ନିୟନ୍ତ୍ରଣରୁ ବାହାରକୁ ଚାଲିଗଲେ ବହୁତ ଅସୁବିଧା ହୋଇପାରେ । ସେଥିପାଇଁ ସହର ସହିତ ଗ୍ରାମାଞ୍ଚଳରେ ବି ସମସ୍ତ କଟକଟଣାକୁ କଡାକକଡି ରୂପରେ ପାଳନ କରାଯାଉ ବୋଲି ସରକାରଙ୍କ ଦ୍ଵାରା ସୂଚନା ଜାରି କାରାଯାଇଛି ।

କହିଦେଉଛୁ କି ଓଡିଶାରେ ପ୍ରତ୍ୟକ ଦିନ ୧୦ ହଜାରରୁ ବି ଅଧିକ ବ୍ୟକ୍ତି ସଂ-କ୍ର-ମି-ତ ହେଉଛନ୍ତି । ଏମିତିରେ ସରକାରଙ୍କ ନିକଟରେ ଗୋଟିଏ ହିଁ ବିକଳ୍ପ ଅଛି ଲ-କ-ଡା-ଉ-ନ କରି ସଂ-କ୍ର-ମ-ଣର ସ୍ଥିତିକୁ ନିୟନ୍ତ୍ରଣରେ ଆଣିବା । ଆସନ୍ତା କାଲି ସରକାରଙ୍କ ଲ-କ-ଡା-ଉ-ନ ଅବଧି ସଋ ଯାଉଛି । ଏମିତିରେ ଆଜି ସରକାର ଲକଦାଉନକୁ ନେଇ ନୂଆ କଟକଣା ଜାରି କରି ପାରନ୍ତି ।

Leave a Reply

Your email address will not be published. Required fields are marked *