ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ଆପଣଙ୍କ ପ୍ରେମ ସଚ୍ଚା ନା ତାଙ୍କର- Tarot Card Reading

ହେଲୋ ସାଙ୍ଗ ମାନେ । ଅପାନ ନିଜ ଲାଇଫରେ କାହାକୁ ନା କାହାକୁ ନିହାତି ଭାଲ ପାଇଥିବେ । ତେବେ ଏହି ଭଲ ପାଇବାକୁ ନେଇ ଆପଣଙ୍କ ମନରେ ଅନେକ ସମୟରେ ପ୍ରଶ୍ନ ବି ଆସୁଥିବ । ଯେମିତି ଆପଣଙ୍କ ସାଥି କେମିତି ହୋଇଥିବେ, କଣ ଭାବୁଥିବେ ଇତ୍ୟାଦି ।

କିନ୍ତୁ ଆପଣଙ୍କ ମନରେ ତାଙ୍କ ପାଇଁ ସଚ୍ଚା ପ୍ରେମ ଅଛି କି ନାହିଁ କିମ୍ବା ତାଙ୍କ ମନରେ ଆପଣଙ୍କ ପାଇଁ ସମାନ ଅନୁଭୂତି ଅଛି କି ନାହିଁ ଜାଣିବା ପାଇଁ ବାଛନ୍ତୁ 5ଟି ନମ୍ବର । ଏହା ପରେ ଆମେ ଜଣାଇବୁ ତାଙ୍କର ପ୍ରେମ ସତ ନା ଆପଣଙ୍କର ସତ ତାଙ୍କ ପାଇଁ । ତେବେ ଆପଣ ବାଛି ନେଲେ ନମ୍ବର ଗୁଡିକ । ଏବେ ଆସନ୍ତୁ ଜାଣି ନେବା ଜବାବ ।

1- ଆପଣ ଯାହାଙ୍କ ପାଇଁ ପ୍ରଥମ ନମ୍ବରଟି ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । କିନ୍ତୁ ଆପଣଙ୍କୁ ଲାଗୁଛି ଆପଣଙ୍କ ସମ୍ପର୍କ ଆଉ କଣ୍ଟ୍ରୋଲ ରେ ନାହିଁ । ଏହି ସମ୍ପର୍କରେ ଆପଣଙ୍କର ଅବଦାନ ଅଧିକ ରହିଛି । ତାଙ୍କର ଫିଲିଙ୍ଗ୍ସ ଏବେ ବି ସେମିତି ଅଛି ଯାହା ପୂର୍ବରୁ ଥିଲା ।

2- ଯଦି ଆପଣ ଦ୍ଵିତୀୟ ନମ୍ବରଟି ଚୁଜ କରିଛନ୍ତି ତେବେ ଆପଣଙ୍କ ସାଥିଙ୍କ ପାଇଁ ଆପଣଙ୍କ ପ୍ରେମ ସଚ୍ଚା ଅଛି । ସେ ସ୍ଥିତି ଯେମିତି ଥାଉ ତାହାକୁ ସ୍ଵୀକାର କରନ୍ତି । ସେ ବହୁତ ଭବିଥାନ୍ତି । ସ୍ଵପ୍ନ କମ ଦେଖନ୍ତି । ସବୁ କିଛି ସତ କରିବାକୁ ଚାହୁଁଛନ୍ତି । ଆପଣଙ୍କ ପାଇଁ ପ୍ରେମ ତାଙ୍କର ଚେଞ୍ଜ ହେବ ନାହିଁ ।

3- ଆପଣ ଯାହାଙ୍କ ପାଇଁ ତୃତୀୟ ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କ ସାଥିଙ୍କ ହୃଦୟ ଭାଙ୍ଗି ଯାଇଛି । ଆପଣ ସମ୍ପର୍କକୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଛନ୍ତି କିନ୍ତୁ ଅନେକ କିଛି ହରାଇଛନ୍ତି । ଆପଣଙ୍କୁ ଲାଗୁଛି ସେ ଆପଣଙ୍କୁ ଭଲ ପାଉ ନାହାନ୍ତି । କିନ୍ତୁ ଆପଣଙ୍କ ସାଥି ଜୀବନକୁ ଅଧିକ ଦେଖିଛନ୍ତି । ସେ ଆପଣଙ୍କୁ ବହୁତ ଲାଇକ କରୁଛନ୍ତି ।

4- ଯଦି ଆପଣ ଚତୁର୍ଥ ନମ୍ବରଟି ଆପଣଙ୍କ ପାଇଁ ପର୍ଶନଙ୍କ ପାଇଁ ଚୟନ କରିଛନ୍ତି ତେବେ ତାଙ୍କ ମନରେ ଆପଣଙ୍କ ପାଇଁ ଭଲ ପାଇବା ସ୍ଥାୟୀ ଅଟେ । ଆପଣ ତାଙ୍କୁ ବୁଝି ସାରିଛନ୍ତି ଆଉ ସ୍ଵପ୍ନ ବି ଦେଖୁଛନ୍ତି । ଆପଣ ତାଙ୍କୁ ନେଇ କ୍ଲିୟର ଅଛନ୍ତି । ସେ ଆପଣଙ୍କ ସହ ଝଗଡା ଅଧିକ କରୁଛନ୍ତି । ତାଙ୍କ ପ୍ରେମରେ କିଛି ନା କିଛି ଚେଞ୍ଜ ଆସିଥାଏ ।

5- ଆପଣ ଯାହାଙ୍କ ପାଇଁ ପଞ୍ଚମ ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କ ସାଥି ବହୁତ ରାଗି ସ୍ଵଭାବର ଅଟନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ଭଲ ପାଇବା ଅଛି କିନ୍ତୁ କିଛି ନା କିଛି ସ୍ଵଭାବରେ ପରିବର୍ତ୍ତନ ହେଉଛି । ଆପଣଙ୍କର ପ୍ରେମ ତାଙ୍କ ପାଇଁ  ସଚ୍ଚା ଅଛି । କିନ୍ତୁ ଆପଣ ତାଙ୍କ ସହ ସମ୍ପର୍କ ବନାଇବାକୁ ଚାହୁଁଛନ୍ତି ଯାହା ତାଙ୍କ ଠାରୁ ଭିନ୍ନ ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *